୧୩ ଜାନୁଆରୀ, ଶୁକ୍ରବାର; ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି

ମେଷ: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଉପୁଜିପାରେ। ଆର୍ଥିକ କ୍ଷତିଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ସନ୍ତାନ ପକ୍ଷକୁ ନେଇ ପରିବାର ଚିନ୍ତିତ ରହିବେ। ବୃଷ:  ବିଭିନ୍ନ ସମସ୍ୟା ଘେରରେ ରହି ମାନସିକ ଅଶାନ୍ତି ଭୋଗ କରିବେ। ଦୈନିକ ରୋଜଗାର ବାଧାପ୍ରାପ୍ତ ହେବ। ପରିବାରରେ ଅଶାନ୍ତି ଦେଖାଦେବ । ମିଥୁନ:  କାର୍ଯ୍ୟରେ ବାଧା ଉପୁଜିପାରେ। ବ୍ୟବସାୟ ସାମାନ୍ୟ ବାଧା ପ୍ରାପ୍ତ ହୋଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ । ମନରେ ଦ୍ୱନ୍ଦ୍ୱ ରହିବ। ଶତୃମାନଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ […]

Rashi

Rashi

Niharika Rout
  • Published: Friday, 13 January 2023
  • Updated: 13 January 2023, 07:40 AM IST

Sports

Latest News

ମେଷ: ବ୍ୟବସାୟ ବାଣିଜ୍ୟରେ ବାଧାବିଘ୍ନ ଉପୁଜିପାରେ। ଆର୍ଥିକ କ୍ଷତିଯୋଗୁଁ ମାନସିକ ଅଶାନ୍ତି ଦେଖାଦେବ। ସନ୍ତାନ ପକ୍ଷକୁ ନେଇ ପରିବାର ଚିନ୍ତିତ ରହିବେ।

ବୃଷ:  ବିଭିନ୍ନ ସମସ୍ୟା ଘେରରେ ରହି ମାନସିକ ଅଶାନ୍ତି ଭୋଗ କରିବେ। ଦୈନିକ ରୋଜଗାର ବାଧାପ୍ରାପ୍ତ ହେବ। ପରିବାରରେ ଅଶାନ୍ତି ଦେଖାଦେବ ।

ମିଥୁନ:  କାର୍ଯ୍ୟରେ ବାଧା ଉପୁଜିପାରେ। ବ୍ୟବସାୟ ସାମାନ୍ୟ ବାଧା ପ୍ରାପ୍ତ ହୋଇପାରେ। ଧାର୍ମିକ କାର୍ଯ୍ୟ ପ୍ରତି ମନ ବଳାଇବେ । ମନରେ ଦ୍ୱନ୍ଦ୍ୱ ରହିବ। ଶତୃମାନଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବେ।

କର୍କଟ:  ଆପଣଙ୍କ ପ୍ରତିଦ୍ୱନ୍ଦ୍ୱୀ ପରାଜୟ ହେବେ। କର୍ମକ୍ଷେତ୍ରରେ ମାନ ସମ୍ମାନ ମିଳିବ। ପ୍ରେମରେ ସଫଳତା ମିଳିବ। ଗତକାଲିଠାରୁ ଯେଉଁ ବିଷୟ ସକାଶେ ଚିନ୍ତିତ ରହିଛନ୍ତି ସେଥିରେ ଶୁଭ ଫଳ ମିଳିବ।

ସିଂହ:  ମନରେ ଦ୍ୱନ୍ଦ୍ୱ ରହିବ । ଶତୃମାନେ ପରାଜିତ ହେବେ । କୈାଣସି ସମସ୍ୟାର ସମାଧାନ ଲାଗି ଦିନଟି ଉତ୍ତମ ରହିବ। ବନ୍ଧୁମାନେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ।

କନ୍ୟା: ଆପଣଙ୍କ ମନ ଅଶାନ୍ତ ରହିବା ସହ ବୃଥା ଭାବନା ଦେଖା ଦେବ । ପ୍ରିୟବନ୍ଧୁଙ୍କ ସହିତ ସମ୍ବନ୍ଧ ଆହୁରି ମଧୁର ହେବ। ଛାତ୍ରଛାତ୍ରୀଙ୍କ ଲାଗି ଦିନଟି ଅନୁକୂଳ ରହିବ । ସହକର୍ମୀଙ୍କ ସାହାଯ୍ୟ ସହଯୋଗ ଯୋଗୁ କାମଗୁଡିକ ଯଥା ସମୟରେ ସମ୍ପନ୍ନ କରିବାରେ ସଫଳ ହେବେ।

ତୁଳା: ସାଙ୍ଗମାନଙ୍କୁ ଅଧିକ ବିଶ୍ୱାସ କଲେ ବ୍ୟବସାୟ କାର୍ଯ୍ୟର ଗତି ବୃଦ୍ଧି ପାଇବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ।

ବିଚ୍ଛା: ସାଧାରଣ ଲୋକମାନେ ଆପଣଙ୍କ ବ୍ୟକ୍ତିତ୍ୱ ଆଗରେ ନତମସ୍ତକ ହେବେ । ଦାମୀ ଯାନ ଏବଂ ବିଳାସପୂର୍ଣ୍ଣ ସାମଗ୍ରୀ କ୍ରୟ କରିବା ପାଇଁ ମନ ବଳେଇପାରନ୍ତି । ଦାମ୍ପତ୍ୟ ସଂପର୍କରେ ପରସ୍ପର ପ୍ରତି ସମର୍ପିତ ହେବେ।

ଧନୁ: ସମ୍ପତ୍ତି ପ୍ରସଙ୍ଗରେ ସଫଳତା ମିଳିବା ସହ କ୍ୟାରିଅରରେ ବିଶେଷ ସଫଳତା ପାଇବେ । ସକାରାତ୍ମକ ଚିନ୍ତା ମନକୁ ଆସିବା ଫଳରେ ଘରେ ସୁଖ ଶାନ୍ତିର ପରିବେଶ ରହିବ । ଅନ୍ୟ ପ୍ରଭାବରେ ପ୍ରଭାବିତ ହୋଇ କୌଣସି ନିଷ୍ପତ୍ତି ନେବାଠାରୁ ଦୂରେଇ ରୁହନ୍ତୁ ।

ମକର : କାର୍ଯ୍ୟକ୍ଷେତ୍ରରେ ପ୍ରଶଂସା ପାଇବେ। ବକେୟା ଅର୍ଥ ପ୍ରାପ୍ତି ହେବ ଏବଂ ବନ୍ଧୁବାନ୍ଧବଙ୍କ ସହ ଦୂର ଯାତ୍ରା କରିପାରନ୍ତି। ଯାନ ବାହନ ଚଳାଚଳ ବେଳେ ସତର୍କ ରୁହନ୍ତୁ, ଆଘାତ ଲାଗିପାରେ ।

କୁମ୍ଭ:  ବନ୍ଧୁବାନ୍ଧବଙ୍କ ସାହାଯ୍ୟ ସହଯୋଗ ପାଇ ମନ ଖୁସି ରହିବ। ଆର୍ଥିକ ସ୍ଥିତିରେ ସୁଧାର ହେବ। ପରିବାରରେ ଖୁସି ପାଇବେ   ।

 ମୀନ:  କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ଦ୍ୱାରା ଅପମାନିତ ହୋଇପାରନ୍ତି।  ନୂତନ କାଯର୍ୟଭାର ହାତକୁ ନେବେ, କିନ୍ତୁ ପରିବାରରେ ମତଭେଦ ହୋଇପାରେ । ଘାତବାର ଯୋଗୁଁ ଶରୀରରେ ଆଘାତ ଲାଗିପାରେ, ସତର୍କ ରୁହନ୍ତୁ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story