୧୧ ସେପ୍ଟେମ୍ବର, ମଙ୍ଗଳବାର: ଏହି ରାଶିର ଲୋକେ ବିବାଦୀୟ ସ୍ଥିତିରେ ପଡ଼ିପାରନ୍ତି

ମେଷ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି। ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ। ପାରିବାରରେ ସୁଖଶାନ୍ତିର ବାତାବରଣ ରହିବ। ମିଥୁନ: ଆଜିର ଦିନଟି ମିଶ୍ର ଫଳ ଦେବ। ଅଟକି ରହିଥିବା କାମ ହୋଇଯିବ। ଆର୍ଥିକ ନେଣଦେଣ କରନ୍ତୁ ନାହିଁ। କର୍କଟ: ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇପାରେ। ଜୀବନସାଥୀଙ୍କ ସହ ବିବାଦୀୟ ସ୍ଥିତି ସୃଷ୍ଟି […]

Rasi-Fala-2

Rasi-Fala-2

Rakesh Mallick
  • Published: Tuesday, 11 September 2018
  • Updated: 11 September 2018, 03:23 AM IST

Sports

Latest News

ମେଷ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ସ୍ୱାସ୍ଥ୍ୟ ଭଲ ରହିବ। ସମ୍ପତ୍ତି ପ୍ରାପ୍ତିର ଯୋଗ ରହିଛି।

ବୃଷ: ବିଦେଶ ଯାତ୍ରାର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ। ପାରିବାରରେ ସୁଖଶାନ୍ତିର ବାତାବରଣ ରହିବ।

ମିଥୁନ: ଆଜିର ଦିନଟି ମିଶ୍ର ଫଳ ଦେବ। ଅଟକି ରହିଥିବା କାମ ହୋଇଯିବ। ଆର୍ଥିକ ନେଣଦେଣ କରନ୍ତୁ ନାହିଁ।

କର୍କଟ: ଦାମ୍ପତ୍ୟ ଜୀବନରେ ଫାଟ ସୃଷ୍ଟି ହୋଇପାରେ। ଜୀବନସାଥୀଙ୍କ ସହ ବିବାଦୀୟ ସ୍ଥିତି ସୃଷ୍ଟି କରନ୍ତୁ ନାହିଁ। ଧନ ପ୍ରାପ୍ତିର ଯୋଗ ରହିଛି। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ସିଂହ: ଆଜି ଆପଣଙ୍କ ଦିନଟି ଭଲରେ କଟିବ। ସନ୍ତାନ ପ୍ରାପ୍ତିର ଯୋଗ ରହିଛି। ଚାକିରିରେ ପଦୋନ୍ନତି ମିଳିପାରେ। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

କନ୍ୟା: ଖାଇବା ପିଇବାର ଯତ୍ନ ନିଅନ୍ତୁ। ଆର୍ଥିକ ଲାଭ ମିଳିବ। ବିବାହ ସ୍ଥିର ହେବାର ଯୋଗ ରହିଛି।

ତୁଳା: ଆର୍ଥିକ କ୍ଷତିରୁ ବଞ୍ଚନ୍ତୁ। ଘରକୁ ବନ୍ଧୁ ଆସିପାରନ୍ତି। କେହି ନିଜ ଲୋକ ଦୂରେଇ ଯାଇପାରନ୍ତି।

ବିଛା: ଧନହାନୀର ଯୋଗ ରହିଛି। ଆର୍ଥିକ କ୍ଷତିରୁ ବଞ୍ଚନ୍ତୁ। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଶନିଦେବଙ୍କ ପୂଜା କରନ୍ତୁ, ସମସ୍ୟା ଟଳିଯିବ।

ଧନୁ: ଅଟକି ରହିଥିବା ଧନ ପ୍ରାପ୍ତିର ଯୋଗ ରହିଛି। ବିବାହ ସ୍ଥିର ହୋଇପାରେ। ଆଖି ସମସ୍ୟାରେ ପଡ଼ିପାରନ୍ତି।
ମକର: କ୍ୟାରିଅରରେ ଉନ୍ନତି ଘଟିବ। ସ୍ୱାସ୍ଥ୍ୟରେ ସୁଧାର ଆସିବ। ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି।

କୁମ୍ଭ: ବଡ଼ ସମସ୍ୟାର ସମାଧାନ ହୋଇପାରେ। ପାରିବାରିକ ଜୀବନ ସୁଖମୟ ହେବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।

ମୀନ: ଗାଡ଼ି କିଣିବାର ଯୋଗ ରହିଛି। ପିଲାମାନଙ୍କ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଉପହାର ମିଳିପାରେ। ମାନ-ସମ୍ମାନ ବଢ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story