୧୫ ସେପ୍ଟେମ୍ବର, ଗୁରୁବାର: ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଅର୍ଥ ବ୍ୟୟ ହେବ

ମେଷ:ସନ୍ତାନମାନଙ୍କର ପାଠପଢା ଖର୍ଚ୍ଚକୁ ନେଇ ଆୟ ଅନୁସାରେ ବ୍ୟୟଭାର ବୃଦ୍ଧି ହେବ।  ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ସହିତ ଯାଆନ୍ତୁ । ପରିବାରରେ ଛୋଟ ଛୋଟ କଥାକୁ ନେଇ ସମସ୍ୟା ଦେଖାଯିବ  । ବୃଷ: ନୂତନ ଅନୁଷ୍ଠାନ ପାଇଁ ମନ ବଳାଇବେ ଓ ବନ୍ଧୁ ସାହାଯ୍ୟ କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ  ଶୁଭଫଳ ମିଳିବ ଓ ଲାଭ ମଧ୍ୟ ପାଇବେ । ମିଥୁନ: ବ୍ୟବସାୟରେ ଆୟ […]

RASI

RASI

Niharika Rout
  • Published: Thursday, 15 September 2022
  • Updated: 15 September 2022, 07:51 AM IST

ମେଷ:ସନ୍ତାନମାନଙ୍କର ପାଠପଢା ଖର୍ଚ୍ଚକୁ ନେଇ ଆୟ ଅନୁସାରେ ବ୍ୟୟଭାର ବୃଦ୍ଧି ହେବ।  ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନତା ସହିତ ଯାଆନ୍ତୁ । ପରିବାରରେ ଛୋଟ ଛୋଟ କଥାକୁ ନେଇ ସମସ୍ୟା ଦେଖାଯିବ  ।

ବୃଷ: ନୂତନ ଅନୁଷ୍ଠାନ ପାଇଁ ମନ ବଳାଇବେ ଓ ବନ୍ଧୁ ସାହାଯ୍ୟ କରିବେ । ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୀତି କରୁଥିବା ବ୍ୟକ୍ତିଙ୍କୁ  ଶୁଭଫଳ ମିଳିବ ଓ ଲାଭ ମଧ୍ୟ ପାଇବେ ।

ମିଥୁନ: ବ୍ୟବସାୟରେ ଆୟ ଯେତିକି ହେବ ସେତିକି ଖର୍ଚ୍ଚ ମଧ୍ୟ ହେବ । ସନ୍ତାନମାନେ ପାଠପଢ଼ାରେ ଉନ୍ନତି କରି ଭବିଷ୍ୟତ ପାଇଁ ଯୋଜନା ପ୍ରସ୍ତୁତ କରିବେ । ଗଣମାଧ୍ୟମରେ ଥିବା ବ୍ୟକ୍ତି ସଫଳତା ପାଇବେ ।

କର୍କଟ: କର୍ମକ୍ଷେତ୍ରରେ ଖୁସିଖବର ମିଳିବା ସହିତ ମାନସମ୍ମାନ ମିଳିବ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଶୁଭଫଳ ଦେବ     ।

ସିଂହ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବା ସହ ଭବିଷ୍ୟତ ପାଇଁ ସୁନ୍ଦର ଯୋଜନା ପ୍ରସ୍ତୁତ କରିବେ। ମାଙ୍ଗଳିକ କାର୍ଯ୍ୟ ପାଇଁ ବନ୍ଧୁଙ୍କର ପରାମର୍ଶ ନେବେ ଏବଂ ବାକି ପଡିଥିବା ଅର୍ଥ ଆଦାୟ ହେବ । ବହୁଦିନର ଦୁରବନ୍ଧୁଙ୍କ ସହିତ ମିଳନ ହେବ ଓ ସୁସ୍ୱାଦୁ ଭୋଜନ କରିବେ।

କନ୍ୟା: ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ, ସେଥିପାଇଁ ମନ ବ୍ୟସ୍ତ ରହିବ। ଆଜି ଦିନରେ କୌଣସି ସମସ୍ୟାକୁ ନେଇ ବ୍ୟସ୍ତ ରହିବେ। ସନ୍ତାନମାନଙ୍କ ସ୍ୱଭାବ ଦେଖି ବାପା ମା’ ଖୁସି ହେବେ  ।

ତୁଳା: ବ୍ୟବସାୟରେ ଯେତେ ନୂଆ ନୀତି ପ୍ରୟୋଗ କଲେ ମଧ୍ୟ ଲାଭ ପାଇବେ ନାହିଁ । ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ କିଛି ଅର୍ଥ ବ୍ୟୟ ହେବାରୁ ମନ ଭଲ ରହିବ ନାହିଁ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ ଏବଂ ସୁସ୍ୱାଦୁ ଭୋଜନ କରିବେ ।

ବିଚ୍ଛା:  କର୍ମକ୍ଷେତ୍ରରେ ଦୂରସ୍ଥାନକୁ ଯାତ୍ରା କଲେ ସଫଳତା ପାଇବେ ନାହିଁ। ପରିବାରରେ ସୁଖଶାନ୍ତି ମିଳିବ ଓ ଶତ୍ରୁ ମିତ୍ରତାର ହାତ ବଢ଼ାଇବେ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଏବଂ ଚାକିରି ସୁଯୋଗ ମିଳିବ ।

ଧନୁ: ବ୍ୟବସାୟ କରୁଥିବା ବ୍ୟକ୍ତିଙ୍କୁ ଲାଭ ମିଳିବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ନୂଆ ଲୋକଙ୍କ ସହିତ ସମ୍ପର୍କ ସୁଦୃଢ ହେବ ଓ ମାନସମ୍ମାନ ପ୍ରାପ୍ତି ହେବ । ଦୂରସ୍ଥାନକୁ ଯାତ୍ରା କଲେ ଲାଭ ପାଇପାରିବେ।

ମକର: ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିଲେ ମଧ୍ୟ କର୍ମକ୍ଷେତ୍ରରେ ଶତ୍ରୁ ବୃଦ୍ଧି ହେବେ । ବ୍ୟବସାୟୀମାନେ ନୂଆ ବ୍ୟବସାୟ କରିବା ପାଇଁ ବନ୍ଧୁଙ୍କର ସାହାଯ୍ୟ ନେବେ । ମାଙ୍ଗଳିକ  କାର୍ଯ୍ୟ  ପାଇଁ ବ୍ୟସ୍ତ ରହିବେ । ଦୂରସ୍ଥାନକୁ ଯାତ୍ରା କରନ୍ତୁ ନାହିଁ ।

କୁମ୍ଭ : ବ୍ୟବସାୟରେ ଲାଭ ପାଇପାରିବେ ଏବଂ ଦୂରବନ୍ଧୁଙ୍କ ସହିତ ମିଳନ ହେବ । ପାରିବାରିକ ଜୀବନ ସୁଖମୟ ହେବା ସହିତ ଭ୍ରମଣ ଯୋଗ ମଧ୍ୟ ରହିଛି। ମାଙ୍ଗଳିକ କାର୍ଯ୍ୟ ପାଇଁ ଶୁଭ ଖବର ମିଳିବ ଓ ଘରକୁ ଅତିଥିଙ୍କର ଆଗମନ ହେବ।

ମୀନ: ଦୂରସ୍ଥାନକୁ ଯାତ୍ରା କଲେ ସଫଳତା ମିଳିବ ନାହିଁ ଏବଂ ଶତ୍ରୁ ବୃଦ୍ଧି ହେବେ । ବ୍ୟବସାୟରେ ଆଶାନୁରୂପ ଲାଭ ମିଳିବ ନାହିଁ କିନ୍ତୁ ଘର ପାଇଁ ନୂଆ ଦ୍ରବ୍ୟ କ୍ରୟ କରିବେ। କୌଣସି କଥାକୁ ନେଇ ମନସ୍ତାପ କରିବେ, ମନ ଚଳଚଞ୍ଚଳ ରହିବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story