୧୪ ଜୁଲାଇ, ଗୁରୁବାର: ଗୁପ୍ତଶତ୍ରୁଙ୍କ ପ୍ରତି ସଜାଗ ରୁହନ୍ତୁ

ମେଷ:  କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ ଓ ମାନସମ୍ମାନ ପ୍ରାପ୍ତି ହେବ।  ବାକି ପଡିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେବେ । ବୃଷ : ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟୀମାନେ ଲାଭ ପାଇବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ ।  ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ମିଥୁନ: ଛାତ୍ରଛାତ୍ରୀଙ୍କର ପାଠ ପଢ଼ାରେ ବାଧାବିଘ୍ନ ଦେଖା ଦେବ ଓ ମନ […]

RASI

RASI

Niharika Rout
  • Published: Thursday, 14 July 2022
  • Updated: 14 July 2022, 07:30 AM IST

Sports

Latest News

ମେଷ:  କର୍ମକ୍ଷେତ୍ରରେ ପ୍ରଶଂସା ମିଳିବ ଓ ମାନସମ୍ମାନ ପ୍ରାପ୍ତି ହେବ।  ବାକି ପଡିଥିବା ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ। ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ବନ୍ଧୁ ପ୍ରତିଶ୍ରୁତି ଦେବେ ।

ବୃଷ : ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ଚିନ୍ତାରେ ରହିବେ । ବ୍ୟବସାୟୀମାନେ ଲାଭ ପାଇବେ ଓ ବାକି ପଡିଥିବା ଅର୍ଥ ଆଦାୟ ହେବ ।  ଶାରୀରିକ ଅସୁସ୍ଥତା ଅନୁଭବ କରିବେ ।

ମିଥୁନ: ଛାତ୍ରଛାତ୍ରୀଙ୍କର ପାଠ ପଢ଼ାରେ ବାଧାବିଘ୍ନ ଦେଖା ଦେବ ଓ ମନ ଅସ୍ଥିର ରହିବ । ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ।

କର୍କଟ : ବହୁଦିନର ବନ୍ଧୁଙ୍କ ସହିତ ଦେଖାହେବାରୁ ବ୍ୟବସାୟ ପାଇଁ ପରାମର୍ଶ କରିପାରନ୍ତି । କର୍ମକ୍ଷେତ୍ରରେ ଭଲ କାମ କରିବାରୁ ସମ୍ମାନ ବୃଦ୍ଧି ହେବ । ସନ୍ତାନମାନଙ୍କ କାର୍ଯ୍ୟକଳାପ ସନ୍ତୋଷଜନକ ରହିବ ଓ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ ।

ସିଂହ  : ବ୍ୟବସାୟୀମାନଙ୍କର  ଅର୍ଥ ଲାଭ ହେବ ଏବଂ ଘରକୁ ଅତିଥିଙ୍କର ଆଗମନ ହେବ । ନିଜର ଉତ୍ତମ ବ୍ୟବହାର ଦ୍ୱାରା ସମସ୍ତଙ୍କୁ ଆପଣାର କରିପାରିବେ ଏବଂ ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ ।  ଗୁପ୍ତଶତ୍ରୁଙ୍କ ପ୍ରତି ସଜାଗ ରୁହନ୍ତୁ ।

କନ୍ୟା : ବାକି ପଡିଥିବା ଅର୍ଥ ଆଦାୟ ହେବ କିନ୍ତୁ ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅର୍ଥ ବ୍ୟୟ ହେବ । ଅଧାରେ ଅଟକି ଥିବା କାର୍ଯ୍ୟ ପୂରଣ ହେବ ଓ ସୁସମ୍ବାଦ ପ୍ରାପ୍ତି ହେବ । ଘରକୁ ନୂଆ ବନ୍ଧୁଙ୍କର ଆଗମନ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ ।

ତୁଳା : ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଓ  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ କାର୍ଯ୍ୟ ନିମନ୍ତେ ଦୂର ସ୍ଥାନକୁ ଯାତ୍ରା କରିବେ ଏବଂ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ବ୍ୟବସାୟୀମାନଙ୍କର ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ ।

ବିଛା : ବହୁଦିନରୁ ଆଶା କରୁଥିବା କାର୍ଯ୍ୟକୁ ପୁରଣ କରିବାରୁ ମନ ଖୁସି ରହିବ । କର୍ମକ୍ଷେତ୍ରରେ ନିଜର ଲୋକ ଅସୁବିଧାରେ ପକାଇ ପାରନ୍ତି । ପାରିବାରିକ ସମସ୍ୟା ସମାଧାନ ହେବ ଓ ଅର୍ଥ ଲାଭ ହେବ ।

ଧନୁ : ବହୁଦିନର କଥାକୁ ନେଇ ବନ୍ଧୁଙ୍କ ସହିତ ବାଦବିବାଦ ଦେଖାଯିବ, ସତର୍କ ରୁହନ୍ତୁ। ବ୍ୟବସାୟୀମାନେ ଲାଭ ପାଇବା ସହିତ ଘରକୁ ନୂଆ ଦ୍ରବ୍ୟ ଆଣିବେ । ସ୍ୱାସ୍ଥ୍ୟରେ ଅସୁସ୍ଥତା ଅନୁଭବ କରିବାରୁ ବ୍ୟସ୍ତ ବିବ୍ରତ ହେବେ।

ମକର : ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେବେ । ପିଲାମାନଙ୍କର କାର୍ଯ୍ୟକଳାପ ଦେଖି ବାପାମା’ ଖୁସି ହେବେ ଓ ଭବିଷ୍ୟତ ପାଇଁ କିଛି ଯୋଜନା କରିବେ । କିଛି  ସାଙ୍ଗସାଥି ମନର କଥା ସହିତ ପ୍ରକାଶ କରିବେ ।

କୁମ୍ଭ: ପ୍ରତ୍ୟେକ କାମରେ ସଫଳତା ପାଇବେ ଓ ମାନସମ୍ମାନ ବୃଦ୍ଧି ହେବ । ବହୁଦିନରୁ ଆଶା କରିଥିବା ଅର୍ଥ ହାତକୁ ଆସିବାରୁ ମନ ଖୁସି ରହିବ । ଶତ୍ରୁମାନେ ମିତ୍ରତାର ହାତ ବଢ଼ାଇବେ ଏବଂ ଅଯଥା ଖର୍ଚ୍ଚ  ବୃଦ୍ଧି ହେବ।

ମୀନ : ବ୍ୟବସାୟରେ ଆଶାନୁରୂପ ଲାଭ ପାଇବେ ଓ ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।  ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରିର ସୁଯୋଗ ମିଳିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story