୧୦ ନଭେମ୍ବର, ଗୁରୁବାର: ପୂର୍ବ ଋଣ ପରିଶୋଧ କରି ପାରିବେ

ମେଷ: ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସଫଳତା ପାଇବେ। କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି କରିବେ, ପୂର୍ବ ସମସ୍ୟାର ସମାଧାନ ହେବ । ଆୟ ବୃଦ୍ଧି ଘଟିବ ଏବଂ ପୂର୍ବର ଋଣ ପରିଶୋଧ କରି ଆଶ୍ୱସ୍ତି ଲାଭ କରିବେ। ବୃଷ: ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ଲାଭ କରିବେ।  ସମ୍ପର୍କରେ ମତ ପାର୍ଥକ୍ୟ ଦେଖାଦେଇପାରେ, କୌଣସି ଜିନିଷ କିଣିବା ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ମହିଳାମାନେ ଆଶା କରୁଥିବା ଦିଗରୁ […]

RASI

RASI

Niharika Rout
  • Published: Thursday, 10 November 2022
  • Updated: 10 November 2022, 07:26 AM IST

Sports

Latest News

ମେଷ: ପରିବହନ ତଥା ବାଣିଜ୍ୟ, ବ୍ୟବସାୟରୁ ସନ୍ତୋଷଜନକ ସଫଳତା ପାଇବେ। କଳା, ସାହିତ୍ୟ, କ୍ରୀଡ଼ା ତଥା ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ଉନ୍ନତି କରିବେ, ପୂର୍ବ ସମସ୍ୟାର ସମାଧାନ ହେବ । ଆୟ ବୃଦ୍ଧି ଘଟିବ ଏବଂ ପୂର୍ବର ଋଣ ପରିଶୋଧ କରି ଆଶ୍ୱସ୍ତି ଲାଭ କରିବେ।

ବୃଷ: ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ଲାଭ କରିବେ।  ସମ୍ପର୍କରେ ମତ ପାର୍ଥକ୍ୟ ଦେଖାଦେଇପାରେ, କୌଣସି ଜିନିଷ କିଣିବା ସକାଶେ ଖର୍ଚ୍ଚାନ୍ତ ହୋଇପାରନ୍ତି। ମହିଳାମାନେ ଆଶା କରୁଥିବା ଦିଗରୁ ସଫଳତା ପାଇବେ।

ମିଥୁନ: ନୂତନ କର୍ମ ନିଯୁକ୍ତି ପାଇବାର ସମ୍ଭାବନା ରହିଛି, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଆୟ ବୃଦ୍ଧି ଘଟିବ। ପ୍ରତ୍ୟେକ କ୍ଷେତ୍ରରେ ପ୍ରଥମ ପର୍ଯ୍ୟାୟରେ ବାଧାବିଘ୍ନ ଦେଖାଦେଇପାରେ। ବିଳମ୍ବଜନିତ କାରଣରୁ ମନସ୍ତାପ କରିବେ କିନ୍ତୁ ଶେଷରେ ସଫଳତା ମିଳିବ।

କର୍କଟ : ଶୁଭ ଖବର ପାଇ ଆନନ୍ଦିତ ହେବେ। ଭ୍ରମଣ ଯୋଗ ରହିଛି । ଯାତ୍ରା ଯୋଗୁ କ୍ଳାନ୍ତି ଅନୁଭବ କରିବେ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ ।

ସିଂହ :  କର୍ମକ୍ଷେତ୍ରରେ ସମ୍ମାନିତ ହେବେ, ଲକ୍ଷ୍ୟସ୍ଥଳରେ ପହଞ୍ଚିବେ। ନୀତିରେ କାମ କରି ଅଭିଳାଷିତ ଜିନିଷ ହାସଲ କରିବେ। ସାମାଜିକ ସ୍ତରରେ ସମ୍ମାନ ଲାଭ ହେବ, ଛାତ୍ରଛାତ୍ରୀମାନେ କୃତକାର୍ଯ୍ୟ ହେବେ ।

କନ୍ୟା :  ପାରିବାରିକ ଓ ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ଅଗ୍ରାଧିକାର ଦେଇ କାମ କଲେ ଅପେକ୍ଷାକୃତ ସଫଳତା ପାଇବେ । ଆର୍ଥିକ ସମସ୍ୟା ଦୂର ହୋଇଯିବ, ବ୍ୟବସାୟ ବାଣିଜ୍ୟ ପାଇଁ ଦିନଟି ମଧ୍ୟମ ରହିବ।

ତୁଳା : ଶାରୀରିକ ପୀଡ଼ା ଓ ମାନସିକ ଦୁଶ୍ଚିନ୍ତା କର୍ମକ୍ଷେତ୍ରର ଅସ୍ଥିରତା ସୃଷ୍ଟି କରିପାରେ ।  ଜଗି ରଖି ଚଳନ୍ତୁ । ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍ ମାର୍ଗର ଅନୁସରଣ କଲେ ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା ରହିଛି। ବିବାଦୀୟ ଘଟଣାରେ ନିରବ ରହିବା ଭଲ ହେବ।

ବିଛା : ଦୂର ଯାତ୍ରା କରିବାକୁ ପଡିପାରେ, ଯାତ୍ରାରେ ସଫଳତା ମିଳିବ। ଅନ୍ୟମନସ୍କତା କାରଣରୁ କୈାଣସି ଦ୍ରବ୍ୟ ଚୋରି ହୋଇପାରେ ବା ହଜିଯାଇପାରେ। ବିବାଦୀୟ ପରିସ୍ଥିତି ଭିନ୍ନ ରୂପ ନେଇପାରେ, ମାନସିକ ଅଶାନ୍ତି ଯୋଗୁ ମନ ଭାରାକ୍ରାନ୍ତ ରହିବ ।

ଧନୁ :  ନିଜର ଲୋକ ବିରୁଦ୍ଧାଚରଣ କରିବେ, ସତର୍କ ରୁହନ୍ତୁ। ଅପରାହ୍ନରେ କୌଣସି ଶୁଭ ଖବର ଶୁଣିପାରନ୍ତି, ବ୍ୟବସାୟ ପରିବହନ ପାଇଁ ଦିନଟି ଅନୁକୂଳ ରହିବ । ଗୁରୁଜନମାନଙ୍କ ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଓ ଆର୍ଶିବାଦ ଲାଭ କରିବେ, ମହିଳାମାନେ ଆଦରଣୀୟା ହେବେ ।

ମକର :  ପରିବାରରେ ଭୁଲ୍ ବୁଝାମଣା ଦେଖାଦେଇପାରେ, ଅନିଚ୍ଛାକୃତ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେବେ । ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରନ୍ତୁ, ଗାଡି ଚଲେଇବା ସମୟରେ ଅନ୍ୟମନସ୍କ ହୁଅନ୍ତୁ ନାହିଁ । ବ୍ୟବସାୟ ବାଣିଜ୍ୟରେ ଲାଭ ପରିବର୍ତ୍ତେ କ୍ଷତି ହୋଇପାରେ।

କୁମ୍ଭ : ପ୍ରତ୍ୟେକ କ୍ଷେତ୍ରରେ ସଫଳତା ମିଳିବ, ପ୍ରତିଯୋଗିତାରେ ବିଜୟୀ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ଲାଭ କରି ପ୍ରତ୍ୟେକ କାମକୁ ନିର୍ବିଘ୍ନରେ ସମାପନ କରିପାରିବେ । ଆୟ ତୁଳନାରେ ବ୍ୟୟ ଅଧିକ ହୋଇଯିବ, କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରେ, ଏଣୁ ଜଗିରଖି ଚଳନ୍ତୁ।

ମୀନ : ସମ୍ପର୍କୀୟମାନେ ଈର୍ଷାପରାୟଣ ହୋଇ ବିରୁଦ୍ଧାଚରଣ କରିବେ। ଶରୀର ସୁସ୍ଥ ରହିବ, ପୂର୍ବ ଅପେକ୍ଷା ଆୟ ବୃଦ୍ଧି ଘଟିବ ଏବଂ ବକେୟା ପ୍ରାପ୍ୟ ହସ୍ତଗତ ହେବ। ସନ୍ତାନ ସନ୍ତତିମାନେ ଆଜ୍ଞାଧୀନ ହେବେ, କ୍ରୀଡାକ୍ଷେତ୍ରରେ କ୍ରୀଡାବିତମାନେ ବିଜୟୀ ହେବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story