ମେଡ଼ିକାଲ୍ରେ ପଡ଼ୋଶୀଙ୍କ ମୃତ୍ୟୁ ହୋଇଥିଲା ବୋଲି ଦେଖିବାକୁ ଯାଇଥିଲେ। ହେଲେ ଶବ ବାହକ ଗାଡ଼ିରେ ଘରକୁ ଫେରିଥିଲେ। ଶ୍ମଶାନରେ ଜଳୁଛି ଚିତା। ରବିବାର ଦିନ ଏପରି ଘଟଣା ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଞ୍ଚଳରେ ଘଟିଛି। ଦେଖନ୍ତୁ ପୂରା ରିପୋର୍ଟ।