୧୫ ଜୁନ୍, ବୁଧବାର: ପରିବାରରେ ମତଭେଦ ଦେଖାଦେଇପାରେ

ମେଷ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ।  ଶାରିରୀକ ପୀଡା ଏବଂ ମାନସିକ ଅଶାନ୍ତି ଭୋଗ କରିପାରନ୍ତି, ସତର୍କ ରୁହନ୍ତୁ । ଶରୀରରେ ଆଘାତ ଲାଗିପାରେ, ଦେଖି ଚାହିଁ ଚଳନ୍ତୁ । ବୃଷ: ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ଶାନ୍ତି ପାଇବେ। ମିଥୁନ: ବ୍ୟବସାୟ ବାଣିଜ୍ୟରେ ଅତ୍ୟଧିକ ବ୍ୟୟ ହେବ । ନିଜ ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇବେ । କର୍କଟ: କର୍ମକ୍ଷେତ୍ରରେ ଉନ୍ନତି କରିବେ। […]

RASI

RASI

Niharika Rout
  • Published: Wednesday, 15 June 2022
  • Updated: 15 June 2022, 07:56 AM IST

Sports

Latest News

ମେଷ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ।  ଶାରିରୀକ ପୀଡା ଏବଂ ମାନସିକ ଅଶାନ୍ତି ଭୋଗ କରିପାରନ୍ତି, ସତର୍କ ରୁହନ୍ତୁ । ଶରୀରରେ ଆଘାତ ଲାଗିପାରେ, ଦେଖି ଚାହିଁ ଚଳନ୍ତୁ ।

ବୃଷ: ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ନୂତନ ଯାନବାହାନ କ୍ରୟ କରିପାରନ୍ତି। ପରିବାରରେ ଶାନ୍ତି ପାଇବେ।

ମିଥୁନ: ବ୍ୟବସାୟ ବାଣିଜ୍ୟରେ ଅତ୍ୟଧିକ ବ୍ୟୟ ହେବ । ନିଜ ମନପସନ୍ଦର ଦ୍ରବ୍ୟ ହାନି ହୋଇପାରେ। ବନ୍ଧୁମାନଙ୍କ ସାହାଯ୍ୟ ସହଯୋଗ ପାଇବେ ।

କର୍କଟ: କର୍ମକ୍ଷେତ୍ରରେ ଉନ୍ନତି କରିବେ। ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ସୁଖାଦ୍ୟ ଭୋଜନ ସହିତ ଆମୋଦ ପ୍ରମୋଦରେ ଦିନଟିକୁ ଅତିବାହିତ କରିବେ।

ସିଂହ:  ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। କର୍ମକ୍ଷେତ୍ରରେ ପଦନ୍ନୋତି ମିଳିପାରେ। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ କ୍ଳାନ୍ତି ଅନୁଭବ କରିବେ। ପାରିବାରିକ ଶାନ୍ତି ବଜାୟ ରହିବ। ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ।

କନ୍ୟା: ମାନ ସମ୍ମାନ ପ୍ରାପ୍ତିହେବ । ଆଗରୁ ଅଟକିଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବେ। ବନ୍ଧୁଙ୍କ ସହ ମତଭେଦ ହୋଇପାରେ।

ତୁଳା: କାର୍ଯ୍ୟକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଉପୁଜିପାରେ ।  ଶତ୍ରୁମାନେ ହଇରାଣ ହରକତ କରିପାରନ୍ତି। ଛାତ୍ରଛାତ୍ରୀମାନେ ସଫଳତା ଲାଭ କରିବେ।

ବିଛା: ବିଭିନ୍ନ କାରଣରୁ ମାନସିକ ଦୁଃଶ୍ଚିନ୍ତା ବଢିବ। ବ୍ୟବସାୟ ବାଣିଜ୍ୟରେ ଆର୍ଥିକ କ୍ଷତି ହୋଇପାରେ। ଦୂର ଯାତ୍ରା କଲେ ସତର୍କ ରୁହନ୍ତୁ।

ଧନୁ: କର୍ମକ୍ଷେତ୍ରରେ ସଫଳତା ଅର୍ଜନ କରିବେ। ବନ୍ଧୁବାନ୍ଧବ ସାହାଯ୍ୟ ସହଯୋଗ କରିବେ । ଅର୍ଥଲାଭ ହେବ। ବ୍ୟବସାୟରେ ଭଲ ଲାଭ ହେବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ।

ମକର: ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ। ଚାକିରୀରେ ପଦୋନ୍ନତି ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଦୁର୍ଘଟଣା ଭୟ ଥିବାରୁ ଯାନବାହନ ଚଳାଚଳ କଲାବେଳେ ସତର୍କ ରୁହନ୍ତୁ।

କୁମ୍ଭ: କାର୍ଯ୍ୟକ୍ଷେତ୍ରରେ ସଫଳତା ହାସଲ କରିବେ। ବିଭିନ୍ନ ଦିଗରୁ ଅର୍ଥ ଆଗମନ ହୋଇପାରେ। ପରିବାରରେ ସାମନ୍ୟ ମତଭେଦ ହୋଇପାରେ।

ମୀନ: ମାନସିକ ଅସ୍ଥିରତା ଯୋଗୁଁ କାର୍ଯ୍ୟହାନୀ ଘଟିପାରେ, ସେଥିପାଇଁ ସତର୍କ ରୁହନ୍ତୁ। ସନ୍ତାନ ପାଇଁ ଚିନ୍ତିତ ରହିବେ । ପରିବାରରେ ବିଶୃଙ୍ଖଳା ଦେଖାଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story