କାର ଧକ୍କାରେ ସ୍ତ୍ରୀ ମୃତ ସ୍ୱାମୀ ଆହତ

ଦୀପାବଳି ରାତିରେ ମଦ୍ୟପ କାର୍‌ ଡ୍ରାଇଭର ଘଟାଇଲେ ଉନ୍ମତ୍ତକାଣ୍ଡ । ବ୍ୟାକ ଗିୟର ପକାଇ ନେଇଗଲେ ଜୀବନ । ରାଜଧାନୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ଗତକାଲି ରାତିରେ ଘଟିଛି ଅଘଟଣ।

Manoj Swain
  • Published: Monday, 13 November 2023
  • Updated: 13 November 2023, 06:33 PM IST

Sports

Latest News

ଆଲୋକର ପର୍ବ ଦୀପାବଳି ରାତିରେ ମଦ୍ୟପ କାର୍‌ ଡ୍ରାଇଭର ଘଟାଇଲେ ଉନ୍ମତ୍ତକାଣ୍ଡ । ବ୍ୟାକ ଗିୟର ପକାଇ ନେଇଗଲେ ଜୀବନ । ରାଜଧାନୀ ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକ ପାର୍କିଂରେ ଗତକାଲି ରାତିରେ ଘଟିଛି ଅଘଟଣ। ବଡ଼ବଡ଼ୁଆ ଡାକିବାକୁ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଭୁବନେଶ୍ୱର ଆସିଥିବା ଜଣେ ମହିଳାଙ୍କର ଏହି ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଏଥିରେ ତାଙ୍କ ସ୍ୱାମୀ ଗୁରୁତର ହୋଇଛନ୍ତି। ମୃତା ମହିଳାଜଣକ ହେଲେ ସୁଲୋଚନା ମହାନ୍ତି। ଏହି ଦୁର୍ଘଟଣାରେ ସୁଲୋଚନାଙ୍କ ସ୍ୱାମୀ ଜୁରିନାଥ ବେବର୍ତ୍ତା ଗୁରୁତର ହୋଇଛନ୍ତି। ତାଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଓ ପରେ ଏମ୍ସକୁ ସ୍ଥାନାନ୍ତର କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos