Advertisment

ମେଡ଼ିକାଲ୍‌ର କୋଳାହଳ ଭିତରେ ହଜିଗଲେ ମାଆ

ମାଆର ସ୍ନେହ ବୋଳା ଡାକ ନପାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଭାଇ ଭଉଣୀ। ଆଉ ଚାରିଆଡ଼େ ମାଆକୁ ଖୋଜି ବୁଲୁଛନ୍ତି।

Advertisment

ମାନସିକ ରୋଗୀ ହୋଇ ବଡ଼ ମେଡ଼ିକାଲ୍‌ ଯାଇଥିଲେ ମାଆ। ହେଲେ ମେଡ଼ିକାଲ୍‌ର କୋଳାହଳ ଭିତରେ ହଜିଗଲେ। ୪ ଦିନ ବିତିଲାଣି। ମାଆଙ୍କ ଜବାବ ମିଳୁନି। ମାଆ ବୋଲି ଡାକିଲେ, ପ୍ରତିଧ୍ୱନୀ ମାଟି କାନ୍ଥରେ ବାଡ଼େଇ ହୋଇ କାନକୁ ଫେରିଆସୁଛି। ମାଆର ସ୍ନେହ ବୋଳା ଡାକ ନପାଇ ଗୁମୁରୀ ଗୁମୁରୀ କାନ୍ଦୁଛନ୍ତି ଭାଇ ଭଉଣୀ। ଆଉ ଚାରିଆଡ଼େ ମାଆକୁ ଖୋଜି ବୁଲୁଛନ୍ତି। ଏପରି ଖବର ଆସିଛି ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରୁ।

Advertisment
Odisha Puri Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe