୧୩ ଫେବ୍ରୁଆରୀ, ରବିବାର: କମ୍ପ୍ୟୁଟର ବିଭାଗରେ କାର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ

ମେଷ: କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ କରିବେ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ। ଯାତାୟାତ ସମୟରେ ସାବଧାନ ସହିତ ଯାଆନ୍ତୁ । ବ୍ୟବସାୟରେ ଲାଭ ପାଇବେ। ବୃଷ: ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ପରୋକ୍ଷରେ ନିଜର ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ସେଥିରେ ସଫଳତା ପାଇବେ। ମିଥୁନ: ପାରିବାରିକ ଜୀବନ ସୁଖମୟ ରହିବ। ଆର୍ଥିକ ସମସ୍ୟା ଯାହା […]

RASI

Tapaswini Nayak
  • Published: Sunday, 13 February 2022
  • , Updated: 13 February 2022, 07:50 AM IST

ମେଷ: କୌଣସି ଏକ ସମସ୍ୟାକୁ ନେଇ ମନସ୍ତାପରେ କରିବେ। ଘର ପାଇଁ ନୂତନ ବସ୍ତୁ କ୍ରୟ କରିବେ। ଯାତାୟାତ ସମୟରେ ସାବଧାନ ସହିତ ଯାଆନ୍ତୁ । ବ୍ୟବସାୟରେ ଲାଭ ପାଇବେ।

ବୃଷ: ବ୍ୟବସାୟ କ୍ଷେତ୍ରରେ ଆୟ ବୃଦ୍ଧି ହେବ। ମହିଳାମାନେ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। ପରୋକ୍ଷରେ ନିଜର ଲୋକମାନେ ଅସୁବିଧାରେ ପକାଇ ପାରନ୍ତି। ଯେଉଁ କାର୍ଯ୍ୟ କରିବା ପାଇଁ ଚାହୁଁଛନ୍ତି, ସେଥିରେ ସଫଳତା ପାଇବେ।

ମିଥୁନ: ପାରିବାରିକ ଜୀବନ ସୁଖମୟ ରହିବ। ଆର୍ଥିକ ସମସ୍ୟା ଯାହା ଥିଲା, ତାହା ସମାଧାନ ହୋଇଯିବ। ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ। କର୍ମକ୍ଷେତ୍ରରେ ମାନ-ସମ୍ମାନ ବୃଦ୍ଧି ପାଇବ।

କର୍କଟ: ଶତ୍ରୁମାନେ ପରାଜିତ ହେବେ। ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ଅପରାହ୍ଣ ପରେ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେଇପାରେ।

ସିଂହ: ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇବେ। କର୍ମକ୍ଷେତ୍ରରେ ବାଧାବିଘ୍ନର ସମ୍ମୁଖୀନ ହେବେ। ଯାନାବାହନ ଚଲାଇବା ବେଳେ ସାବଧାନ ରୁହନ୍ତୁ।

କନ୍ୟା: କର୍ମକ୍ଷେତ୍ରରେ ମାନ-ସମ୍ମାନ ପାଇବେ। ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ଆଦାୟ ହେବ।

ତୁଳା: ସନ୍ତାନମାନଙ୍କର ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ପାରିବାରିକ କଳହ ଦେଖାଯିବ। ବ୍ୟବସାୟ କରୁଥିବା ବ୍ୟକ୍ତି ଲାଭ ପାଇବେ। ଗଣମାଧ୍ୟମରେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବ

ବିଛା: ଥଣ୍ଡାଜନିତ ସମସ୍ୟା ଦେଖାଦେବ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ। ସାମାଜିକ କାର୍ଯ୍ୟ ପାଇଁ ମାନ ସମ୍ମାନ ମିଳିବ। ସୁସମ୍ବାଦ ପ୍ରାପ୍ତି ହେବ।

ଧନୁ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଜମିବାଡ଼ି କିମ୍ବା ଯାନବାହାନ କ୍ରୟ କରିବା ପାଇଁ ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ।

ମକର: ଶତ୍ରୁମାନେ ମିତ୍ରତାର ହାତ ବଢାଇବେ, ଯାହା ଫଳରେ ମନ ଖୁସି ରହିବ। କମ୍ପ୍ୟୁଟର ବିଭାଗରେ କା଼ର୍ଯ୍ୟରତ ଥିବା ବ୍ୟକ୍ତିମାନେ ଶୁଭଫଳ ପାଇବେ। ବାକି ପଡିଥିବା ଅର୍ଥ ଆଦାୟ ହେବ।

କୁମ୍ଭ: ପରିବାରରେ ସାମାନ୍ୟ ଅସନ୍ତୋଷ ଦେଖାଦେବ। ବାଣିଜ୍ୟ ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ। ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ।

ମୀନ: ମନ ମୁତାବକ କାର୍ଯ୍ୟ କରିବାର ସୁଯୋଗ ପାଇବେ। ପ୍ରତ୍ୟେକ କାର୍ଯ୍ୟରେ ଶୁଭଫଳ ପାଇବେ। ମା ବାପାଙ୍କୁ ପ୍ରଣାମ କରନ୍ତୁ।

 

 

 

 

 

 

 

 

 

 

 

Related story