୧୬ ନଭେମ୍ବର, ଶୁକ୍ରବାର: ଅଯଥା ଚିନ୍ତା କରନ୍ତୁ ନାହିଁ

ମେଷ: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଘରକୁ ବନ୍ଧୁ ଆସିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି। ବୃଷ: ବ୍ୟସ୍ତତା ମଧ୍ୟରେ ଦିନଟି କଟିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଉପହାର ଓ ଧନପ୍ରାପ୍ତିର ଯୋଗ ରହିଛି। ମିଥୁନ: ଧାଁ-ଦୌଡ଼ରେ ଦିନଟି କଟିବ। ବ୍ୟବସାୟ ଓ ଚାକିରିରେ ସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧାଁ-ଦୌଡ଼ କରିପାରନ୍ତି। ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। […]

Rasi-Fala

Rasi-Fala

Rakesh Mallick
  • Published: Friday, 16 November 2018
  • Updated: 16 November 2018, 07:40 AM IST

Sports

Latest News

ମେଷ: ଆଜି ଦିନଟି ଭଲରେ କଟିବ। ଆର୍ଥିକ ସ୍ଥିତି ଦୃଢ଼ ହେବ। ଘରକୁ ବନ୍ଧୁ ଆସିପାରନ୍ତି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।

ବୃଷ: ବ୍ୟସ୍ତତା ମଧ୍ୟରେ ଦିନଟି କଟିବ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହୋଇପାରେ। ଉପହାର ଓ ଧନପ୍ରାପ୍ତିର ଯୋଗ ରହିଛି।

ମିଥୁନ: ଧାଁ-ଦୌଡ଼ରେ ଦିନଟି କଟିବ। ବ୍ୟବସାୟ ଓ ଚାକିରିରେ ସ୍ଥିତି ଭଲ ରହିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।

କର୍କଟ: ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଧାଁ-ଦୌଡ଼ କରିପାରନ୍ତି। ଚାକିରି କ୍ଷେତ୍ରରେ ଦାୟିତ୍ୱ ବଢ଼ିବ। ଅଯଥା ଚିନ୍ତା କରନ୍ତୁ ନାହିଁ।

ସିଂହ: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। କୌଣସି ସ୍ଥାନକୁ ବୁଲିବାକୁ ଯାଇପାରନ୍ତି। ମନୋରଞ୍ଜନ କ୍ଷେତ୍ରରେ ଖର୍ଚ୍ଚ କରିପାରନ୍ତି।

କନ୍ୟା: ଅନାବଶ୍ୟକ ଚିନ୍ତାରେ ଦିନଟି କଟିବ। କ୍ୟାରିୟରରେ ସମସ୍ୟା ଦେଖା ଦେଇପାରେ। ବନ୍ଧୁଙ୍କ ସହଯୋଗ ପାଇବେ।

ତୁଳା: ଅଟକି ରହିଥିବା କାମ ହୋଇଯିବ। ଧନପ୍ରାପ୍ତିର ଯୋଗ ରହିଛି। ମାନ-ସମ୍ମାନ ବୃଦ୍ଧି ପାଇବ। ବନ୍ଧୁ ପରିଜନଙ୍କ ପାଖରୁ ଉପହାର ପାଇପାରନ୍ତି।

ବିଛା: କାମରେ ବାଧା ଦେଖା ଦେଇପାରେ। ସ୍ୱାସ୍ଥ୍ୟର ଅବହେଳା କରନ୍ତୁ ନାହିଁ। ହଳଦୀଆ ସୋରିଷ ଖାଇ ଘରୁ ବାହାରକୁ ଯାଆନ୍ତୁ।

ଧନୁ: ଘରକୁ ବନ୍ଧୁ ଆସିପାରନ୍ତି। ଅଯଥା ଖର୍ଚ୍ଚାନ୍ତରେ ପଡ଼ି ପାରନ୍ତି। ନିଜ କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ସମ୍ପତ୍ତି ଲାଭର ଯୋଗ ରହିଛି। ଚାକିରିରେ ପରିବର୍ତ୍ତନ କରିପାରନ୍ତି। ନିଜ ଯୋଜନା ସମ୍ପର୍କରେ କାହା ସହ ଆଲୋଚନା କରନ୍ତୁ ନାହିଁ।

କୁମ୍ଭ: ଆଜି ଆପଣଙ୍କୁ ମିଶ୍ର ଫଳ ମିଳିବ। କାମର ଚାପ ଅଧିକ ରହିବ। କ୍ୟାରିୟରରେ ସୁଧାର ଆସିବ। ଚିନ୍ତା ଦୂର ହେବ।

ମୀନ: ସମ୍ପର୍କରେ ସମସ୍ୟା ଦେଖା ଦେଇପାରେ। ଧନହାନୀର ଯୋଗ ରହିଛି। ନିଜ କଥା ଓ ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story