୧୧ ଅକ୍ଟୋବର, ସୋମବାର: ଜମି କିଣିବା ପାଇଁ ମନ ବଳାଇବେ

ମେଷ: ସାମାନ୍ୟ ଘଟଣାକୁ ନେଇ କର୍ମକ୍ଷେତ୍ରରେ ଚିନ୍ତିତ ରହିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ମିଳିବ। ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ସଫଳତା ପାଇପାରିବେ। କୌଣସି ଏକ ଖବର ପାଇ ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ। ମିଥୁନ: ବହୁଦିନରୁ ଅପେକ୍ଷା କରିଥିବା ବନ୍ଧୁଙ୍କ ସହିତ ମିଳନ ହେବ। ଯାତାୟତ ସମୟରେ ସାବଧାନ ସହିତ ଯାଆନ୍ତୁ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ। କର୍କଟ: ଆର୍ଥିକ ଅଭାବକୁ ନେଇ ମାନସିକ ଦୁଃଶ୍ଚିନ୍ତା ଦେଖାଯିବ। […]

RASI

RASI

Tapaswini Nayak
  • Published: Monday, 11 October 2021
  • Updated: 11 October 2021, 07:53 AM IST

Sports

Latest News

ମେଷ: ସାମାନ୍ୟ ଘଟଣାକୁ ନେଇ କର୍ମକ୍ଷେତ୍ରରେ ଚିନ୍ତିତ ରହିବେ। ପରିଶ୍ରମ ତୁଳନାରେ ପାରିଶ୍ରମିକ କମ ମିଳିବ।

ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ଓ ସଫଳତା ପାଇପାରିବେ। କୌଣସି ଏକ ଖବର ପାଇ ଦୂରସ୍ଥାନକୁ ଯାତ୍ରା କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ।

ମିଥୁନ: ବହୁଦିନରୁ ଅପେକ୍ଷା କରିଥିବା ବନ୍ଧୁଙ୍କ ସହିତ ମିଳନ ହେବ। ଯାତାୟତ ସମୟରେ ସାବଧାନ ସହିତ ଯାଆନ୍ତୁ। ଧାର ଦେଇଥିବା ପଇସା ଫେରସ୍ତ ପାଇବେ।

କର୍କଟ: ଆର୍ଥିକ ଅଭାବକୁ ନେଇ ମାନସିକ ଦୁଃଶ୍ଚିନ୍ତା ଦେଖାଯିବ। କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ବାଧାବିଘ୍ନ ଲାଗି ରହିବ। ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ।

ସିଂହ: ପାରିବାରିକ ସ୍ଥିତିକୁ ନେଇ ମନ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ସାମାନ୍ୟ ବିଳମ୍ବ ହେଲେ ମଧ୍ୟ ସମସ୍ୟାର ସମାଧାନ ହେବ।

କନ୍ୟା: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ।ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ। ଅଘଟଣ ଘଟିବାର ସମ୍ଭାବନା ରହିଛି। ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ମନ ଭିତରେ ବିଭିନ୍ନ ପ୍ରକାର ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ରହିବେ।

ବିଛା: ସନ୍ତାନ ମାନଙ୍କର ଖୁସି ଖବର ଶୁଣି ବାପା ମା ଖୁସି ହେବେ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ଆର୍ଥିକ ସମସ୍ୟା କିଛି ଦେଖାଯିବ।

ଧନୁ: କର୍ମକ୍ଷେତ୍ରରେ ବନ୍ଧୁ ସାହାଯ୍ୟର ହାତ ବଢାଇବେ। ଯାନବାହାନ ଚଳାଇଲା ବେଳେ ସାବଧାନ ସହିତ ଯାଆନ୍ତୁ। କୌଣସି ଏକ ଖବର ପାଇ ମନସ୍ତାପ କରିବେ।

ମକର: ବହୁଦିନର ପୁରୁଣା ବନ୍ଧୁଙ୍କ ସହିତ ମିଳନ ହେବ। ସୁସ୍ୱାଦୁ ଭୋଜନ କରିବେ। ଜମି କିଣିବା ପାଇଁ ମନ ବଳାଇବେ।

କୁମ୍ଭ: କର୍ମକ୍ଷେତ୍ରରେ ସୁଖ ଅନୁଭବ କରିବେ।  ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ। ବାକି ପଡିଥିବା ଅର୍ଥ ଆଦାୟ ହେବ।

ମୀନ: ବନ୍ଧୁଙ୍କ ସହିତ ମତଭେଦ ଦେଖା ଦେବ। ସେଥିପ୍ରତି ଧ୍ୟାନ ଦେବାକୁ ପଡିବ। କୌଣସି ଏକ ସମସ୍ୟାକୁ ନେଇ ଚିନ୍ତାଗ୍ରସ୍ତ ହେବେ। ଅପରାହ୍ନ ପରେ ସବୁ ଠିକ୍ ଠାକ୍ ହୋଇଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story