୧୪ ଏପ୍ରିଲ, ଗୁରୁବାର: ବିନା କାରଣରେ ବାଦବିବାଦରେ ଫସିପାରନ୍ତି

ମେଷ: କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ। ବ୍ୟବସାୟ ବାଣିଜ୍ୟରେ ଲାଭ, କ୍ଷତି ସମାନ ରହିବ। ଚିନ୍ତିତ ରହିବେ। ବୃଷ: ବ୍ୟବସାୟରେ ଅଚାନକ କ୍ଷତି ହୋଇଯାଇପାରେ। ପରିବାର ବର୍ଗଙ୍କ ସାଙ୍ଗରେ ମତାନ୍ତର ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ। ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଲାଭବାନ ହେବେ। କର୍କଟ: ବିନା କାରଣରେ ବାଦବିବାଦରେ ଫସିପାରନ୍ତି। ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ। ସିଂହ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କଠାରୁ ସାହାଯ୍ୟ […]

RASI

Tapaswini Nayak
  • Published: Thursday, 14 April 2022
  • , Updated: 14 April 2022, 07:54 AM IST

ମେଷ: କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତ ରହିବେ। ବ୍ୟବସାୟ ବାଣିଜ୍ୟରେ ଲାଭ, କ୍ଷତି ସମାନ ରହିବ। ଚିନ୍ତିତ ରହିବେ।

ବୃଷ: ବ୍ୟବସାୟରେ ଅଚାନକ କ୍ଷତି ହୋଇଯାଇପାରେ। ପରିବାର ବର୍ଗଙ୍କ ସାଙ୍ଗରେ ମତାନ୍ତର ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ।

ମିଥୁନ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଅଟକି ରହିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବ୍ୟବସାୟରେ ଲାଭବାନ ହେବେ।

କର୍କଟ: ବିନା କାରଣରେ ବାଦବିବାଦରେ ଫସିପାରନ୍ତି। ଦୂରଯାତ୍ରା କରିବାକୁ ପଡ଼ିପାରେ। ପରିବାରରେ ସାମାନ୍ୟ ମତଭେଦ ହୋଇପାରେ।

ସିଂହ: କର୍ମକ୍ଷେତ୍ରରେ ସହଯୋଗୀ ମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ନୂତନ ଗବେଷଣାମୂଳକ କାର୍ଯ୍ୟରେ ମନ ନିବେଶ କରିବେ। ପରିବାରରେ ଶାନ୍ତି ପାଇବେ।

କନ୍ୟା: ଅତ୍ୟଧିକ ବ୍ୟୟ ବଢିଯିବ। ନିଜ ମନ ପସନ୍ଦର ଦ୍ରବ୍ୟ ହାନି ହୋଇଯାଇପାରେ। ପରିବାର ବର୍ଗଙ୍କ ସହ ଦୂରଯାତ୍ରା କରିପାରନ୍ତି।

ତୁଳା: ଆର୍ଥିକ ସ୍ଥିତି ଭଲ ରହିବ। ନୂତନ କାର୍ଯ୍ୟ ବା ବ୍ୟବସାୟ ପାଇଁ ନିଷ୍ପତ୍ତି ନେବେ। ଆଘାତ ଲାଗିପାରେ, ସତର୍କ ରୁହନ୍ତୁ।

ବିଛା: ଉପସ୍ଥିତ ବୁଦ୍ଧି ଲଗାଇ ବିଭିନ୍ନ ସମସ୍ୟାର ସମାଧାନ କରିନେବା ଦ୍ୱାରା ପ୍ରସଂଶିତ ହେବେ। ଅତ୍ୟଧିକ ବ୍ୟୟ ଚିନ୍ତାର କାରଣ ହେବ। ପରିବାରରେ ବନ୍ଧୁବାନ୍ଧବଙ୍କ ସହିତ ଦୂରଯାତ୍ରା କରିପାରନ୍ତି।

ଧନୁ: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଅଟକି ରହିଥିବା କାଯ୍ୟକୁ ସମ୍ପୂର୍ଣ୍ଣ କରିବେ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ। ଶାରୀରିକ ପିଡ଼ା ଅନୁଭବ କରିପାରନ୍ତି।

ମକର: କାର୍ଯ୍ୟକ୍ଷେତ୍ରରେ ବିବାଦ ଦେଖାଦେଇପାରେ। ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ। ସ୍ୱାସ୍ଥ୍ୟପ୍ରତି ଯତ୍ନବାନ ହୁଅନ୍ତୁ, ଦେହ ଖରାପ ହୋଇପାରେ।

କୁମ୍ଭ: କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ବନ୍ଧୁବାନ୍ଧବଙ୍କ ସହିତ ସାମାନ୍ୟ ମତଭେଦ ହୋଇପାରେ। ଆଘାତ ଲାଗିପାରେ ସତର୍କ ରହିବେ।

ମୀନ: ଆଗରୁ ଚାଲିଥିବା ସ୍ୱାସ୍ଥ୍ୟଜନିତ ସମସ୍ୟାରୁ ମୁକ୍ତ ହେବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ କରିବେ।

 

Related story