୧୧ ନଭେମ୍ବର, ଶୁକ୍ରବାର: କର୍ମକ୍ଷେତ୍ରରେ ସମ୍ମାନ ପାଇବେ

 ମେଷ:  ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ପାରିବାରିକ ସୁଖ ପାଇବେ, କିନ୍ତୁ ମାନସିକ ଅସ୍ଥିରତା ଦେଖାଦେଇପାରେ । ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିଭିନ୍ନ ସମସ୍ୟାର ସମାଧାନ କରିପାରିବେ  ବୃଷ: କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ଚାକିରିରେ ପଦୋନ୍ନତୀ ହେବାର ସମ୍ଭାବନା ଅଛି, କିନ୍ତୁ ବ୍ୟବସାୟରେ ଆର୍ଥିକ କ୍ଷତିହେବ । ବନ୍ଧୁଙ୍କ ସହଯୋଗ ମିଳିବ ।  ମିଥୁନ : ବ୍ୟବସାୟରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଆନନ୍ଦ ପାଇବେ […]

RASI

  • Published: Friday, 11 November 2022
  • , Updated: 11 November 2022, 07:23 AM IST

 ମେଷ:  ଅଟକି ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ପାରିବାରିକ ସୁଖ ପାଇବେ, କିନ୍ତୁ ମାନସିକ ଅସ୍ଥିରତା ଦେଖାଦେଇପାରେ । ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିଭିନ୍ନ ସମସ୍ୟାର ସମାଧାନ କରିପାରିବେ

 ବୃଷ: କର୍ମକ୍ଷେତ୍ରରେ ସମ୍ମାନ ପାଇବେ । ଚାକିରିରେ ପଦୋନ୍ନତୀ ହେବାର ସମ୍ଭାବନା ଅଛି, କିନ୍ତୁ ବ୍ୟବସାୟରେ ଆର୍ଥିକ କ୍ଷତିହେବ । ବନ୍ଧୁଙ୍କ ସହଯୋଗ ମିଳିବ ।

 ମିଥୁନ : ବ୍ୟବସାୟରେ ସଫଳତା ପାଇବେ । କର୍ମକ୍ଷେତ୍ରରେ ଆନନ୍ଦ ପାଇବେ । ପାରିବାରିକ ଚିନ୍ତା ଦୂର ହେବ । ବିଭିନ୍ନ ଦିଗରୁ ଅର୍ଥ ପ୍ରାପ୍ତି ହେବାର ଯଥେଷ୍ଟ ସମ୍ଭାବନା ରହିଛି।

 କର୍କଟ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେବ । ପାରିବାରିକ ଅଶାନ୍ତି ଦେଖାଦେବ, ମହିଳା ଓ ପିଲାମାନେ ଖୁସିରେ ରହିବେ । ସାମାନ୍ୟ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ।

 ସିଂହ: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ । ବ୍ୟବସାୟରେ ଉନ୍ନତି ହେବ କିନ୍ତୁ ଆର୍ଥିକ ଚିନ୍ତା ଲାଗି ରହିବ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ।ସନ୍ତାନଙ୍କୁ ନେଇ ଚିନ୍ତାଗ୍ରସ୍ତ ରହିବେ।

 କନ୍ୟା : କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ । ପାରିବାର ଏବଂ ବନ୍ଧୁବାନ୍ଧବଙ୍କ ସହ ଆନନ୍ଦରେ ଦିନଟି କଟିବ । ରୋଜଗାର ଭଲ ହେବ ।ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରା କରିପାରନ୍ତି।

ତୁଳା: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ସୁଖାଦ୍ୟ ଭୋଜନ ସହ ଦୂରଯାତ୍ରା କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ନପାଇ ମନ ଦୁଃଖ ରହିବ । ରାସ୍ତା ଘାଟରେ ଅତ୍ୟନ୍ତ ସତର୍କତା ସହ ଯାତାୟାତ କରିବା ଉଚିତ।

ବିଚ୍ଛା: ଆୟ ବ୍ୟୟ ସମାନ ରହିବ । ଅତ୍ୟଧିକ ପରିଶ୍ରମ ଯୋଗୁଁ ଚାପ ଅନୁଭବ କରିବେ। ପୁରୁଣା କଥାକୁ ନେଇ ବନ୍ଧୁଙ୍କ ସହ ବାଦବିବାଦ ଯୋଗୁଁ ଚିନ୍ତାଗ୍ରସ୍ତ ରହିବେ ।

ଧନୁ: ନିଜର ଉପସ୍ଥିତ ବୁଦ୍ଧି ଯୋଗୁଁ ବିଭିନ୍ନ ସମସ୍ୟାର ସମାଧାନ କରି ପ୍ରଶଂସିତ ହେବେ। ବନ୍ଧୁବାନ୍ଧବଙ୍କର ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ମହିଳାମାନେ ଆନନ୍ଦିତ ରହିବେ ।

ମକର: ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ନିଜର ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ ହୋଇଯାଇପାରେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ଦୂରଯାତ୍ରାର ସୁଯୋଗ ଆସିବ ଏବଂ ଯାତ୍ରାରେ ଶୁଭଫଳ ପାଇବେ।

 କୁମ୍ଭ: ବ୍ୟବସାୟରେ ଅର୍ଥଲାଭ ହେବ । ବନ୍ଧୁମାନଙ୍କ ସାହାଯ୍ୟ ସହାନୁଭୁତି ପାଇବେ । ପରିବାରେ ଶାନ୍ତି ପାଇବେ । ଯେକୌଣସିମତେ  ଅର୍ଥ ରୋଜଗାର ହେବ।

 ମୀନ: କର୍ମକ୍ଷେତ୍ରରେ ବାଦ ବିବାଦ ଦେଖାଇପାରେ । ବ୍ୟବସାୟରେ କ୍ଷତି ହୋଇପାରେ । ପରିବାରିକ ସୁଖପ୍ରାପ୍ତି ସହିତ ବନ୍ଧୁମିଳନ ହେବ । ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ।

Related story