Advertisment

ହୃଦଘାତରେ ସ୍ୱାମୀଙ୍କ ମୃତ୍ୟୁ ପରେ ଆତ୍ମହତ୍ୟା କଲେ ସ୍ତ୍ରୀ

ମୃତ ଦମ୍ପତି ହେଉଛନ୍ତି ଉତ୍ତର ପ୍ରଦେଶ ଗାଜିଆବାଦର ୨୫ ବର୍ଷୀୟ ଅଭିଷେକ ଅହଲୁୱାଲୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳି।

Advertisment

ହସଖୁସିର ସଂସାର ନିମିଶକେ ଉଜୁଡି ଯାଇଛି। ହୃଦଘାତରେ ସ୍ୱାମୀଙ୍କର ମୃତ୍ୟୁ ହେବା ପରେ ସାତ ମହଲା ଛାତରୁ ଡେଇଁ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ।  ଗାଜିଆବାଦର ଏକ ନବଦମ୍ପତିଙ୍କ ଜୀବନରେ ଘଟିଛି ଏପରି ଏକ ଦୁଃଖଦ ଘଟଣା। ମୃତ ଦମ୍ପତି ହେଉଛନ୍ତି ଉତ୍ତର ପ୍ରଦେଶ ଗାଜିଆବାଦର ୨୫ ବର୍ଷୀୟ ଅଭିଷେକ ଅହଲୁୱାଲୀ ଏବଂ ତାଙ୍କ ପତ୍ନୀ ଅଞ୍ଜଳି। ସେମାନଙ୍କ ପରିବାର ବର୍ଗଙ୍କ କହିବା ଅନୁସାରେ, ନଭେମ୍ବର ୩୦ରେ ଉଭୟଙ୍କର ବିବାହ ହୋଇଥିଲା।

Advertisment
Sudden Heart Attack Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe