୧୬ ଫେବ୍ରୁଆରୀ, ଗୁରୁବାର: ସ୍ୱାସ୍ଥ୍ୟଗତ ସମସ୍ୟା ଯୋଗୁ ମନ ଭଲ ରହିବ ନାହିଁ

ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି ପାଇଁ ଖୁସିଖବର ମିଳିବ।

Rashi PhotoOR

Rashi

Niharika Rout
  • Published: Thursday, 16 February 2023
  • Updated: 16 February 2023, 07:38 AM IST

Sports

Latest News

ମେଷ: ବ୍ୟବସାୟରେ ଲାଭ ନ ହେବାରୁ ମନ ଭଲ ରହିବ ନାହିଁ, ଋଣ କରିପାରନ୍ତି । ନିର୍ମାଣଧୀନ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହେବାରୁ ବନ୍ଧୁଙ୍କର ସାହାଯ୍ୟ ନେଇପାରନ୍ତି। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି କ୍ଷେତ୍ରରେ ସୁଯୋଗ ପାଇବେ ।

ବୃଷ : ବ୍ୟବସାୟରେ ବାକି ପଡ଼ିଥିବା ଅର୍ଥ ପାଇଁ କଳହ ସୃଷ୍ଟି ହେବ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ ଏବଂ ସନ୍ତାନମାନଙ୍କ ବ୍ୟବହାର ବାପା ମା’ଙ୍କୁ କଷ୍ଟ ଦେବ। ପାରିବାରିକ କଳହ ଲାଗି ରହିବାରୁ ମନ ଭଲ ରହିବ ନାହିଁ।

ମିଥୁନ: ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇବା ସହିତ ଦୂରସ୍ଥାନକୁ ଯାତ୍ରା କରିବେ । ପରିବାରରେ ହସଖୁସିରେ ସମୟ ଅତିବାହିତ କରିବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

କର୍କଟ : ବହୁଦିନରୁ ଅଟକିଥିବା କାର୍ଯ୍ୟ ପାଇଁ ଖୁସି ଖବର ମିଳିବ ଏବଂ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ । ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ଦୂରସ୍ଥାନକୁ ଭ୍ରମଣ କରିବା ସହିତ ସୁସ୍ୱାଦୁ ଭୋଜନ କରିବେ। ରାଜନୀତି କରୁଥିବା ବ୍ୟକ୍ତି ସଫଳତା ପାଇପାରିବେ ଏବଂ କୌଣସି ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ।

ସିଂହ : ପାରିବାରିକ ଅଶାନ୍ତି ବୃଦ୍ଧି ହେବ । ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ ଓ ଅର୍ଥ ବ୍ୟୟ ହେବ। ନିର୍ମାଣଧୀନ କାର୍ଯ୍ୟରେ ବାଧାବିଘ୍ନ ଲାଗି ରହିବ ଯାହାକି ମନକୁ ଭାରାକ୍ରାନ୍ତ କରିବ । ଦୂରସ୍ଥାନକୁ ଯାତ୍ରା କରି ନୂଆ ବନ୍ଧୁଙ୍କ ସହିତ ଦେଖାହେବାରୁ ମନ ଖୁସି ରହିବ ।

କନ୍ୟା : ସାମାଜିକ କ୍ଷେତ୍ରରେ ମାନସମ୍ମାନ ପ୍ରାପ୍ତି ହେବ ଓ ଖୁସି ଖବର ମିଳିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି କରିବେ ଓ ଚାକିରି ପାଇଁ ଖୁସିଖବର ମିଳିବ। ନିର୍ମାଣଧୀନ କାର୍ଯ୍ୟ ପାଇଁ ଅର୍ଥ ବ୍ୟୟ ହେବ ଓ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

ତୁଳା : ସ୍ୱାମୀସ୍ତ୍ରୀ ମଧ୍ୟରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ । କର୍ମକ୍ଷେତ୍ରରେ ଗୁପ୍ତଶତୃ ବୃଦ୍ଧି ହେବେ । ଦୂରସ୍ଥାନକୁ ଗଲାବେଳେ ସାବଧାନତା ସହ ଯାଆନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ।

ବିଛା : ଅଧିକ ସମୟ ପୁଜାପୂଜିରେ ଅତିବାହିତ କରିବେ । କିନ୍ତୁ ପାରିବାରିକ ଜୀବନ ଖୁସି ରହିବ ନାହିଁ। ନିର୍ମାଣାଧୀନ କାର୍ଯ୍ୟ ପାଇଁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ ଓ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବ । ଛାତ୍ରଛାତ୍ରୀମାନେ ପାଠପଢ଼ାରେ ଉନ୍ନତି ନ କରିବାରୁ ବାପାମା’ ବ୍ୟସ୍ତ ହେବେ।

ଧନୁ : କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ଓ ପ୍ରତ୍ୟେକ କାର୍ଯ୍ୟରେ ଭାଗ୍ୟ ସୁଫଳ ପ୍ରଦାନ କରିବ । ଦୂରସ୍ଥାନକୁ ଯାତ୍ରା କରିବେ ଦାମ୍ପତ୍ୟ ଜୀବନ ସୁଖମୟ ହେବ। ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବାରୁ ମନ ଖୁସି ରହିବ ।

ମକର : ରାଜନୀତି କରୁଥିବା ବ୍ୟକ୍ତି ଲାଭ ପାଇବେ ନାହିଁ । କିନ୍ତୁ ସମାଜ କାମ ପାଇଁ ମନ ବଳାଇବେ। ବ୍ୟବସାୟୀମାନେ ଅଧିକ ଲାଭ ପାଇବେ ଓ ସାଂସ୍କୃତିକ କାର୍ଯ୍ୟରେ ଯୋଗ ଦେବେ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯିବାରୁ ମନ ଭଲ ରହିବ ନାହିଁ।

କୁମ୍ଭ : କର୍ମକ୍ଷେତ୍ରରେ ମାନସମ୍ମାନ ମିଳିବ ନାହିଁ । ପରିବାରରେ ଛୋଟ କଥାକୁ ନେଇ ଅଶାନ୍ତି ସୃଷ୍ଟି ହେବ। ଦୂରସ୍ଥାନକୁ ଗଲାବେଳେ ସାବଧାନ ହୋଇ ଯାଆନ୍ତୁ, ନଚେତ୍ ଅସୁବିଧାର ସମ୍ମୁଖୀନ ହେଇପାରନ୍ତି। ବ୍ୟବସାୟରେ ଲାଭ ପାଇଲେ ମଧ୍ୟ ଆଶାନୁରୂପ ଫଳ ମିଳିବ ନାହିଁ ।

ମୀନ: ପୂଜାର୍ଚ୍ଚନାରେ ଅଧିକ ସମୟ ଅତିବାହିତ କରିବେ । ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ। ମାଙ୍ଗଳିକ କାର୍ଯ୍ୟ ପାଇଁ ଖୁସି ଖବର ପ୍ରାପ୍ତି ହେବ ଓ ଘରକୁ ଅତିଥି ଆସିବେ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଦାମ୍ପତ୍ୟ ଜୀବନ ସୁଖମୟ ରହିବ ଓ ସୁସ୍ୱାଦୁ ଭୋଜନ କରିବେ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story