୧୩ ନଭେମ୍ବର, ଶନିବାର: ଅଳ୍ପ ପରିଶ୍ରମରେ ଅଧିକ ଲାଭ ମିଳିବ

ମେଷ: ସମସ୍ତ ପ୍ରକାରର ବ୍ୟବସାୟରେ ଭଲ ଲାଭ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ। ବୃଷ: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ଶରୀର ସୁସ୍ଥ ରହିବ। କଠିନ ପରିଶ୍ରମ କରିବେ। ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପରିବାରରେ ଶାନ୍ତିର ବାତାବରଣ ରହିବ। ସରକାରୀ ସ୍ତରରେ ଅନେକ ସମସ୍ୟାର ସମାଧାନ ହୋଇଯିବ। କର୍କଟ: ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଆତ୍ମବିଶ୍ୱାସ […]

RASI

Tapaswini Nayak
  • Published: Saturday, 13 November 2021
  • , Updated: 13 November 2021, 07:42 AM IST

ମେଷ: ସମସ୍ତ ପ୍ରକାରର ବ୍ୟବସାୟରେ ଭଲ ଲାଭ ହେବ। ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ। ଯେ କୌଣସି କାର୍ଯ୍ୟରେ ହାତ ଦେଲେ ସଫଳ ହେବେ।

ବୃଷ: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ। ଶରୀର ସୁସ୍ଥ ରହିବ। କଠିନ ପରିଶ୍ରମ କରିବେ।

ମିଥୁନ: ଶିକ୍ଷା କ୍ଷେତ୍ରରେ ସଫଳତା ଲାଭ କରିବେ। ପରିବାରରେ ଶାନ୍ତିର ବାତାବରଣ ରହିବ। ସରକାରୀ ସ୍ତରରେ ଅନେକ ସମସ୍ୟାର ସମାଧାନ ହୋଇଯିବ।

କର୍କଟ: ଦୂର ସ୍ଥାନକୁ ଯାତ୍ରା କରିବାର ଯୋଗ ରହିଛି। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଅଳ୍ପ ପରିଶ୍ରମରେ ଅଧିକ ଲାଭ ମିଳିବ।

ସିଂହ: କାର୍ଯ୍ୟବ୍ୟସ୍ତ ରହିବେ। ସାଂଗଠନିକ କାର୍ଯ୍ୟରେ ଅଂଶ ଗ୍ରହଣ କରିବେ। କର୍ମକ୍ଷେତ୍ରରେ ଶତ୍ରୁମାନେ ସାମ୍ନାକୁ ଆସିବେ ନାହିଁ। ଅନେକ ଦିନର ଆଶା ପୂର୍ଣ୍ଣ ହେବ।

କନ୍ୟା: ବ୍ୟବସାୟକୁ ବଢ଼ାଇବା ପାଇଁ ପ୍ରୟାସ କରିବେ। କର୍ମକ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। ପରିବାରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ।

ତୁଳା: ଶୁଭଫଳ ମିଳିବ। ଖାଇବା ପିଇବା ପ୍ରତି ସତର୍କ ନହେଲେ ଶାରୀରିକ ପୀଡ଼ା ଭୋଗିବେ।

ବିଛା: କୌଣସି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବେ। ଜରୁରୀ କାର୍ଯ୍ୟକୁ ମନ ଦେଇ କରିବେ। ପାରିବାରିକ ଜୀବନ ସୁଖମୟ ହେବ।

ଧନୁ: ନୂଆ କାର୍ଯ୍ୟ ଆରମ୍ଭ କରିପାରିବେ। ଉଚ୍ଚପ୍ରଶଂସା ଲାଭ କରିବେ। ଜମିବାଡ଼ି ସଂକ୍ରାନ୍ତୀୟ ସମସ୍ୟାର ସମାଧାନ ହୋଇଯିବ।

ମକର: ଧାର୍ମିକ କାର୍ଯ୍ୟରେ ଭାଗ ନେବେ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତି ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଇପାରେ।

କୁମ୍ଭ: ସୁସମ୍ବାଦ ପାଇବେ। ନକାରାତ୍ମକ ଭାବନାରୁ ମୁକ୍ତ ହେବ। ଅସହାୟଙ୍କୁ ସାହାଯ୍ୟ କରନ୍ତୁ।

ମୀନ: ସ୍ୱାସ୍ଥ୍ୟ ଭଲ ରହିବ। ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପନ୍ନ ହୋଇଯିବ। ଆର୍ଥିକ କ୍ଷେତ୍ରରେ ପରିବର୍ତ୍ତନ ହେବ।

Related story