Advertisment

ୱାୟନାଡ ଭୂସ୍ଖଳନ: ଛାତିଥରା କଥା କହିଲେ ବଞ୍ଚିଯାଇଥିବା ଲୋକେ

କେରଳର ୱାୟନାଡରେ ସେଦିନ ରାତିରେ କେମିତି ହେଲା ଭୂସ୍ଖଳନ।

Advertisment

ଭୟଙ୍କର ଭୂସ୍ଖଳନ ଓ ଜଳପ୍ରଳୟରେ ଛିନଛତ୍ର ହୋଇ ସାରିଥିବା ୱାୟନାଡରେ ଏବେ ଜୀବନ ଖୋଜା ଚାଲିଛି। ଏଥିରେ ବର୍ତ୍ତମାନ ସୁଦ୍ଧା 370 ଜଣଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ଶତାଧିକ ଲୋକ ନିଖୋଜ ହୋଇଯାଇଛନ୍ତି। ସେମାନଙ୍କୁ ମାଟି ତଳୁ ଖୋଜି ବାହାର କରିବା ପାଇଁ ଉଦ୍ୟମ ଚାଲିଛି। ତେବେ କେରଳର ୱାୟନାଡରେ ସେଦିନ ରାତିରେ କେମିତି ହେଲା ଭୂସ୍ଖଳନ। ଛାତିଥରା କଥା କହିଲେ ବଞ୍ଚିଯାଇଥିବା ଲୋକେ । ଦେଖନ୍ତୁ ପୂରା ରିପୋର୍ଟ।

Advertisment
Wayanad Landslide Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe