Advertisment

ମେଡ଼ିକାଲ୍‌ର କୋଳାହଳ ଭିତରେ ହଜିଗଲେ ମାଆ

ମାଆର ସ୍ନେହ ବୋଳା ଡାକ ନପାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଭାଇ ଭଉଣୀ। ଆଉ ଚାରିଆଡ଼େ ମାଆକୁ ଖୋଜି ବୁଲୁଛନ୍ତି।

author-image
Manoj Swain

ମାନସିକ ରୋଗୀ ହୋଇ ବଡ଼ ମେଡ଼ିକାଲ୍‌ ଯାଇଥିଲେ ମାଆ। ହେଲେ ମେଡ଼ିକାଲ୍‌ର କୋଳାହଳ ଭିତରେ ହଜିଗଲେ। ୪ ଦିନ ବିତିଲାଣି। ମାଆଙ୍କ ଜବାବ ମିଳୁନି। ମାଆ ବୋଲି ଡାକିଲେ, ପ୍ରତିଧ୍ୱନୀ ମାଟି କାନ୍ଥରେ ବାଡ଼େଇ ହୋଇ କାନକୁ ଫେରିଆସୁଛି। ମାଆର ସ୍ନେହ ବୋଳା ଡାକ ନପାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଭାଇ ଭଉଣୀ। ଆଉ ଚାରିଆଡ଼େ ମାଆକୁ ଖୋଜି ବୁଲୁଛନ୍ତି। ଏପରି ଖବର ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ।

Advertisment
Cuttack Puri Odisha