Advertisment

୧୨ ଜାନୁଆରୀ, ଗୁରୁବାର; ନୂତନ ଆୟ ପନ୍ଥା ମିଳିପାରେ

ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ। ନୂତନ ଆୟ ପନ୍ଥା ମଧ୍ୟ ମିଳିପାରେ। ପାରିବାରରେ ଶାନ୍ତି ମିଳିବ ।  ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ ।  ବୃଷ : ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ବିବାଦ ମଧ୍ୟ ଦେଖାଦେଇପାରେ। ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ ।  ବିଳମ୍ବ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହେବ ।  ମିଥୁନ: ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ, ନୂତନ କାର୍ଯ୍ୟ […]

୪ ଜାନୁଆରୀ, ବୁଧବାର; ବନ୍ଧୁଙ୍କ ସହ ବାକ୍ ବିତଣ୍ଡା ହୋଇପାରେ

Rashi

Advertisment

 ମେଷ: ବ୍ୟବସାୟ ବାଣିଜ୍ୟରେ ଆୟ ଭଲ ହେବ। ନୂତନ ଆୟ ପନ୍ଥା ମଧ୍ୟ ମିଳିପାରେ। ପାରିବାରରେ ଶାନ୍ତି ମିଳିବ ।  ଶିଳ୍ପ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ ।

Advertisment

 ବୃଷ :ବ୍ୟବସାୟ ବାଣିଜ୍ୟରେ କ୍ଷତି ହୋଇପାରେ। ବନ୍ଧୁବାନ୍ଧବଙ୍କ ସହ ବିବାଦ ମଧ୍ୟ ଦେଖାଦେଇପାରେ। ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ ।  ବିଳମ୍ବ ହେଲେ ମଧ୍ୟ ସମସ୍ତ କାର୍ଯ୍ୟ ସାଧିତ ହେବ ।

 ମିଥୁନ:ଚାକିରି କ୍ଷେତ୍ରରେ ସମ୍ମାନିତ ହେବେ, ନୂତନ କାର୍ଯ୍ୟ ଭାର ହାତକୁ ନେବେ। କିନ୍ତୁ ବ୍ୟବସାୟରେ କ୍ଷତି ହୋଇପାରେ, ଏଣୁ ସତର୍କ ରହି ବ୍ୟବସାୟ କରନ୍ତୁ । ମହିଳାମାନେ ହସ ଖୁସିରେ ଦିନଟିକୁ ଅତିବାହିତ କରିବେ ।

Advertisment

 କର୍କଟ :ବ୍ୟବସାୟ ବାଣିଜ୍ୟରେ ଆୟ ବ୍ୟୟ ସମାନ ରହିବ। ଭୂମି, ଭବନ କ୍ରୟ କରିବାକୁ ମନ କରିବେ। ପରିବାରିକ ସମସ୍ୟାକୁ ଚିନ୍ତିତ ରହିବେ। ପରିବାରରେ ଅଯଥା କଥାକୁ ନେଇ କଳହ ଦେଖାଯିବ ।

ସିଂହ  : ବ୍ୟବସାୟରେ ଶୁଭଫଳ ମିଳିବ ଓ କର୍ମ କ୍ଷେତ୍ରରେ ମାନସମ୍ମାନ ମିଳିବ । ପାରିବାରିକ ଜୀବନରେ ଉତ୍ତମ ବୁଝାମଣା ରହିବ ଏବଂ ସନ୍ତାନମାନଙ୍କ ପାଇଁ ଖୁସି ଖବର ପ୍ରାପ୍ତି ହେବ । ବାକି ପଡିଥିବା ଅର୍ଥ ହାତକୁ ଆସିବାରୁ ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ।

କନ୍ୟା: ବ୍ୟବସାୟରେ ଲାଭ ପାଇବାରୁ ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ। ଛୋଟ କଥାକୁ ନେଇ ପଡୋଶୀଙ୍କ ସହିତ କଳହ ସୃଷ୍ଟି ହେବ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମଭାବ ସୃଷ୍ଟି ହେବ।  ସୁସ୍ବାଦୁ ଭୋଜନ କରିବେ।

ତୁଳା: ଯାହା ପାଇବା ସକାଶେ ଆଶା ରଖିଛନ୍ତି ଅବଶ୍ୟ ପାଇବେ, ମହିଳାମାନେ ଆନନ୍ଦ ଉଲ୍ଲାସରେ ଦିନଟିକୁ କାଟିବେ। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟ ପୁନର୍ବାର ଆରମ୍ଭ କରିବାକୁ ଅଗ୍ରସର ହୋଇ ସେଥିରେ ସଫଳ ହେବେ। କୌଣସି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ ।

ବିଛା:  ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ, ଯେକୌଣସିମତେ ଅର୍ଥ ରୋଜଗାର ହେବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ଶୁଭପ୍ରଦ ହେବ। କ୍ରୀଡାକ୍ଷେତ୍ରରେ କୃତିତ୍ୱ ଅର୍ଜନ କରିବେ, ମହିଳାମାନେ ଗୃହ କର୍ମରେ ପ୍ରଶଂସନୀୟା ହେବେ ।

ଧନୁ:  ଦୂରଯାତ୍ରା କରିବାର ସୁଯୋଗ ପାଇପାରିବେ । ବ୍ୟବସାୟ ଓ ବାଣିଜ୍ୟ ପାଇଁ ଦିନଟି ଅନୁକୂଳ ରହିବ। ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁଙ୍କ ଅବଦାନକୁ ଅସ୍ୱୀକାର କରିହେବନି। ସଭାସମିତି ଓ ନୂତନ କାର୍ଯ୍ୟାରମ୍ଭ ସକାଶେ ଦିନଟି ଭଲ ରହିବ।

ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ, ପୁରାତନ ରୋଗର ଉପସମ ହେବ । କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିପାରନ୍ତି । ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ।

କୁମ୍ଭ:କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ, ମାନସିକ ଚିନ୍ତା ଦୂର ହେବ। ଶରୀରରେ ଆଘାତ ଲାଗିପାରେ, ଏଣୁ ସତର୍କ ରହିବେ। ଦହି ସେବନ କରି କାର୍ଯ୍ୟ ସ୍ଥଳକୁ ଯାଆନ୍ତୁ ।

 ମୀନ: କର୍ମକ୍ଷେତ୍ରରେ ଅତ୍ୟନ୍ତ ଶୁଭଫଳ ପାଇବେ। ମାନସିକ ଚିନ୍ତାରୁ ମୁକ୍ତ ହେବେ। ବନ୍ଧବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ। ବିଦ୍ୟାର୍ଥୀମାନେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe