୧୫ ସେପ୍ଟେମ୍ବର, ବୁଧବାର: ବ୍ୟସ୍ତତା ଭିତରେ ଦିନଟି କଟିବ

ମେଷ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ। ବୃଷ: ଯାନବାହାନ ଚଳାଇବା ବେଳେ ଅଘଟଣ ଘଟିପାରେ ,ସତର୍କ ରୁହନ୍ତୁ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ। ସନ୍ତାନମାନଙ୍କ ପାଇଁ ବାପା ମା ଚିନ୍ତାଗ୍ରସ୍ତ ରହିବେ। ମିଥୁନ: ସୁସ୍ୱାଦୁ ଭୋଜନ କରିବେ। ପାରିବାରିକ ସମସ୍ୟାକୁ ନେଇ ଦ୍ୱନ୍ଦ ଉପୁଜିବ। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟରେ ସମାଧାନ କରି ଦେବେ। କର୍କଟ: ଦାମ୍ପତ୍ୟ […]

RASI

RASI

Tapaswini Nayak
  • Published: Wednesday, 15 September 2021
  • Updated: 15 September 2021, 08:05 AM IST

ମେଷ: ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଶତ୍ରୁମାନେ ପରାଜୟ ସ୍ୱୀକାର କରିବେ। ବ୍ୟବସାୟୀମାନେ ବ୍ୟବସାୟରେ ଲାଭ ପାଇପାରିବେ।

ବୃଷ: ଯାନବାହାନ ଚଳାଇବା ବେଳେ ଅଘଟଣ ଘଟିପାରେ ,ସତର୍କ ରୁହନ୍ତୁ। ବାକି ପଡିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ। ସନ୍ତାନମାନଙ୍କ ପାଇଁ ବାପା ମା ଚିନ୍ତାଗ୍ରସ୍ତ ରହିବେ।

ମିଥୁନ: ସୁସ୍ୱାଦୁ ଭୋଜନ କରିବେ। ପାରିବାରିକ ସମସ୍ୟାକୁ ନେଇ ଦ୍ୱନ୍ଦ ଉପୁଜିବ। କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟରେ ସମାଧାନ କରି ଦେବେ।

କର୍କଟ: ଦାମ୍ପତ୍ୟ ଜୀବନ ଖୁସିରେ କଟିବ। ବାକି ପଡିଥିବା ଅର୍ଥ ଆଦାୟ ହେବ। ଘରକୁ ଅତିଥି ଆସିପାରନ୍ତି।

ସିଂହ: ବ୍ୟବସାୟରେ ଅର୍ଥ ଅଭାବ ଦେଖାଦେବାରୁ ମନ ଭଲ ରହିବ ନାହିଁ। ଅଳୁସୁଆ ଲାଗିବ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଅସଫଳ ହେବେ।

କନ୍ୟା: ଆଜି ବନ୍ଧୁଙ୍କ ଠାରୁ ଧାର କରଜ କରିବେ। ମନ ଚଳଚଞ୍ଚଳ ରହିବ। ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବା ସହିତ ମାନସମ୍ମାନ ବୃଦ୍ଧି ହେବ।

ତୁଳା: ଘର ପାଇଁ କୌଣସି ଦ୍ରବ୍ୟ କ୍ରୟ କରିବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ। ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ।

ବିଛା: ବ୍ୟବସାୟରେ ଅର୍ଥହାନୀ ଦେଖାଦେବ। ଆୟ ଅପେକ୍ଷା ବ୍ୟୟ ଅଧିକ ହେବ। ଅସୁସ୍ଥତା ଅନୁଭବ କରିବେ।

ଧନୁ: ବ୍ୟସ୍ତତା ଭିତରେ ଦିନଟି କଟିବ। ଆଜି ସମସ୍ତ ଆଶା ଓ ଆକାଂକ୍ଷା ପୂରଣ ହେବ।  କର୍ମକ୍ଷେତ୍ରରେ ସାଧାରଣ ସମସ୍ୟା ଆସିଲେ ମଧ୍ୟ ତାହାକୁ ଚତୁରତାର ସହ ସାମନା କରି  କୃତକାର୍ଯ୍ୟ ହେବେ।

ମକର: ପରିବାର ଲୋକଙ୍କ ଗହଣରେ ଦିନଟି ହସଖୁସିରେ ଅତିବାହିତ କରିବେ।  ଅଗ୍ନି, ଜଳ ଓ ବିଦ୍ୟୁତ୍ ପ୍ରତି ସାବଧାନ ରୁହନ୍ତୁ।

କୁମ୍ଭ: ସାଧାରଣ କଥାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ।

ମୀନ: ବ୍ୟବସାୟୀମାନେ ଚିନ୍ତାଗ୍ରସ୍ତ ରହିବେ। ଜୀବନସାଥିଙ୍କ ଠାରୁ ପୂର୍ଣ୍ଣ ସମର୍ଥନ ମିଳିବା ସହିତ ପାରିବାରିକ ସମସ୍ୟାର ସମାଧାନ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story