ପାଦରେ ପଡ଼ିଥିଲା ବେଡ଼ି, ଛତିଶଗଡ଼ରୁ ଭାସି ଓଡ଼ିଶାରେ ଲାଗିଲେ ମହିଳା

ମହାନଦୀରେ ଖସି ପଡ଼ି ପ୍ରାୟ ୫୦ କିମି ଆସିବା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକ ବିକୃତ ମହିଳା।

Rescue

ମହାନଦୀରୁ ଉଦ୍ଧାର ହୋଇଥିବା ଛତିଶଗଡ଼ ମହିଳା।

Niharika Rout
  • Published: Thursday, 01 August 2024
  • Updated: 01 August 2024, 01:11 PM IST

Sports

Latest News

ମହାନଦୀର ଅକାତ କାତ ପାଣି ଏବେ କୂଳ ଲଂଘୁଛି। ପ୍ରଖର ପାଣି ସ୍ରୋତର ଘୁଁ ଘୁଁ ଗର୍ଜନ ଦେଖୁଥିବା ଲୋକ ମନରେ ଛନକା ପଶାଇ ଦେଉଛି। ଏପରି ଦୃଶ୍ୟ ଦେଖି ଯେ କେହି ଛାନିଆ ହେବା ସ୍ୱାଭାବିକ କଥା। ମାତ୍ର ମହାନଦୀରେ ଖସି ପଡ଼ି ପ୍ରାୟ ୫୦ କିମି ଆସିବା ପରେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି ଜଣେ ମାନସିକ ବିକୃତ ମହିଳା।

ମହିଳାଙ୍କ ଗୋଡ଼ରେ ବେଡି ପଡ଼ିଥିଲେ ବି ସେ ଛତିଶଗଡ଼ରୁ ଆସି ଓଡ଼ିଶାରେ ଲାଗିଥିବା ବେଳେ ମତ୍ସ୍ୟଜୀବୀଙ୍କ ଦ୍ୱାରା ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ଏହାକୁ ଦେଖି ଲୋକେ କହୁଛନ୍ତି, ଯାହାକୁ ରଖେ ହରି ତାକୁ ମାରେ କିଏ। ଏପରି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଝାରସୁଗୁଡ଼ା ପଲସଦାରେ ଘଟିଛି।

ମହିଳା ଜଣଙ୍କ ଛତିଶଗଡ ରାୟଗଡା ଜିଲ୍ଲା ପୁସୋର ଥାନା ଅଧିନ ପୁରଥ ଗ୍ରାମର ବୋଲି ଜଣାପଡିଛି । ମହିଳାଜଣକ ସ୍ୱାମୀ ପରିତ୍ୟକ୍ତା ହୋଇଥିବା ବେଳେ ନିଜ ବାପ ଘରେ ରହୁଥିଲେ। ତାଙ୍କ ମାନସିକ ଅବସ୍ଥା ଠିକ୍‌ ରହୁ ନ ଥିବାରୁ ପରିବାର ଲୋକେ ତାଙ୍କ ଗୋଡ଼ରେ ବେଡି ପକାଇ ରଖୁଥିଲେ ।

Also Read

ମାତ୍ର ଗତକାଲି କୌଣସି ପ୍ରକାରେ ସେ ଘରୁ ଖସି ଆସି ନିକଟସ୍ଥ ମହାନଦୀ ନିକଟକୁ ଚାଲି ଆସିଥିଲେ। ସେଠାରେ ସେ ପାଣିକୁ ଖସି ପଡ଼ିଥିଲେ। ଏବେ ବନ୍ୟା ଜଳ ଯୋଗୁ ମହାନଦୀ ଫୁଲିଥିବା ବେଳେ ପାଣିର ସ୍ରୋତ ବି ପ୍ରଖର ରହିଛି। ଏହାସତ୍ତ୍ୱେ ମହିଳାଜଣକ ଗତକାଲିଠୁ ପାଦରେ ବେଡି ପଡ଼ିଥିବା ଅବସ୍ଥାରେ ଭାସି ଭାସି ଆଜି ଝାରସୁଗୁଡ଼ା ପଲସଦାରେ ଲାଗିଥିଲେ।

 ମତ୍ସ୍ୟଜୀବୀମାନେ ମାଛ ମାରିବା ନିମନ୍ତେ ମହାନଦୀକୁ ଯାଇଥିବା ବେଳେ ସେଠାରେ ଜଣେ ମହିଳା ଭାସୁଥିବା ଦେଖି ତୁରନ୍ତ ତାଙ୍କୁ ଉଦ୍ଧାର କରିଥିଲେ।  ତୁରନ୍ତ ତାଙ୍କୁ କୂଳକୁ ଅଣାଯାଇ ପଲସଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ପ୍ରାଥମିକ ଚିକିତ୍ସା ପରେ ସେ ସୁସ୍ଥ ଥିବା ଜଣାଯାଇଛି।

ଏହାପରେ ତାଙ୍କୁ ରେଙ୍ଗାଲି ଥାନାକୁ ନିଆଯାଇଥିଲା। ସେଠାରେ ପୁଲିସ୍‌ ତାଙ୍କ ଠିକଣା ବୁଝି ଛତିଶଗଡ଼ରେ ଥିବା ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଛି। ଖବର ଲେଖା ହେବା ସୁଦ୍ଧା ମହିଳାଙ୍କ ଭାଇ ନିଜ ଭଉଣୀକୁ ନେବା ପାଇଁ ରେଙ୍ଗାଲି ଅଭିମୁଖେ ଆସୁଥିବା ଜଣାଯାଇଛି।

ତେବେ ମହିଳାଜଣକ ପାଣିର ପ୍ରଖର ସ୍ରୋତରେ ବି କିପରି ବଞ୍ଚି ପାରିଲେ ଓ ସୁରକ୍ଷିତ ଭାବେ ପୁଣି ଥରେ ନିଜ ଘରକୁ ବାହୁଡ଼ିବାକୁ ଚାହିଁ ରହିଛନ୍ତି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story