୧୭ ମେ’, ମଙ୍ଗଳବାର: ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ

ମେଷ : ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ ଓ ପାରିବାରିକ ଅଶାନ୍ତି ବୃଦ୍ଧି ହେବ । ଛାତ୍ରଛାତ୍ରୀମାନେ ଶିକ୍ଷାରେ ଅବହେଳା କରିବାରୁ ଅସୁବିଧାରେ ପଡିବେ । ଯାନବାହନରେ ଗଲାବେଳେ ସାବଧାନର ସହିତ ଯାଆନ୍ତୁ । ବୃଷ : ଅତ୍ୟଧିକ ପରିଶ୍ରମ କରି ବ୍ୟବସାୟରେ ଲାଭ ପାଇବେ । ମହିଳାମାନେ ସୁଖି ହେବେ ଓ କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ । ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ ଓ ଶାରୀରିକ ଅସୁବିଧା ଦୂର ହୋଇଯିବ । ମିଥୁନ : […]

RASI

RASI

Niharika Rout
  • Published: Tuesday, 17 May 2022
  • Updated: 17 May 2022, 07:54 AM IST

Sports

Latest News

ମେଷ : ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ଚିନ୍ତିତ ରହିବେ ଓ ପାରିବାରିକ ଅଶାନ୍ତି ବୃଦ୍ଧି ହେବ । ଛାତ୍ରଛାତ୍ରୀମାନେ ଶିକ୍ଷାରେ ଅବହେଳା କରିବାରୁ ଅସୁବିଧାରେ ପଡିବେ । ଯାନବାହନରେ ଗଲାବେଳେ ସାବଧାନର ସହିତ ଯାଆନ୍ତୁ ।

ବୃଷ : ଅତ୍ୟଧିକ ପରିଶ୍ରମ କରି ବ୍ୟବସାୟରେ ଲାଭ ପାଇବେ । ମହିଳାମାନେ ସୁଖି ହେବେ ଓ କର୍ମକ୍ଷେତ୍ରରେ ମାନସମ୍ମାନ ପାଇବେ । ଶତ୍ରୁମାନେ ବନ୍ଧୁତାର ହାତ ବଢାଇବେ ଓ ଶାରୀରିକ ଅସୁବିଧା ଦୂର ହୋଇଯିବ ।

ମିଥୁନ : ବ୍ୟବସାୟରେ ଲାଭ ହେବାରୁ ଘର ପାଇଁ ନୂତନ ଦ୍ରବ୍ୟ କ୍ରୟ କରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ହେବ ଓ ମହିଳାମାନେ ଆନନ୍ଦରେ ସମୟ ଅତିବାହିତ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କର୍କଟ : କୌଣସି ନୂଆ ଯୋଜନା ପ୍ରସ୍ତୁତ କରିବାରୁ ଆଶା କରିଥିବା ବସ୍ତୁ ପାଇପାରନ୍ତି । କର୍ମକ୍ଷେତ୍ରରେ କୌଣସି ଅଜଣା ବ୍ୟକ୍ତି ବାଧା ସୃଷ୍ଟି କରିପାରନ୍ତି । ଛାତ୍ରଛାତ୍ରୀମାନେ ପାଠପଢାରେ ସଫଳତା ଲାଭ କରିବେ ।

ସିଂହ : କର୍ମକ୍ଷେତ୍ରରେ ସଫଳତା ପାଇଲେ ମଧ୍ୟ ବିବାଦର ଶିକାର ହେବେ । ବ୍ୟବସାୟରେ ଉନ୍ନତି ପଥରେ ଅଗ୍ରସର ହେବେ ଓ ଆକସ୍ମିକ ଧନଲାଭର ସୂଚନା ମିଳିବ । ମହିଳାମାନଙ୍କୁ ମାନସମ୍ମାନ ପ୍ରାପ୍ତି ହେବ ଓ ନୂତନ କର୍ମ ପାଇଁ ସୁଯୋଗ ମିଳିବ ।

କନ୍ୟା : ସରକାରୀ କର୍ମକ୍ଷେତ୍ରରେ ଆୟ ବୃଦ୍ଧି ପାଇବେ ଓ ଅଧିକ ପରିଶ୍ରମ କରି ସଫଳ ହେବେ । ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବାରୁ ମନ ଭଲ ରହିବ ନାହିଁ । ମହିଳାମାନେ ଧର୍ମପରାୟଣା ହେବେ ଏବଂ ଛାତ୍ରଛାତ୍ରୀମାନଙ୍କୁ ଚାକିରୀର ସୁଯୋଗ ମିଳିବ ।

ତୁଳା: ସାମ୍ବାଦିକମାନେ ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ । ଜାଗା, ଜମି, ଗୃହ ବାହନ ଆଦି ପାଇଁ ଚୁକ୍ତିପତ୍ର ହୋଇପାରେ ଓ ନୂତନ ଆୟର ପନ୍ଥା ଖୋଲିଯିବ । ଉଚ୍ଚ ସମ୍ଭାବନାର ଆଶା ଆଶ୍ୱାସନା ଲାଭ କରି ମାନସିକ ଶାନ୍ତି ଅନୁଭବ କରିବେ।

ବିଚ୍ଛା: ଶାରିରୀକ ସୁସ୍ଥତା ଦେଖା ଦେବା ସହ ଆକସ୍ମିକ ଧନ ଲାଭ ହେବ । ସହକର୍ମୀଙ୍କ ସହଯୋଗ ଯୋଗୁ କର୍ମକ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଧନଧାନ୍ୟ, ଐଶ୍ଚର୍ଯ୍ୟ, ମାନସମ୍ମାନ ତଥା ପରାକ୍ରମ ବୃଦ୍ଧି ପାଇବ ।

ଧନୁ: କର୍ମକ୍ଷେତ୍ରରେ ବିବାଦ ଉପୁଜିପାରେ  । ବ୍ୟବସାୟରେ ଲାଭବାନ ହେବେ । ଶାରିରୀକ ଅସୁସ୍ଥତା ଦେଖାଦେଇପାରେ, ସତର୍କ ରୁହନ୍ତୁ । ବ୍ୟବସାୟ କାର୍ଯ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବେ। ଜରୁରୀ କାର୍ଯ୍ୟରେ ବନ୍ଧୁ ସହଯୋଗର ହାତ ବଢ଼ାଇବେ।

ମକର: ଉପୁଜିଥିବା ପ୍ରତିବନ୍ଧକକୁ ବନ୍ଧୁଙ୍କ ମାଧ୍ୟମରେ ସମାଧାନ କରିବେ। ପୁରାତନ ରୋଗର ଉପଶମ ହେବ। କାହା ସହିତ ଶତ୍ରୁତା ଯୋଗୁ ମନ ଭଲ ରହି ନ ପାରେ।

କୁମ୍ଭ : କର୍ମକ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ପ୍ରିୟଜନଙ୍କ ସହଯୋଗରେ ବ୍ୟବସାୟରେ ଆର୍ଥିକ ଲାଭ ପାଇବେ । ପରିବାର ସହିତ ଆଜି ପରିଭ୍ରମଣ ଯୋଗ ରହିଛି । ସୁସ୍ୱାଦୁ ଭୋଜନ କରିବେ।

ମୀନ:  ବ୍ୟବସାୟ ଓ କର୍ମକ୍ଷେତ୍ରରେ ଲାଭ ପାଇବେ ଏବଂ ମାନସମ୍ମାନ ବୃଦ୍ଧି ପାଇବ । ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମିଳିବାରୁ ଆତ୍ମବଳ ବୃଦ୍ଧି ପାଇବ  । ଗୃହରେ କୌଣସି ମାଙ୍ଗଳିକ କାର୍ଯ୍ୟ ସମ୍ପନ ହୋଇପାରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story