୧୬ ଡିସେମ୍ବର, ଗୁରୁବାର; ପାରିବାରିକ ଜୀବନ ସୁଖମୟ ହେବ

ମେଷ: ବିଭିନ୍ନ ସମସ୍ୟାର ସମାଧାନ ହେବ। ନୂଆ ବ୍ୟବସାୟ କରିବା ପାଇଁ ମନ ବଳାଇବେ। ଦୂର ଯାତ୍ରାର ଯୋଗ ରହିଛି। ବୃଷ: ବନ୍ଧୁଙ୍କ ସହ କଳହ ହେବ। କର୍ମ କ୍ଷେତ୍ରରେ ବାଦବିବାଦ ସୃଷ୍ଟିହେବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେବ। ଶାରିରୀକ ଅସୁସ୍ଥତା ଅନୁଭବ କରିବେ । ମିଥୁନ: ବ୍ୟବସାୟରେ ଅର୍ଥ ଲାଭର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ମହିଳାମାନେ ଧର୍ମପରାୟଣ ହେବେ। କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିବେ। ଶତ୍ରୁମାନେ […]

RASI

Tapaswini Nayak
  • Published: Thursday, 16 December 2021
  • , Updated: 16 December 2021, 07:38 AM IST

ମେଷ: ବିଭିନ୍ନ ସମସ୍ୟାର ସମାଧାନ ହେବ। ନୂଆ ବ୍ୟବସାୟ କରିବା ପାଇଁ ମନ ବଳାଇବେ। ଦୂର ଯାତ୍ରାର ଯୋଗ ରହିଛି।

ବୃଷ: ବନ୍ଧୁଙ୍କ ସହ କଳହ ହେବ। କର୍ମ କ୍ଷେତ୍ରରେ ବାଦବିବାଦ ସୃଷ୍ଟିହେବାରୁ ବିଭିନ୍ନ ସମସ୍ୟା ସୃଷ୍ଟି ହେବ। ଶାରିରୀକ ଅସୁସ୍ଥତା ଅନୁଭବ କରିବେ ।

ମିଥୁନ: ବ୍ୟବସାୟରେ ଅର୍ଥ ଲାଭର ଯୋଗ ରହିଛି। ଚାକିରି କ୍ଷେତ୍ରରେ ପଦୋନ୍ନତି ହେବ। ପାରିବାରିକ ଜୀବନ ସୁଖମୟ ହେବ। ମହିଳାମାନେ ଧର୍ମପରାୟଣ ହେବେ।

କର୍କଟ: ନୂତନ ବ୍ୟବସାୟ ଆରମ୍ଭ କରିବେ। ଶତ୍ରୁମାନେ ପରାଜିତ ହେବେ। ଜମିବାଡି କର୍ଯ୍ୟରେ ଉନ୍ନତି ହେବ।

ସିଂହ: ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ। ଗୃହ ଭୂମି କ୍ରୟର ସୁଯୋଗ ‌ଆସିବ। ବ୍ୟବସାୟରେ ଲାଭ ମିଳିବ। ମହିଳାମାନେ ବନ୍ଧୁଙ୍କ ସହଯୋଗ ପାଇବେ।

କନ୍ୟା: କର୍ମକ୍ଷେତ୍ରରେ ଅପମାନ ପାଇବାର ଯୋଗ ରହିଛି। ଗୁପ୍ତଶତ୍ରୁ ବୃଦ୍ଧିହେବେ। ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିବେ।

ତୁଳା: ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ। ଚାକିରି କ୍ଷେତ୍ରରେ ଉନ୍ନତି କରିବେ। ବାହନ କ୍ରୟ କରିବାର ସୁଯୋଗ ରହିଛି।

ବିଚ୍ଛା: ଜମିବାଡି ସମ୍ପର୍କୀୟ କାର୍ଯ୍ୟରେ ସଫଳତା ଲାଭ କରିବେ। ଆର୍ଥିକ ଅବସ୍ଥାର ଉନ୍ନତି ହେବ। ମାନସମ୍ମାନ ବୃଦ୍ଧି ପାଇବ।

ଧନୁ: କର୍ମକ୍ଷେତ୍ରରେ ଅପବାଦ ପାଇବା ସହିତ ମନରେ ଅସ୍ଥିରତା ଦେଖାଦେବ। ଶତ୍ରୁମାନେ ପରାଜିତ ହେବେ। କ୍ୟାରିଅର ଆଗକୁ ବଢିବା ପାଇଁ ସୁଯୋଗ ମିଳିବ।

ମକର: ପାରିବାରିକ ସମସ୍ୟାକୁ ନେଇ ମନରେ ଅଶାନ୍ତି ସୃଷ୍ଟିହେବ। ଅପବାଦ ପାଇବାର ଯୋଗ ରହିଛି। ବ୍ୟବସାୟରେ ସଫଳତା ମିଳିବ। ଆର୍ଥିକ ସ୍ଥିତି ସୁଦୃଢ ହେବ।

କୁମ୍ଭ: କର୍ମକ୍ଷେତ୍ରରେ ଖୁସି ଅନୁଭବ କରିବେ। ଭ୍ରମଣ ଯୋଗ ରହିଛି। ଘରେ ମାଙ୍ଗଳିକ କାର୍ଯ୍ୟ ହେବାରୁ ବ୍ୟସ୍ତ ରହିବେ।

ମୀନ: ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିମାନେ ସମାଜ ସେବାରେ ଯୋଗ ଦେବେ। ବ୍ୟବସାୟ କରୁଥିବା ବ୍ୟକ୍ତିମାନେ ଲାଭ ପାଇବେ। ଜୀବନ ସାଥୀଙ୍କ ସହିତ ବାହାରକୁ ବୁଲିବାକୁ ଯିବେ।

 

 

Related story