କାନ୍ଦୁଛି ଭଗବାନଙ୍କ ଦେଶ ! | Odisha Reporter
ବିପର୍ଯ୍ୟୟ-ବିଭିଷୀକା-ବିଧ୍ୱସ୍ତ। ବିଭିଷୀକାର ଏହି ସାଟେଲାଇଟ ଇମେଜ ହିଁ ବୟାନ କରୁଛି କେତେ ଭୟଙ୍କର ଥିଲା ସେତେବଳେର ଦୃଶ୍ୟ। କେରଳ ୱାୟନାଡ ଭୂସ୍ଖଳନର ସେହି ଦୃଶ୍ୟ ଦେଖିଲେ ଦେହ ଥରିଯିବ। ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଲା ଘର ! ଡାର୍କ ଟୁରିଜିମ ଘୋଷଣା କଲେ ସରକାର । ଏବେ ଯାଏ ମୃତ୍ୟୁ ସଂଖ୍ୟା 277 ରହିଥିବା ବେଳେ ଏବେ ବି 240ରୁ ଅଧିକ ନିଖୋଜ ରହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
