୧୩ ଏପ୍ରିଲ, ବୁଧବାର: କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି

ମେଷ: କର୍ମକ୍ଷେତ୍ରରେ ଅତ୍ୟଧିକ ଚାପଗ୍ରସ୍ତ ରହି କାମ କରିବା ଦ୍ୱାରା ମାନସିକ ଅଶାନ୍ତି ପାଇବେ। ପ୍ରିୟଜନଙ୍କ ସହ ଦେଖାସାକ୍ଷାତ ହୋଇପାରେ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ। ବୃଷ:  ଉଚ୍ଚ ପଦାଧିକାରୀଙ୍କ ସହ ମନାନ୍ତର ମତାନ୍ତର ହୋଇ ମାନସିକ ଅଶାନ୍ତି ଭୋଗ କରିବେ। ପରିବାରରେ ସମସ୍ତେ ସହଯୋଗ କରିବେ । ଦୂରଯାତ୍ରା କରିପାରନ୍ତି । ମିଥୁନ:  ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଚାକିରୀ କ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ। ପରିବାରରେ ସାମାନ୍ୟ […]

RASI

RASI

Niharika Rout
  • Published: Wednesday, 13 April 2022
  • Updated: 13 April 2022, 07:36 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ଅତ୍ୟଧିକ ଚାପଗ୍ରସ୍ତ ରହି କାମ କରିବା ଦ୍ୱାରା ମାନସିକ ଅଶାନ୍ତି ପାଇବେ। ପ୍ରିୟଜନଙ୍କ ସହ ଦେଖାସାକ୍ଷାତ ହୋଇପାରେ । ସନ୍ତାନ ପକ୍ଷକୁ ନେଇ ଚିନ୍ତିତ ରହିବେ।

ବୃଷ:  ଉଚ୍ଚ ପଦାଧିକାରୀଙ୍କ ସହ ମନାନ୍ତର ମତାନ୍ତର ହୋଇ ମାନସିକ ଅଶାନ୍ତି ଭୋଗ କରିବେ। ପରିବାରରେ ସମସ୍ତେ ସହଯୋଗ କରିବେ । ଦୂରଯାତ୍ରା କରିପାରନ୍ତି ।

ମିଥୁନ:  ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଚାକିରୀ କ୍ଷେତ୍ରରେ ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ।

କର୍କଟ: ଆମଦାନୀ ରପ୍ତାନୀ  ବ୍ୟବସାୟ କରୁଥିବା ବ୍ୟବସାୟୀମାନଙ୍କ ପାଇଁ ଶୁଭଫଳ ଏବଂ ବିପୁଳ ଅର୍ଥଲାଭର ସୁଯୋଗ ରହିଛି। ପରିବାରରେ ବିବାଦ ଉପୁଜିବା ଯୋଗୁଁ ମନ ଅଶାନ୍ତ ରହିବ। ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ସିଂହ:  ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଲାନ୍ତି ଅନୁଭବ କରିବେ। ପରିବାରରେ ଶାନ୍ତି ପାଇବେ ।

କନ୍ୟା: ବ୍ୟବସାୟ ବାଣିଜ୍ୟ କରୁଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ  । କିନ୍ତୁ ମାନସିକ ଅସ୍ଥିରତା ଲାଗିରହିବ । ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ ହୋଇଯାଇପାରେ ।  ପରିବାରରେ  କଳହ ସୃଷ୍ଟି ହୋଇପାରେ।

ତୁଳା: ଅତ୍ୟଧିକ କାର୍ଯ୍ୟଭାର ଚାପରେ ବ୍ୟତିବ୍ୟସ୍ତ ହୋଇପଡ଼ିବେ। ସହଯୋଗୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଠିକ୍‌ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ ।

ବିଛା:  ନିଜର ଭୁଲ କାର୍ଯ୍ୟକୁ ନେଇ କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି।  ପରିବାରରେ ମତଭେଦ ହେବା ଦ୍ୱାରା ମାନସିକ ଅଶାନ୍ତି ପାଇବେ । ବନ୍ଧୁଙ୍କ ସାହାଯ୍ୟ ପାଇ ପରିସ୍ଥିତିକୁ ମୁକାବିଲା କରିପାରିବେ।

 ଧନୁ:  ଅତ୍ୟଧିକ ପରିଶ୍ରମ ସତ୍ତ୍ୱେ ସମସ୍ତ ଚେଷ୍ଟା ବୃଥା ଯିବ । ନୂତନ ବ୍ୟବସାୟ ଆରମ୍ଭ ପାଇଁ ଯୋଜନା କରିବେ । ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇବେ।

 ମକର:  କର୍ମକ୍ଷେତ୍ରରେ ସହଯୋଗୀଙ୍କଠାରୁ ଅସହଯୋଗ ପାଇବେ । ନିଜର ମନ ପସନ୍ଦର ଦ୍ରବ୍ୟ ନଷ୍ଟ କିମ୍ବା ଚୋରୀ ହୋଇଯାଇପାରେ । ଆଘାତ ଲାଗିପାରେ, ଦେଖି ଚାହିଁ ଯାତାୟତ କରନ୍ତୁ।

କୁମ୍ଭ: କର୍ମକ୍ଷେତ୍ରରେ ଶୁଭଫଳ ପାଇବେ।  ବ୍ୟବସାୟରେ ଲାଭବାନ ହେବେ । ସୁଖାଦ୍ୟ ଭୋଜନ ସହ ବନ୍ଧୁମିଳନ ହୋଇପାରେ ।

ମୀନ:  ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ । ଉଚ୍ଚପଦାଧୀକାରୀଙ୍କ ଦ୍ୱାରା ସମ୍ମାନିତ ହୋଇପାରନ୍ତି। ପାରିବାରିକ ଶାନ୍ତି ପାଇବେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story