୧୫ ଜୁଲାଇ, ଶୁକ୍ରବାର: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ

ମେଷ: ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ। ହସଖୁସିରେ ସମୟ ଅତିବାହିତ କରିବେ।ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। କର୍ମ କ୍ଷେତ୍ରରେ ଉନ୍ନତି ହେବ। ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଘରକୁ ଅତିଥିଙ୍କର ଆଗମନ ହେବ।ଦୂରସ୍ଥାନକୁ  ଯାତ୍ରା କରିବେ। ମିଥୁନ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ।  ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବା ସହ ବ୍ୟବସାୟରେ […]

RASI

Tapaswini Nayak
  • Published: Friday, 15 July 2022
  • , Updated: 15 July 2022, 07:59 AM IST

ମେଷ: ପାରିବାରିକ ସମସ୍ୟାକୁ ନେଇ ଯେଉଁ ବିବାଦ ଥିଲା ତାହା ସମାଧାନ ହେବ। ହସଖୁସିରେ ସମୟ ଅତିବାହିତ କରିବେ।ଶିକ୍ଷାକ୍ଷେତ୍ରରେ ମାନସିକ ସ୍ଥିରତା ଦେଖାଦେବ। କର୍ମ କ୍ଷେତ୍ରରେ ଉନ୍ନତି ହେବ।

ବୃଷ: ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମଣା ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ଘରକୁ ଅତିଥିଙ୍କର ଆଗମନ ହେବ।ଦୂରସ୍ଥାନକୁ  ଯାତ୍ରା କରିବେ।

ମିଥୁନ: ଦୂରସ୍ଥାନକୁ ଯାତ୍ରା କଲାବେଳେ ସାବଧାନର ସହିତ ଯାଆନ୍ତୁ।  ଶରୀରରେ ଆଘାତ ଲାଗିବାର ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବା ସହ ବ୍ୟବସାୟରେ ଅସୁବିଧାର ସମ୍ମୁଖୀନ ହେବେ।

କର୍କଟ: କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ। ନୂଆ ବନ୍ଧୁଙ୍କ ସହିତ ମିଳନ ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ। ଛାତ୍ରଛାତ୍ରୀ ଶୁଭଖବର ପାଇବେ।

ସିଂହ: ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ମାନସମ୍ମାନ ମିଳିବ ନାହିଁ। କର୍ମକ୍ଷେତ୍ରରେ କିଛି ଅଘଟଣ ଦେଖାଯିବ। ଅଟକି ଥିବା କାର୍ଯ୍ୟ ପୁରା ହେବ। ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ବାକି ପଡିଥିବା ଅର୍ଥ ଆଦାୟ ହେବ।

କନ୍ୟା: ବ୍ୟବସାୟୀମାନେ ଲାଭ ପାଇବେ। ଦୂରସ୍ଥାନକୁ ଯାତ୍ରା କରିବେ। ନୂଆ ବନ୍ଧୁଙ୍କ ସହିତ ମିଳନ ହେବ।

ତୁଳା: ରାଜନୀତି କରୁଥିବା ବ୍ୟକ୍ତିକୁ ଅପମାନ ମିଳିବ। ବହୁଦିନରୁ ଅଟକିଥିବା କାର୍ଯ୍ୟ ଶେଷ ପର୍ଯ୍ୟାରେ ପହଞ୍ଚିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଭ୍ରମଣ ଯୋଗ ରହିଛି। ବନ୍ଧୁଙ୍କର ଘରକୁ  ଆଗମନ ହେବ।

ବିଛା:  ଛାତ୍ରଛାତ୍ରୀ ପାଠପଢାକୁ ନେଇ ଚିନ୍ତାଗ୍ରସ୍ତ ରହିବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ପାରିବାରିକ କଳହ ଦେଖାଯିବ। ସ୍ୱାସ୍ଥ୍ୟରେ ହାନି ଘଟିବ।

ଧନୁ: କର୍ମକ୍ଷେତ୍ରରେ ଉନ୍ନତି ହେବ। ଦୂରସ୍ଥାନକୁ ଯାତ୍ରା କଲେ ଫଳପ୍ରଦ ହେବ। ବନ୍ଧୁ ସାହାଯ୍ୟ ସହଯୋଗ କରିବେ ବୋଲି ପ୍ରତିଶୃତି ଦେବେ। ଅଚାନକ ଧନ ପ୍ରାପ୍ତି ହେବ। ଜମି ଗୃହ କ୍ରୟ କରିବା ପାଇଁ ମନ ବଳାଇବେ।

ମକର: ବନ୍ଧୁଙ୍କ ସହିତ ମତଭେଦ ହୋଇ ବାକି ପଡିଥିବା ଅର୍ଥ ଆଦାୟ ହେବ ନାହିଁ। ଛାତ୍ରଛାତ୍ରୀମାନେ କ୍ୟାରିୟରକୁ ନେଇ ବ୍ୟସ୍ତବିବ୍ରତ ହେବେ।  ପରିବାରରେ ସମସ୍ତେ ହସଖୁସିରେ ସମୟ ଅତିବାହିତ କରିବେ।

କୁମ୍ଭ: ବ୍ୟବସାୟରେ ଅଚାନକ ଆୟ ବୃଦ୍ଧି ହେବ। ଦୂରସ୍ଥାନକୁ ଯାତ୍ରା ଲାଭପ୍ରଦ ହେବ। ପରିବାରରେ କୌଣସି କଥାକୁ ନେଇ ଅଶାନ୍ତି ଦେଖାଯିବ

ମୀନ: ପଡୋଶୀଙ୍କ ସହିତ ବାଦବିବାଦ ଯାହା ଥିଲା ଆଜି ସମାଧାନ ହେବ। କୌଣସି ନୂତନ କାର୍ଯ୍ୟ କରିବା ପାଇଁ ବ୍ୟସ୍ତ ରହିବେ। ବ୍ୟବସାୟରେ ଲାଭ ପାଇବେ। ସନ୍ତାନମାନଙ୍କର କାଯ୍ୟକଳାପକୁ ଦେଖି ବାପାମା ବ୍ୟସ୍ତବିବ୍ରତ ହେବେ।

 

 

Related story