ତେଲ ନଦୀକୁ ଡେଇଁ ପଡ଼ିଲେ ଯୁବତୀ, ଅବସ୍ଥା ଗୁରୁତର

ତେଲ ନଦୀକୁ ଡେଇଁ ପଡ଼ିଲେ ଯୁବତୀ। ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି।

jumped to river

ନଦୀକୁ ଡେଇଁ ପଡ଼ିଥିବା ଯୁବତୀଙ୍କ ନିକଟରେ ଲୋକେ ରୁଣ୍ଡ ହୋଇଛନ୍ତି।

Niharika Rout
  • Published: Monday, 07 October 2024
  • Updated: 07 October 2024, 10:30 AM IST

Sports

Latest News

ତେଲ ନଦୀକୁ ଡେଇଁ ପଡ଼ିଲେ ଯୁବତୀ। ଯୁବତୀଙ୍କୁ ତୁରନ୍ତ ଉଦ୍ଧାର କରି ତୁରନ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। ଏପରି ଏକ ଘଟଣା ଆଜି ସକାଳେ ସୋନପୁର ଜିଲ୍ଲା ତେଲ ନଦୀ ସେତୁ ଉପରେ ଘଟିଛି।

ଗୁରୁତର ଥିବା ଯୁବତୀଜଣକଙ୍କ ନାଁ ପ୍ରମୋଦିନୀ ବାଦୀ । ସେ ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ସଦେଇପୁର ଗାଁର ବୋଲି ଜଣାପଡିଛି । ଆଜି ସକାଳେ ପ୍ରମୋଦିନୀ ତେଲ ନଦୀ ସେତୁ ଉପରେ ପହଞ୍ଚିଥିଲେ। ସେଠାରୁ ସେ ହଠାତ୍‌ ନଦୀକୁ ଡେଇଁ ପଡ଼ିଥିଲେ।

ନଦୀରେ ମାଛ ମାରୁଥିବା କିଛି ମତ୍ସ୍ୟଜୀବୀ ଏହି ଘଟଣା ଦେଖିବା ପରେ ତୁରନ୍ତ ପୁଲିସକୁ ଖବର ଦେଇଥିଲେ ।  ପୁଲିସ ଓ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚିବା ସହ ପାଣିରୁ ଯୁବତୀଙ୍କୁ ଉଦ୍ଧାର କରି ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛି । ତେବେ ନଦୀରେ ପାଣି କମ ଥିବାରୁ ଯୁବତୀଙ୍କୁ ଶୀଘ୍ର ଉଦ୍ଧାର କରିବା ସମ୍ଭବ ହୋଇ ପାରିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। 

Also Read

ଯୁବତୀଜଣକ ବେହୋସ୍‌ ଥିବା ବେଳେ ଚେତା ଫେରି ନ ଥିବା ଜଣାଯାଇଛି। ଏନେଇ ପରିବାର ଲୋକଙ୍କୁ ସୂଚନା ଦିଆଯାଇଥିବା ବେଳେ ସେମାନେ ପହଞ୍ଚି ନ ଥିବା ଜଣାଯାଇଛି। ତେବେ ଯୁବତୀଜଣକ କ’ଣ ପାଇଁ ଏପରି ଚରମ ପଦକ୍ଷେପ ଉଠାଇଲେ ତାହା ସ୍ପଷ୍ଟ ହୋଇପାରିନାହିଁ । ଯୁବତୀଙ୍କ ଚେତା ଫେରିଲା ପରେ ସବିଶେଷ ଜଣାପଡିବ ବୋଲି ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story