୧୪ ନଭେମ୍ବର, ସୋମବାର: ପରିବାର ସହିତ ଭ୍ରମଣ ଯୋଗ ରହିଛି

 ମେଷ:  ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କଠିନ ପରିଶ୍ରମ ଦ୍ୱାରା ଲାଭବାନ୍ ହୋଇପାରନ୍ତି। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ ।  ବୃଷ:   ପାରିବାରିକ ସମସ୍ୟା ଯୋଗୁଁ ମାନସିକ ଅଶାନ୍ତି ବୃଦ୍ଧି ପାଇବ । ବନ୍ଧୁଙ୍କ ସହଯୋଗ ପାଇବେ, ଶାରିରୀକ ଅସୁସ୍ଥତା ବୃଦ୍ଧି ପାଇବ । ମହିଳାମାନେ ଧର୍ମକାର୍ଯ୍ୟରେ ମନ ବଳାଇବେ ।  ମିଥୁନ: ବ୍ୟବସାୟରେ ଆର୍ଥିକ କ୍ଷତି  ଯୋଗୁଁ ମନ ଭଲ ରହିବ ନାହିଁ । ପାରିବାରିକ ଅଶନ୍ତି ଦେଖାଦେଇପାରେ । […]

RASI

RASI

Niharika Rout
  • Published: Monday, 14 November 2022
  • Updated: 14 November 2022, 07:20 AM IST

Sports

Latest News

 ମେଷ:  ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । କଠିନ ପରିଶ୍ରମ ଦ୍ୱାରା ଲାଭବାନ୍ ହୋଇପାରନ୍ତି। ଶାରିରୀକ ଅସୁସ୍ଥତା ଦେଖା ଦେଇପାରେ ।

 ବୃଷ:   ପାରିବାରିକ ସମସ୍ୟା ଯୋଗୁଁ ମାନସିକ ଅଶାନ୍ତି ବୃଦ୍ଧି ପାଇବ । ବନ୍ଧୁଙ୍କ ସହଯୋଗ ପାଇବେ, ଶାରିରୀକ ଅସୁସ୍ଥତା ବୃଦ୍ଧି ପାଇବ । ମହିଳାମାନେ ଧର୍ମକାର୍ଯ୍ୟରେ ମନ ବଳାଇବେ ।

 ମିଥୁନ: ବ୍ୟବସାୟରେ ଆର୍ଥିକ କ୍ଷତି  ଯୋଗୁଁ ମନ ଭଲ ରହିବ ନାହିଁ । ପାରିବାରିକ ଅଶନ୍ତି ଦେଖାଦେଇପାରେ । ଶାରିରୀକ ଅସୁସ୍ଥତା ମଧ୍ୟ ଦେଖାଦେଇ ପାରେ ।

 କର୍କଟ :ସମସ୍ତ କ୍ଷେତ୍ରରୁ ବାଧାବିଘ୍ନ ଦୁର ହେବ, ବ୍ୟବସାୟରେ ଉନ୍ନତି ହେବ । ପାରିବାରିକ ଶାନ୍ତି ମିଳିବ । ମହିଳା ଓ ପିଲାମାନେ ଖୁସିରେ ଦିନ ଅତିବାହିତ କରିବେ  ।

ସିଂହ:ଶିକ୍ଷାର୍ଥୀମାନେ ଆତ୍ମବିଶ୍ୱାସ ଓ ଦୃଢତା ଯୋଗେ ପରୀକ୍ଷାରେ ବିଜୟୀ ହେବେ। ଉଚ୍ଚପଦାଧିକାରୀଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ । ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ହେବା ସହ ନୂଆ କାମ ନୂଆ ପ୍ରେରଣା ଦେବ ।

କନ୍ୟା: ସାମାଜିକ କଲ୍ୟାଣ କାମରେ ପୂର୍ଣ୍ଣ ସହଯୋଗ କରିବେ । ବନ୍ଧୁମିତ୍ରଙ୍କ ସହ ମନୋରଞ୍ଜନ, ଭ୍ରମଣ ଫଳରେ ହସଖୁସିର ବାତାବରଣ ସୃଷ୍ଟି ହେବ । ମାନସିକ, ବୌଦ୍ଧିକ ଓ ଭାବନାତ୍ମକ ରୂପରେ ଅଧିକ ସକ୍ଷମ ହେବେ।

ତୁଳା:ବ୍ୟବହାର କୁଶଳତାକୁ ଆଧାର କରି ବରିଷ୍ଠ ବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ବିଦ୍ୟାର୍ଥୀଙ୍କର ବିଦ୍ୟାକ୍ଷେତ୍ରରେ ଉନ୍ନତି ହେବାରୁ ମନ ଖୁସି ରହିବ। ପାରିବାରିକ କ୍ଷେତ୍ରରେ ଅଶାନ୍ତି ବିଶୃଙ୍ଖଳା ଦୂରେଇଯାଇ ସହନଶୀଳତା ବଜାୟ ରହିବ ।

ବିଚ୍ଛା: କର୍ମକ୍ଷେତ୍ରରେ ଆପଣଙ୍କ ପ୍ରତିଭା ବିକଶିତ ହେବା ଫଳରେ ପ୍ରଶଂସିତ ହେବେ । ପ୍ରଭାବଶାଳୀ ବ୍ୟକ୍ତିତ୍ୱ ସମସ୍ତଙ୍କ ପାଇଁ  ଉଦାହରଣ ଭାବରେ ଉଭା ହେବ । ରାସ୍ତାଘାଟରେ ଯଥେଷ୍ଠ ସତର୍କ ହୋଇ ଚଳପ୍ରଚଳ ହେବା ଆବଶ୍ୟକ।

ଧନୁ: ସମ୍ପର୍କୀୟ ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ ଥିବା କର୍ମଟି ପୂର୍ଣ୍ଣ କରିବାକୁ ଚେଷ୍ଟା କରିବେ । ଆତ୍ମବିଶ୍ୱାସ  ଓ ଦୃଢତା ଯୋଗେ ସମ୍ମାନର ଅଧିକାରୀ ହେବେ । ବ୍ୟବସାୟରେ ଇଚ୍ଛା ମୁତାବକ ଲାଭ ପାଇ ମାନସିକ ଶାନ୍ତି ଅନୁଭବ କରିବେ ।

ମକର: ଶିକ୍ଷା କ୍ଷେତ୍ରରେ ସଫଳତା ପାଇବେ ଓ ପରିବାରର ପରିବେଶ ଆରାମଦାୟକ ହେବ। ପ୍ରିୟଜନମାନଙ୍କୁ ଆର୍ଥିକ ସାହାଯ୍ୟ ସହଯୋଗ କରିବାକୁ ପଡିପାରେ। ଉଚିତ୍ ପରାମର୍ଶ ପାଇ ହରେଇଥିବା ଦ୍ରବ୍ୟ ଫେରି ପାଇବେ।

କୁମ୍ଭ: ଅଧା ହୋଇଥିବା କାର୍ଯ୍ୟକୁ ସମ୍ପୁର୍ଣ୍ଣ କରିବେ । ବ୍ୟବସାୟରେ ପରିଶ୍ରମ କରି ଲାଭବାନ ହେବେ । ବନ୍ଧୁଙ୍କ ସାହାଯ୍ୟ ସହଯୋଗ ପାଇବେ, ସମାନ୍ୟ ଶାରିରୀକ ପୀଡା ଅନୁଭବ କରିପାରନ୍ତି  ।

ମୀନ:  ପରିବାର ସହିତ ଭ୍ରମଣ ଯୋଗ ରହିଛି । ସୁଖାଦ୍ୟ ଭୋଜନ ସହିତ ପାରିବାରିକ ଶାନ୍ତି ପାଇବେ । ବିଭିନ୍ନ ଦିଗରୁ ଆର୍ଥିକ ଲାଭ ହେବ, କିନ୍ତୁ ଶାରିରୀକ ଅସୁସ୍ଥତା ଅନୁଭବ କରିପାରନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story