Advertisment

ପିଲାଙ୍କ ଏ ଅବସ୍ଥା ପାଇଁ ଦାୟୀ କିଏ ?

ନେତା ଓ ମନ୍ତ୍ରୀ ମଞ୍ଚ ଉପରେ ଭାଷଣ ଦେବାରେ ବ୍ୟସ୍ତ ଥିଲେ, ଏମିତିକି ଗୁରୁତର ଛାତ୍ରୀଙ୍କୁ ଦେଖିବାକୁ ବି ଗଲେନି।

Advertisment

ନୂଆ-ଓ ଯୁବ ଓଡ଼ିଶା କାର୍ଯ୍ୟକ୍ରମରେ ଘଟିଲା ଅଘଟଣ । ସରକାରଙ୍କ ନୂଆ ଓ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶହ ଶହ ଛାତ୍ରୀ। ତେବେ ଏହାରି ଭିତରେ ଜଣେ ଛାତ୍ରୀ ଖାଇବା ଆଣିବାକୁ ଗଲାବେଳେ ଗରମ ତେଲ ପଡ଼ି ଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେହିଭଳି ଅନ୍ୟ ଜଣେ ଛାତ୍ରୀ ମଧ୍ୟ ଠେଲାପେଲାରେ ଅସୁସ୍ଥ ହୋଇପଡିଥିଲେ। କିନ୍ତୁ ନେତା-ମନ୍ତ୍ରୀ ମଞ୍ଚ ଉପରେ ଭାଷଣ ଦେବାରେ ବ୍ୟସ୍ତ ଥିଲେ, ଏମିତିକି ଗୁରୁତର ଛାତ୍ରୀଙ୍କୁ ଦେଖିବାକୁ ଗଲେନି। ଅଳ୍ପକେ ଦୁଇଜଣ ଛାତ୍ରୀ ସିନା ବର୍ତ୍ତିଗଲେ କିନ୍ତୁ ଏ ଅଘଟଣ ପାଇଁ ଦାୟୀ କିଏ ?

Advertisment
Rayagada BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe