୧୪ ଏପ୍ରିଲ, ଗୁରୁବାର: ବିନା କାରଣରେ ବାଦବିବାଦରେ ଫସିପାରନ୍ତି

ମେଷ: କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ। ବ୍ୟବସାୟ ବାଣିଜ୍ୟରେ ଲାଭ, କ୍ଷତି ସମାନ ରହିବ। ଚିନ୍ତିତ ରହିବେ। ବୃଷ: ବ୍ୟବସାୟରେ ଅଚାନକ କ୍ଷତି ହୋଇଯାଇପାରେ। ପରିବାର ବର୍ଗଙ୍କ ସାଙ୍ଗରେ ମତାନ୍ତର ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଲାଭବାନ ହେବେ। କର୍କଟ: ବିନା କାରଣରେ ବାଦବିବାଦରେ ଫସିପାରନ୍ତି। ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ସିଂହ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କଠାରୁ ସାହାଯ୍ୟ […]

RASI

RASI

Tapaswini Nayak
  • Published: Thursday, 14 April 2022
  • Updated: 14 April 2022, 07:54 AM IST

Sports

Latest News

ମେଷ: କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ। ବ୍ୟବସାୟ ବାଣିଜ୍ୟରେ ଲାଭ, କ୍ଷତି ସମାନ ରହିବ। ଚିନ୍ତିତ ରହିବେ।

ବୃଷ: ବ୍ୟବସାୟରେ ଅଚାନକ କ୍ଷତି ହୋଇଯାଇପାରେ। ପରିବାର ବର୍ଗଙ୍କ ସାଙ୍ଗରେ ମତାନ୍ତର ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଲାଭବାନ ହେବେ।

କର୍କଟ: ବିନା କାରଣରେ ବାଦବିବାଦରେ ଫସିପାରନ୍ତି। ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ।

ସିଂହ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ନୂତନ ଗବେଷଣାମୂଳକ କାର୍ଯ୍ୟରେ ମନ ନିବେଶ କରିବେ। ପରିବାରରେ ଶାନ୍ତି ପାଇବେ।

କନ୍ୟା: ଅତ୍ୟଧିକ ବ୍ୟୟ ବଢିଯିବ। ନିଜ ମନ ପସନ୍ଦର ଦ୍ରବ୍ୟ ହାନି ହୋଇଯାଇପାରେ। ପରିବାର ବର୍ଗଙ୍କ ସହ ଦୂରଯାତ୍ରା କରିପାରନ୍ତି।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ ବା ବ୍ୟବସାୟ ପାଇଁ ନିଷ୍ପତ୍ତି ନେବେ। ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ବିଛା: ଉପସ୍ଥିତ ବୁଦ୍ଧି ଲଗାଇ ବିଭିନ୍ନ ସମସ୍ୟାର ସମାଧାନ କରିନେବା ଦ୍ୱାରା ପ୍ରସଂଶିତ ହେବେ। ଅତ୍ୟଧିକ ବ୍ୟୟ ଚିନ୍ତାର କାରଣ ହେବ। ପରିବାରରେ ବନ୍ଧୁବାନ୍ଧବଙ୍କ ସହିତ ଦୂରଯାତ୍ରା କରିପାରନ୍ତି।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଅଟକି ରହିଥିବା କାଯ୍ୟକୁ ସମ୍ପୂର୍ଣ୍ଣ କରିବେ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଶାରୀରିକ ପିଡ଼ା ଅନୁଭବ କରିପାରନ୍ତି।

ମକର: କାର୍ଯ୍ୟକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ, ଦେହ ଖରାପ ହୋଇପାରେ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ବନ୍ଧୁବାନ୍ଧବଙ୍କ ସହିତ ସାମାନ୍ୟ ମତଭେଦ ହୋଇପାରେ। ଆଘାତ ଲାଗିପାରେ ସତର୍କ ରହିବେ।

ମୀନ: ଆଗରୁ ଚାଲିଥିବା ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତ ହେବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ କରିବେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos