Advertisment

୧୧ ଏପ୍ରିଲ, ସୋମବାର: ବ୍ୟବସାୟରେ ଅଚାନକ କ୍ଷତି ହୋଇପାରେ

ମେଷ: କର୍ମକ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିପାରନ୍ତି । ଜଗି ରଖି କାମ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଅଚାନକ କ୍ଷତି ହୋଇପାରେ । ଦୂର ଯାତ୍ରା କରିପାରନ୍ତି। ବୃଷ: ସମସ୍ତ କାର୍ଯ୍ୟରେ ଶୁଭଫଳ ପାଇବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପାରିବାରିକ ଶାନ୍ତି ପାଇବେ। ମିଥୁନ: ଚାକିରି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ । କର୍କଟ: ଅଚାନକ ଧନଲାଭ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ଶତ୍ରୁମାନେ ହଇରାଣ ହରକତ କରିପାରନ୍ତି […]

author-image
Niharika Rout
୭ ଜାନୁଆରୀ, ଶୁକ୍ରବାର: ସହକର୍ମୀ ଈର୍ଷାନ୍ୱିତ ହେବେ

RASI

ମେଷ:କର୍ମକ୍ଷେତ୍ରରେ ସହଯୋଗୀମାନେ ଅସହଯୋଗ କରିପାରନ୍ତି । ଜଗି ରଖି କାମ କରନ୍ତୁ। ବ୍ୟବସାୟ ବାଣିଜ୍ୟରେ ଅଚାନକ କ୍ଷତି ହୋଇପାରେ । ଦୂର ଯାତ୍ରା କରିପାରନ୍ତି।

Advertisment

ବୃଷ: ସମସ୍ତ କାର୍ଯ୍ୟରେ ଶୁଭଫଳ ପାଇବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପାରିବାରିକ ଶାନ୍ତି ପାଇବେ।

ମିଥୁନ: ଚାକିରି କ୍ଷେତ୍ରରେ ସହଯୋଗୀମାନେ ସହଯୋଗ କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ ।

Advertisment

କର୍କଟ:ଅଚାନକ ଧନଲାଭ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି । ଶତ୍ରୁମାନେ ହଇରାଣ ହରକତ କରିପାରନ୍ତି ।

ସିଂହ:କାର୍ଯ୍ୟ ସାଧନରେ ବିଳମ୍ବ ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ଦୂର ଯାତ୍ରା କରିପାରନ୍ତି ।

କନ୍ୟା:ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗରେ ଅନେକ ସମସ୍ୟାର ସମାଧାନ ହୋଇଯିବ ।  ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ସାମାନ୍ୟ କଳହ ଦେଖାଦେଇପାରେ ।

ତୁଳା:କର୍ମକ୍ଷେତ୍ରରେ ଚାଲିଥିବା ବାଦବିବାଦର ସମାଧାନ ହୋଇଯିବ । ସୁଖାଦ୍ୟ ଭୋଜନ ସହ ବନ୍ଧୁ ମିଳନ ହୋଇପାରେ। ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ ।

ବିଛା:ସମସ୍ତ କାର୍ଯ୍ୟରେ ସହଯୋଗ ପାଇ ଆଗକୁ ବଢିବେ । ବ୍ୟବସାୟରେ ଭଲ ଲାଭ ହେବ। ମୂଲ୍ୟବାନ ଦ୍ରବ୍ୟ ଘରକୁ କ୍ରୟ କରି ଆଣିପାରନ୍ତି।

ଧନୁ:କାର୍ଯ୍ୟରେ ବାଧାବିଘ୍ନ ଉପୁଜିପାରେ । ସତର୍କ ରୁହନ୍ତୁ।  ଶତ୍ରୁମାନେ ପରାଜିତ ହେବେ । ସୁଖାଦ୍ୟ ଭୋଜନ ସହ ପରିବାରରେ ଶାନ୍ତି ପାଇବେ।

ମକର:ବ୍ୟବସାୟରେ ଭଲ ଲାଭ ହେବ। ମନ ପ୍ରସନ୍ନ ରହିବା ଦ୍ୱାରା ଶାରିରୀକ ସୁସ୍ଥତା ମଧ୍ୟ ଅନୁଭବ କରିବେ। ପାରିବାରିକ ଶାନ୍ତି ପାଇବେ ।

କୁମ୍ଭ:କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇବେ । ଆୟ ଭଲ ରହିବ । ପାରିବାରରେ ସାମାନ୍ୟ ମତଭେଦ ଦେଖାଦେଇପାରେ।

ମୀନ:ଅଟକି ରହିଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରି ଆତ୍ମତୃପ୍ତି  ପାଇବେ।  ନୂତନ କାର୍ଯ୍ୟଭାର ହାତକୁ ନେବେ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି।