୧୧ ଜାନୁଆରୀ, ବୁଧବାର; କାର୍ଯ୍ୟ କ୍ଷେତ୍ରରେ ସମ୍ମାନ ହାନୀ ହୋଇପାରେ

ମେଷ: କାର୍ଯ୍ୟ କ୍ଷେତ୍ରରେ ମାନସମ୍ମାନ ହାନୀ ହୋଇପାରେ । ସତର୍କ ରହି କାର୍ଯ୍ୟ କରନ୍ତୁ, ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।  ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ । ବୃଷ: ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ, କିନ୍ତୁ ଆଘାତ ଲାଗିପାରେ ଏବଂ କଳହ ମଧ୍ୟ ଘଟିପାରେ । ମିଥୁନ: କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ କିନ୍ତୁ ସାହାଯ୍ୟ ସହଯୋଗ ପାଇ ପରିସ୍ଥିତି ନିଜ ସପକ୍ଷରେ […]

Rashi

Rashi

Niharika Rout
  • Published: Wednesday, 11 January 2023
  • Updated: 11 January 2023, 07:42 AM IST

Sports

Latest News

ମେଷ: କାର୍ଯ୍ୟ କ୍ଷେତ୍ରରେ ମାନସମ୍ମାନ ହାନୀ ହୋଇପାରେ । ସତର୍କ ରହି କାର୍ଯ୍ୟ କରନ୍ତୁ, ଅଯଥା ବିବାଦରୁ ଦୂରେଇ ରୁହନ୍ତୁ।  ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ ।

ବୃଷ: ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ, କିନ୍ତୁ ଆଘାତ ଲାଗିପାରେ ଏବଂ କଳହ ମଧ୍ୟ ଘଟିପାରେ ।

ମିଥୁନ: କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ କିନ୍ତୁ ସାହାଯ୍ୟ ସହଯୋଗ ପାଇ ପରିସ୍ଥିତି ନିଜ ସପକ୍ଷରେ ରହିବ । ଆୟବ୍ୟୟ ସମାନ ରହିବ । ଛାତ୍ର ଛାତ୍ରୀମାନେ ପାଠପଢାରେ ମନ ଦେବେ ।

 କର୍କଟ: ବିଭିନ୍ନ କ୍ଷେତ୍ରରୁ ଆୟ ସୁଯୋଗ ଆସିବ । କର୍ମକ୍ଷେତ୍ରରେ ବିବାଦ ଉପୁଜିବା ଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ଶାରୀରିକ ଅସୁସ୍ଥତା ମଧ୍ୟ ଦେଖାଦେଇପାରେ  ।

ସିଂହ: ବିଳମ୍ବ ହେଲେ ମଧ୍ୟ  ସମସ୍ତ କାର୍ଯ୍ୟ ସାଧିତ ହେବ। ସମସ୍ୟା ରହିଥିଲେ ମଧ୍ୟ ଆବଶ୍ୟକୀୟ ସୁଯୋଗ ମିଳିବ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି।

କନ୍ୟା:   ପରିସ୍ଥିତିକୁ ଲାଘବ କରିବା ପାଇଁ  କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିବ । ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍ କାମ କରିପାରନ୍ତି। ସତସଙ୍ଗ ଓ ଧର୍ମଚର୍ଚ୍ଚା ଦିଗରେ ମନୋନିବେଶ କରିବେ ।

ତୁଳାସାଙ୍ଗମାନଙ୍କୁ ଅଧିକ ବିଶ୍ୱାସ କଲେ ବ୍ୟବସାୟ କାର୍ଯ୍ୟର ଗତି ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ବିଛା: ଶାରୀରକ ଅସୁସ୍ଥତା ଦେଖାଦେଇପାରେ । ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ପରିବାରରେ ଅଶାନ୍ତି ଦେଖାଦେବ ଯୋଗୁଁ ମନରେ ଅଶାନ୍ତି ଲାଗି ରହିବ ।

ଧନୁ:  ନିଜ ଲୋକମାନଙ୍କ ନିକଟରୁ କ୍ରମଶଃ ଦୂରେଇ ଯାଇପାରନ୍ତି। ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ, କିନ୍ତୁ କୈାଣସି କାମ ଅଟକିବ ନାହିଁ। ଇଚ୍ଛା ନ ଥିଲେ ମଧ୍ୟ ବନ୍ଧୁଙ୍କ ଆମନ୍ତ୍ରଣକୁ ଉପେକ୍ଷା କରିପାରିବେ ନାହିଁ ।

ମକର: ହଠାତ୍ ବନ୍ଧୁଙ୍କ ବ୍ୟବହାରରେ ପରିବତ୍ତର୍ନ ହେତୁ ଦୁଃଶ୍ଚିନ୍ତା ବଢିଯାଇପାରେ। ଆଶାନୁଯାୟୀ ଅର୍ଥ ମିଳିବ  ।  କର୍ମକ୍ଷେତ୍ରରେ ସଫଳତା ମିଳିବ, ଅଜଣା ବ୍ୟକ୍ତି ମିତ୍ରତା ଭାବ ପୋଷଣ କରିପାରନ୍ତି ।

କୁମ୍ଭ: କର୍ମକ୍ଷେତ୍ରରେ କାମ ହାସଲ କରିବେ, କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇପାରନ୍ତି। ଅନ୍ୟମାନଙ୍କ ମନଗଢା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ନିକଟ ସମ୍ପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ ।

ମୀନ:  କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ । ତରବରିଆ ପଦକ୍ଷେପ ନିଅନ୍ତୁ ନାହିଁ। ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ। ଶାରୀରିକ ଓ ମାନସିକ ଶାନ୍ତି ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story