RASI
ମେଷ:କାର୍ଯ୍ୟକ୍ଷେତ୍ରରେ ମାନ ସମ୍ମାନ ହାନୀ ହୋଇପାରେ। ଅଯଥା ବିବାଦରୁ ଦୂରେଇ ରୁହନ୍ତୁ । ବନ୍ଧୁବାନ୍ଧବଙ୍କ ସହଯୋଗ ପାଇବେ ।
ବୃଷ:ଶାରୀରିକ ଓ ମାନସିକ ସୁସ୍ଥତା ଅନୁଭବ କରିବେ । ବନ୍ଧୁଙ୍କ ସହ ଦୂରଯାତ୍ରା କରିପାରନ୍ତି । ବ୍ୟବସାୟରେ ଲାଭବାନ ହେବେ ।
ମିଥୁନ:କର୍ମକ୍ଷେତ୍ରରେ ବିଶୃଙ୍ଖଳା ପରିସ୍ଥିତି ଦେଖାଦେଇପାରେ । ଆୟ ବ୍ୟୟ ସମାନ ରହିବ । ଛାତ୍ରଛାତ୍ରୀମାନେ ପଢ଼ାରେ ମନ ଦେବେ ।
କର୍କଟ:ବିଭିନ୍ନ କ୍ଷେତ୍ରରୁ ଆୟର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ବିବାଦ ଦେଖାଦେଇପାରେ । ଶାରୀରିକ ଅସୁସ୍ଥତା ମଧ୍ୟ ଦେଖା ଦେଇପାରେ ।
ସିଂହ:ବ୍ୟବସାୟରେ ଆୟ ବ୍ୟୟ ସମାନ ରହିବ । ଚାକିରି କ୍ଷେତ୍ରରେ ଉନ୍ନତି କରିବେ । ନୂତନ କାର୍ଯ୍ୟଭାର ହାତକୁ ନେବେ ।
କନ୍ୟା:ବ୍ୟବସାୟରେ ଅଧିକ ଲାଭ ପାଇବେ । କର୍ମକ୍ଷେତ୍ରରେ ମାନସମ୍ମାନ ବୃଦ୍ଧି ହେବ । ଶତ୍ରୁମାନେ ପରାଜିତ ହେବେ ।
ତୁଳା: ବିଭିନ୍ନ କାରଣରୁ ଦୁଶ୍ଚିନ୍ତା ଲାଗିରହିବ । ଶତ୍ରୁମାନେ ହଇରାଣ କରିପାରନ୍ତି । ପରିବାରରେ ଅଶାନ୍ତି ଦେଖାଦେଇପାରେ ।
ବିଛା: ଶାରୀରିକ ଅସୁସ୍ଥତା ଦେଖାଦେଇପାରେ । ଜଗି ରଖି ଚଳନ୍ତୁ । ପରିବାରରେ ଶାନ୍ତି ବଜାୟ ରହିବ ।
ଧନୁ:କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ । ବ୍ୟବସାୟରେ ଲାଭବାନ ହେବେ । ଶାରୀରିକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ ।
ମକର:ବ୍ୟବସାୟରେ ଲାଭବାନ ହେବେ । ଚାକିରିରେ ପଦୋନ୍ନତି ହୋଇପାରେ । ପାରିବାରିକ କଳହ ଯୋଗୁ ମାନସିକ ଅଶାନ୍ତି ଦେଖାଦେବ ।
କୁମ୍ଭ: ବକେୟା ଅର୍ଥ ପ୍ରାପ୍ତି ହେବ । ସୁସ୍ୱାଦୁ ଖାଦ୍ୟ ଗ୍ରହଣ କରିବା ସହ ଭ୍ରମଣ ଯୋଗ ରହିଛି। ପରିବାରରେ ସାମାନ୍ୟ ଭେଦଭାବ ଦେଖାଦେଇପାରେ ।
ମୀନ: ପରିବାରରେ ଶାନ୍ତି ଶୃଙ୍ଖଳା ରହିବ । ବନ୍ଧୁବାନ୍ଧବଙ୍କ ସହ ମଧୁର ସମ୍ପର୍କ ସ୍ଥାପନ ହେବ । ଶାରୀରିକ ଓ ମାନସିକ ଶାନ୍ତି ପାଇବେ ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/08/RASI.jpg)