ତମେ ଚାଲିଗଲ ମୁଁ କାଇଁ ରହିବି.. || Heart Attack || Odisha Reporter
ହସଖୁସିର ସଂସାର ନିମିଶକେ ଉଜୁଡି ଯାଇଛି। ହୃଦଘାତରେ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ସାତ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ। ଗାଜିଆବାଦର ଏକ ନବଦମ୍ପତିଙ୍କ ଜୀବନରେ ଘଟିଛି ଏପରି ଏକ ଦୁଃଖଦ ଘଟଣା। ମୃତ ଦମ୍ପତି ହେଉଛନ୍ତି ଉତ୍ତର ପ୍ରଦେଶ ଗାଜିଆବାଦର ୨୫ ବର୍ଷୀୟ ଅଭିଷେକ ଅହଲୁୱାଲୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳି। ସେମାନଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ, ନଭେମ୍ବର ୩୦ରେ ଉଭୟଙ୍କର ବିବାହ ହୋଇଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
