ସ୍କୁଟି ସହ କେନାଲକୁ ଖସି ପଡ଼ିଲେ ଯୁବକ; ମିଳୁନି ପତ୍ତା

ନିଖୋଜ ଯୁବକ ଜଣଙ୍କ ନରାଜ ନିକଟରେ ଥିବା ଓମଫେଡ ପ୍ଲାଣ୍ଟରେ କାମ କରନ୍ତି ବୋଲି ଜଣାପଡ଼ିଛି।

Missing PhotoOR

ଅଗ୍ନିଶମ କର୍ମଚାରୀ ନିଖୋଜ ଯୁବକଙ୍କୁ ଖୋଜାଖୋଜି କରୁଛନ୍ତି

Tapaswini Nayak
  • Published: Monday, 08 April 2024
  • Updated: 08 April 2024, 11:14 AM IST

Sports

Latest News

ସ୍କୁଟି ସହ କେନାଲକୁ ଖସିପଡ଼ିଲେ ଯୁବକ। ଏପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳିନାହିଁ। କଟକ ଜିଲ୍ଲା ବାରଙ୍ଗ ଥାନା ଅନ୍ତର୍ଗତ ପୁରୀ ମେନ୍‌ କେନାଲରେ ଏହି ଅଘଟଣ ଘଟିଛି। ନିଖୋଜ ଯୁବକ ଜଣଙ୍କ ହେଲେ ନଖରା ଅଞ୍ଚଳର ରାକେଶ ସାହୁ। ସେ ନରାଜ ନିକଟରେ ଥିବା ଓମଫେଡ ପ୍ଲାଣ୍ଟରେ କାମ କରନ୍ତି। 

ସୂଚନା ଅନୁସାରେ, ଗତକାଲି ରାତିରେ ରାକେଶ ସ୍କୁଟି ନେଇ ଘରୁ ଯାଉଥିଲେ। ଏହି ସମୟରେ ସେ ପୁରୀ ମେନ୍ କେନାଲକୁ ଖସି ପଡ଼ିଥିଲେ। ସ୍ଥାନୀୟ ଲୋକେ କେନାଲରୁ ତାଙ୍କ ସ୍କୁଟି ଉଦ୍ଧାର କରିଥିବା ବେଳେ ଏପର୍ଯ୍ୟନ୍ତ ରାକେଶଙ୍କ ପତ୍ତା ମିଳିନାହିଁ। ଅଗ୍ନିଶମ ବାହିନୀ ପହଞ୍ଚି ରାକେଶଙ୍କୁ ଖୋଜାଖୋଜି କରୁଛନ୍ତି। ହେଲେ ଏପର୍ଯ୍ୟନ୍ତ ପତ୍ତା ମଳିନାହିଁ।

Also Read

କିପରି କେଉଁ ପରିସ୍ଥିତିରେ ରାକେଶ କେନାଲ ଭିତରକୁ ଖସି ପଡ଼ିଲେ ତାହା ଜଣାପଡ଼ିନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story