`ସେ ମୁତ୍ୟୁର ମରୁଭୂମିକୁ ଆଉ ଫେରିବିନି’ || Waynand Landslide: You Won\'t Believe What Happened || OR
Advertisment
By clicking the button, I accept the Terms of Use of the service and its Privacy Policy, as well as consent to the processing of personal data.
Don’t have an account? Signup
`ସେ ମୁତ୍ୟୁର ମରୁଭୂମିକୁ ଆଉ ଫେରିବିନି’ || Waynand Landslide: You Won\'t Believe What Happened || OR
ଭୟଙ୍କର ଭୂସ୍ଖଳନ ଓ ଜଳପ୍ରଳୟରେ ଛିନଛତ୍ର ହୋଇ ସାରିଥିବା ୱାୟନାଡରେ ଏବେ ଜୀବନ ଖୋଜା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା 370 ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ମାଟି ତଳୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ତେବେ କେରଳର ୱାୟନାଡରେ ସେଦିନ ରାତିରେ କେମିତି ହେଲା ଭୂସ୍ଖଳନ। ଛାତିଥରା କଥା କହିଲେ ବଞ୍ଚିଯାଇଥିବା ଲୋକେ । ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)