୧୪ ମାର୍ଚ୍ଚ, ସୋମବାର: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ

ମେଷ: ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ହୋଇପାରେ। ବକେୟା ଅର୍ଥ ହସ୍ତଗତ ହେବ। ବ୍ୟବସାୟରେ ଭଲ ଲାଭ ହେବ। ବୃଷ: ବୁଦ୍ଧି ଖଟାଇ କାମ ହାସଲ କରିବେ। ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସିତ ହେବେ। ଶୁଭଖବର ପାଇବେ। ମିଥୁନ: ପାରିବାରିକ ଜୀବନ ଭଲରେ କଟିବ। କଳା ଓ ସାହିତ୍ୟରେ ଉନ୍ନତି କରିବେ। କର୍କଟ: ହସଖୁସିରେ ଦିନଟି ବିତିବ। କୌଣସି ମୂଲ୍ୟବାନ ଜିନିଷ କିଣି ପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। ସିଂହ: […]

RASI

RASI

Tapaswini Nayak
  • Published: Monday, 14 March 2022
  • Updated: 14 March 2022, 07:37 AM IST

Sports

Latest News

ମେଷ: ସମ୍ପର୍କୀୟଙ୍କ ସହ ମନାନ୍ତର ଯୋଗୁଁ ମନ ଭାରାକ୍ରାନ୍ତ ହୋଇପାରେ। ବକେୟା ଅର୍ଥ ହସ୍ତଗତ ହେବ। ବ୍ୟବସାୟରେ ଭଲ ଲାଭ ହେବ।

ବୃଷ: ବୁଦ୍ଧି ଖଟାଇ କାମ ହାସଲ କରିବେ। ନିଜର କାର୍ଯ୍ୟ ଦକ୍ଷତା ପାଇଁ ପ୍ରଶଂସିତ ହେବେ। ଶୁଭଖବର ପାଇବେ।

ମିଥୁନ: ପାରିବାରିକ ଜୀବନ ଭଲରେ କଟିବ। କଳା ଓ ସାହିତ୍ୟରେ ଉନ୍ନତି କରିବେ।

କର୍କଟ: ହସଖୁସିରେ ଦିନଟି ବିତିବ। କୌଣସି ମୂଲ୍ୟବାନ ଜିନିଷ କିଣି ପାରନ୍ତି। ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ସିଂହ: ଅଟକି ରହିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ଅପରାହ୍ଣରେ କୌଣସି ଭଲ ଖବର ପାଇ ଖୁସି ହେବେ।

କନ୍ୟା: କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ପାରିବାରିକ ଜୀବନ ଭଲ ରହିବ। ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇବେ।

ତୁଳା: ଅସୁସ୍ଥତା ଯୋଗୁଁ ମନ ଭାରାକ୍ରାନ୍ତ ହେବ। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ପାଇଁ ଚାଲିଥିବା ଯୋଜନା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିବ। ପରିବହନ ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ।

ବିଛା: ବହୁ ଦିନର ଆଶା ପୂରଣ ହେବ। ମହିଳାମାନଙ୍କ ପାଇଁ ଦିନଟି ବେଶ୍ ଭଲ ରହିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନ ଦେବେ।

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ। ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପାଇଁ କେହି ଜଣେ ସାହାଯ୍ୟ କରିପାରନ୍ତି। ନିଜ ଲୋକମାନେ ବିଶ୍ୱାସଘାତ କରିପାରନ୍ତି।

ମକର: କୌଣସି ଏକ ସାଧାରଣ କଥାକୁ ନେଇ ପରିବାରରେ ଭୁଲ୍ ବୁଝାମଣା ଦେଖାଦେଇପାରେ। ପିତାମାତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବ।

କୁମ୍ଭ: ନୂଆ କାର୍ଯ୍ୟ ଆରମ୍ଭ କରିବେ। କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।

ମୀନ: ଦୁର୍ବଳ ଅନୁଭବ କରିବେ। କାମ ପ୍ରତି ସ୍ପୃହା ରହିବ ନାହିଁ। କୌଣସି ବନ୍ଧୁଙ୍କଠାରୁ ଆର୍ଥିକ ସହାୟତା ପାଇପାରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story