Advertisment

କାନ୍ଦୁଛି ଭଗବାନଙ୍କ ଦେଶ !

କେରଳ ୱାୟନାଡ ଭୂସ୍ଖଳନ ଘଟଣାରେ ଲଗାତର ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା।

Advertisment

ବିପର୍ଯ୍ୟୟ-ବିଭିଷୀକା-ବିଧ୍ୱସ୍ତ। ବିଭିଷୀକାର ଏହି ସାଟେଲାଇଟ ଇମେଜ ହିଁ ବୟାନ କରୁଛି କେତେ ଭୟଙ୍କର ଥିଲା ସେତେବଳେର ଦୃଶ୍ୟ। କେରଳ ୱାୟନାଡ ଭୂସ୍ଖଳନର ସେହି ଦୃଶ୍ୟ ଦେଖିଲେ ଦେହ ଥରିଯିବ। ତାସ୍ ଘର ଭଳି ଭୁଶୁଡ଼ି ପଡ଼ିଲା ଘର ! ଡାର୍କ ଟୁରିଜିମ ଘୋଷଣା କଲେ ସରକାର । ଏବେ ଯାଏ ମୃତ୍ୟୁ ସଂଖ୍ୟା 277 ରହିଥିବା ବେଳେ ଏବେ ବି 240ରୁ ଅଧିକ ନିଖୋଜ ରହିଛନ୍ତି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Kerala Land Slide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe