୧୨ ଏପ୍ରିଲ, ଶୁକ୍ରବାର: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି

ମେଷ: କାର୍ଯ୍ୟରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ବୃଷ: ଧନପ୍ରାପ୍ତି ଯୋଗ ରହିଛି। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଆନନ୍ଦ-ପ୍ରମୋଦରେ ଆଜିର ଦିନଟି କଟିବ। ସ୍ୱାସ୍ଥ୍ୟ ଭଲ ରହିବ। ମିଥୁନ: ସାଙ୍ଗସାଥୀ ଓ ବନ୍ଧୁ ପରିଜନଙ୍କ ସହ ଆଜିର ଦିନଟି ଖୁସିରେ କଟିବ। ଖର୍ଚ୍ଚ ବଢ଼ିବ। ପରିବାରରେ ଖୁସିରେ ବାତାବରଣ ରହିବ। କର୍କଟ: କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ। ପେଟରେ […]

astro

astro

Rajalaxmi Sahu
  • Published: Friday, 12 April 2019
  • Updated: 12 April 2019, 07:57 AM IST

Sports

Latest News

ମେଷ: କାର୍ଯ୍ୟରେ ସଫଳତା ମିଳିବ। ଚାକିରି କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ସହଯୋଗ ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ।

ବୃଷ: ଧନପ୍ରାପ୍ତି ଯୋଗ ରହିଛି। ସମାଜରେ ସମ୍ମାନ ଓ ପ୍ରତିଷ୍ଠା ମିଳିବ। ଆନନ୍ଦ-ପ୍ରମୋଦରେ ଆଜିର ଦିନଟି କଟିବ। ସ୍ୱାସ୍ଥ୍ୟ ଭଲ ରହିବ।

ମିଥୁନ: ସାଙ୍ଗସାଥୀ ଓ ବନ୍ଧୁ ପରିଜନଙ୍କ ସହ ଆଜିର ଦିନଟି ଖୁସିରେ କଟିବ। ଖର୍ଚ୍ଚ ବଢ଼ିବ। ପରିବାରରେ ଖୁସିରେ ବାତାବରଣ ରହିବ।

କର୍କଟ: କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ। ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରରେ ରୁହନ୍ତୁ। ପେଟରେ ଯନ୍ତ୍ରଣା ଅନୁଭବ କରିପାରନ୍ତି।

ସିଂହ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ଖବର ମିଳିପାରେ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ।

କନ୍ୟା: ଆଜିର ଦିନଟି ବ୍ୟସ୍ତତା ଭିତରେ କଟିବ। ବ୍ୟବସାୟରେ ଆଶାମୁତାବକ ଲାଭ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ।

ତୁଳା: ଦୃଢ଼ ଆତ୍ମବିଶ୍ୱାସ ଯୋଗୁ ସବୁ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କଳା ଓ ଲେଖନୀରେ ରୁଚି ବଢ଼ିବ। ଆୟ ବଢ଼ିବ।

ବିଛା: ଆମୋଦ-ପ୍ରମୋଦରେ ଅଧିକ ଅର୍ଥ ବ୍ୟୟ ହେବ। ବିଦେଶରୁ ଖୁସି ଖବର ମିଳିବ। ନକାରାତ୍ମକ ଚିନ୍ତାଠାରୁ ଦୂରରେ ରୁହନ୍ତୁ।

ଧନୁ: କୌଣସି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ମକର: ମନ ପ୍ରସନ୍ନ ରହିବ। ଗାଡ଼ି ଚଳାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବ୍ୟବସାୟ କ୍ଷେତ୍ରରେ ସମ୍ମାନ-ପ୍ରତିଷ୍ଠା ମିଳିବ।

କୁମ୍ଭ: ଅସୁସ୍ଥ ଅନୁଭବ କରିବେ। କୌଣସି କାର୍ଯ୍ୟରେ ମନ ଲାଗିବ ନାହିଁ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ।

ମୀନ: ମା’ ଲକ୍ଷ୍ମୀଙ୍କ କୃପା ଦୃଷ୍ଟି ରହିବ। ଧନଲାଭ ଯୋଗ ରହିଛି। କୌଣସି କାର୍ଯ୍ୟକୁ ନେଇ ଆଜି ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story