ଜୁଲାଇ ୧୨,ମଙ୍ଗଳବାର: ଦାମ୍ପତ୍ୟ ଜୀବନ ସୁଖମୟ ହେବ

ମେଷ: ବ୍ୟବସାୟରେ ବ୍ୟୟ ବୃଦ୍ଧି ଦେଖାଦେବାରୁ ମନରେ ଅଶାନ୍ତି ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ।  ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ସୁଧାର ଆସିବାରୁ ମନ ଖୁସି ରହିବ। ବୃଷ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ସ୍ୱାମୀସ୍ତ୍ରୀ ମଧ୍ୟରେ କଳହ ଯୋଗ ରହିଛି। ପରିବାରରେ କିଛି ସମସ୍ୟା ଦେଖାଯିବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ। ମିଥୁନ: ମନ ପ୍ରଫୁଲିତ ରହିବ। କର୍ମକ୍ଷେତ୍ରରେ ସ୍ଥିରତା ଦେଖାଯିବ। ବ୍ୟବସାୟୀମାନଙ୍କୁ […]

RASI

RASI

Tapaswini Nayak
  • Published: Tuesday, 12 July 2022
  • Updated: 12 July 2022, 07:57 AM IST

Sports

Latest News

ମେଷ: ବ୍ୟବସାୟରେ ବ୍ୟୟ ବୃଦ୍ଧି ଦେଖାଦେବାରୁ ମନରେ ଅଶାନ୍ତି ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ।  ସ୍ୱାସ୍ଥ୍ୟରେ ପୂର୍ବ ଅପେକ୍ଷା ସୁଧାର ଆସିବାରୁ ମନ ଖୁସି ରହିବ।

ବୃଷ: ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଦେବ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ସ୍ୱାମୀସ୍ତ୍ରୀ ମଧ୍ୟରେ କଳହ ଯୋଗ ରହିଛି। ପରିବାରରେ କିଛି ସମସ୍ୟା ଦେଖାଯିବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ।

ମିଥୁନ: ମନ ପ୍ରଫୁଲିତ ରହିବ। କର୍ମକ୍ଷେତ୍ରରେ ସ୍ଥିରତା ଦେଖାଯିବ। ବ୍ୟବସାୟୀମାନଙ୍କୁ ଧନପ୍ରାପ୍ତି ହେବ। ଘରକୁ ବନ୍ଧୁଙ୍କ ଆଗମନ ହେବ।

କର୍କଟ: ଦୂରସ୍ଥାନକୁ ଯାତ୍ରା କରିବା ହେତୁ ପ୍ରତ୍ୟେକ କାର୍ଯ୍ୟ ସଫଳତା ଅର୍ଜନ କରିବେ। ସନ୍ତାନମାନଙ୍କର ସଫଳତା ଦେଖି ବାପାମା ଖୁସି ଅନୁଭବ କରିବେ। ବହୁଦିନରୁ ଅଟକି ରହିଥିବା କାର୍ଯ୍ୟକୁ ପୁରଣ କରିବାରୁ ପ୍ରଶଂସିତ ହେବେ।

ସିଂହ: ପରିବାରରେ ତିକ୍ତତା ଦେଖାଦେବ।  ଆର୍ଥିକ ସମସ୍ୟା ଲାଗିରହିବ। ଦୂରସ୍ଥାନକୁ ଯାତ୍ରା କଲାବେଳେ ସାଧାନର ସହ ଯାଆନ୍ତୁ, ନଚେତ୍ ଦୁର୍ଘଟଣା ହେବାର ସମ୍ଭାବନା ରହିଛି।

କନ୍ୟା: ଭବିଷ୍ୟତ ଲାଗି ନୂତନ ଯୋଜନା ପ୍ରସ୍ତୁତ କରିବା ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ। ଚାକିରି କରୁଥିବା ବ୍ୟକ୍ତିଙ୍କର ପଦମର୍ଯ୍ୟାଦା ବୃଦ୍ଧି ହେବ। ଶତ୍ରୁ ମିତ୍ରତାର ହାତ ବଢାଇବେ।

ତୁଳା: ଅର୍ଥଲାଭ ହେବ। ସମସ୍ୟାର ସମାଧାନ ହେବ। ଖଳ ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ କର୍ମକ୍ଷେତ୍ରରେ କିଛି ଗୋଳମାଳିଆ ସ୍ଥିତି ସୃଷ୍ଟି କରିପାରନ୍ତି।

ବିଛା: କୌଣସି ସମ୍ପର୍କୀୟଙ୍କ କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ କରିପାରନ୍ତି। ପରିବାରରେ ଅଶାନ୍ତି ଦେଖାଯାଇପାରେ। କିଛି କହିବା ଅପେକ୍ଷା ନୀରବ ରହିଲେ ଭଲ ହେବ।

ଧନୁ: ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ମୁକାବିଲା କରିବାରେ ସଫଳ ହେବେ।

ମକର: ପରିବାର ଲୋକଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ। ଖର୍ଚ୍ଚ ବୃଦ୍ଧି ପାଇବାରୁ ସାମାନ୍ୟ ଚିନ୍ତିତ ରହିପାରନ୍ତି। ଅଗ୍ନି, ଜଳ ଓ ବିଦୁତ୍ ପ୍ରତି ସାବଧାନ ରହିବା ଭଲ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ହେବ। ବ୍ୟବସାୟରେ ଭଲ ଲାଭ ମିଳିବ। ସ୍ୱାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ।

ମୀନ: ବନ୍ଧୁଙ୍କ ସାହାଯ୍ୟ ନେଇ ଅଟକି ରହିଥିବା କାମକୁ ଶେଷ କରିବେ। ସ୍ୱାସ୍ଥ୍ୟରେ ଉନ୍ନତି ଦେଖାଦେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ, କିନ୍ତୁ କୌଣସି କ୍ଷେତ୍ରରୁ ବାଧା ଦେଇପାରିବେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story