୧୩ ଏପ୍ରିଲ, ଶନିବାର: ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ

ମେଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ। ବୃଷ: ଧନ ପ୍ରାପ୍ତି ଯୋଗ ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କଳା ଓ ଅଧ୍ୟୟନ କ୍ଷେତ୍ରରେ ରୁଚି ବଢ଼ିବ। ପରିଶ୍ରମର ଫଳ ମିଳିବ। ମିଥୁନ: କୌଣସି ନୂଆ ଯୋଜନା ବା କାର୍ଯ୍ୟ ଆରମ୍ଭ କରିପାରନ୍ତି। ଅନ୍ୟକୁ ସାହାଯ୍ୟ କରିବେ। ବାହାରେ ଭୋଜନ କରନ୍ତୁ ନାହିଁ। କର୍କଟ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ […]

rasifala-3

Rajalaxmi Sahu
  • Published: Saturday, 13 April 2019
  • , Updated: 13 April 2019, 08:36 AM IST

ମେଷ: ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଥାବାର୍ତ୍ତା ଓ ବ୍ୟବହାରରେ ସଂଯମତା ରଖନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। କୌଣସି ରୋଗରେ ପୀଡ଼ିତ ଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ।

ବୃଷ: ଧନ ପ୍ରାପ୍ତି ଯୋଗ ରହିଛି। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। କଳା ଓ ଅଧ୍ୟୟନ କ୍ଷେତ୍ରରେ ରୁଚି ବଢ଼ିବ। ପରିଶ୍ରମର ଫଳ ମିଳିବ।

ମିଥୁନ: କୌଣସି ନୂଆ ଯୋଜନା ବା କାର୍ଯ୍ୟ ଆରମ୍ଭ କରିପାରନ୍ତି। ଅନ୍ୟକୁ ସାହାଯ୍ୟ କରିବେ। ବାହାରେ ଭୋଜନ କରନ୍ତୁ ନାହିଁ।

କର୍କଟ: କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି। ଶୁଭ ଖବର ମିଳିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ।

ସିଂହ: କୌଣସି କାର୍ଯ୍ୟ କରିବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି କରନ୍ତୁ। ଆୟ ବଢ଼ିବ। ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ।

କନ୍ୟା: ବ୍ୟବସାୟରେ ଅଶାମୁତାବକ ଲାଭ ମିଳିବ। ଉପହାର ମିଳିବ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ନୂତନ ବସ୍ତ୍ର କିଣିପାରନ୍ତି। ମନୋବଳ ବଢ଼ିବ।

ତୁଳା: କାର୍ଯ୍ୟକ୍ଷେତ୍ରରେ ସଫଳତା ମିଳିବ। ସହକର୍ମୀଙ୍କ ସହଯୋଗ ମିଳିବ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ରଖନ୍ତୁ।

ବିଛା: ଦିନଟି ଭଲରେ କଟିବ। ଅବିବାହିତଙ୍କ ପାଇଁ ବିବାହ ଯୋଗ ରହିଛି। ପୁରୁଣା ବନ୍ଧୁଙ୍କ ସହ ଦେଖା ହୋଇପାରେ।

ଧନୁ: ଗାଡ଼ି ଚଲାଇଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟ ଭଲ ରହିବ। ପରିବାରରେ ଭଲ ବାତାବରଣ ରହିବ।

ମକର: ଜୀବନସାଥୀଙ୍କ ସହଯୋଗ ମିଳିବ। ପିଲାଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ଅସୁସ୍ଥ ଅନୁଭବ କରିବେ।

କୁମ୍ଭ: ନକାରାତ୍ମକ ଚିନ୍ତାଠାରୁ ଦୂରେଇ ରୁହନ୍ତୁ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆର୍ଥିକ ସଙ୍କଟ ଦେଖା ଦେଇପାରେ। ଘରକୁ ଅତିଥି ଆସିପାରନ୍ତି।

ମୀନ: ସମାଜରେ ସମ୍ମାନ-ପ୍ରତିଷ୍ଠା ମିଳିବ। ଆତ୍ମବିଶ୍ୱାସ ବଢ଼ିବ। ଜୀବନସାଥୀଙ୍କ ସହଯୋଗ ମିଳିବ। ଖାଦ୍ୟପେୟ ପ୍ରତି ଧ୍ୟାନ ଦିଅନ୍ତୁ।

Related story