୧୮ ଅଗଷ୍ଟ, ଶନିବାର: ଏହି ରାଶିର ଲୋକେ କୌଣସି ଶୁଭ ଖବର ପାଇପାରନ୍ତି

ମେଷ: ଧୈର୍ଯ୍ୟର ସହ କାମ କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ। ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଭଗବାନଙ୍କ ଆଶୀର୍ବାଦ ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ମିଥୁନ: କ୍ୟାରିଅରରେ ସଫଳତା ପାଇବେ।  ଅନାବଶ୍ୟକ ଦାୟିତ୍ୱ ନିଅନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ। କର୍କଟ: ଚିନ୍ତିତ ରହିବେ। ଅଧିକ ପରିଶ୍ରମ କରିପାରନ୍ତି। ଦାୟିତ୍ୱ ବଢ଼ିବ। ସୁସ୍ଥ ରହିବେ। ସିଂହ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବିବାହ […]

zodaic

Jitendra Garnayak
  • Published: Saturday, 18 August 2018
  • , Updated: 18 August 2018, 01:38 AM IST

ମେଷ: ଧୈର୍ଯ୍ୟର ସହ କାମ କରନ୍ତୁ। ବ୍ୟସ୍ତତା ଭିତରେ ଦିନଟି କଟିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ପୁରୁଣା ବନ୍ଧୁଙ୍କ ସହ ସାକ୍ଷାତ ହେବ।

ବୃଷ: ସ୍ୱାସ୍ଥ୍ୟ ଭଲ ରହିବ। ଭଗବାନଙ୍କ ଆଶୀର୍ବାଦ ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।

ମିଥୁନ: କ୍ୟାରିଅରରେ ସଫଳତା ପାଇବେ।  ଅନାବଶ୍ୟକ ଦାୟିତ୍ୱ ନିଅନ୍ତୁ ନାହିଁ। ଆର୍ଥିକ ସ୍ଥିତି ଭଲ ରହିବ।

କର୍କଟ: ଚିନ୍ତିତ ରହିବେ। ଅଧିକ ପରିଶ୍ରମ କରିପାରନ୍ତି। ଦାୟିତ୍ୱ ବଢ଼ିବ। ସୁସ୍ଥ ରହିବେ।

ସିଂହ: ରାସ୍ତାରେ ଯା’ଆସ କଲା ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ବିବାହ ସ୍ଥିର ହୋଇପାରେ। କାର୍ଯ୍ୟରେ ସଫଳତା ପାଇବେ। ଉପହାର ମିଳିବ।

କନ୍ୟା: ବ୍ୟବସାୟରେ ଆଶା ମୁତାବକ ଲାଭ ମିଳିବ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଅପରାହ୍ନ ପରେ ଅସୁସ୍ଥ ଅନୁଭବ କରିବେ।

ତୁଳା: ଅସୁସ୍ଥ ଅନୁଭବ କରିବେ। ବାଦ-ବିବାଦ ଠାରୁ ଦୂରେଇ ରୁହନ୍ତୁ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ବିଚ୍ଛା: ଅଳସୁଆ ଅନୁଭବ କରିବେ। ହଠାତ୍ କୌଣସି ଶୁଭ ଖବର ଶୁଣି ପାରନ୍ତି। ସୁସ୍ଥ ରହିବେ।

ଧନୁ: ଖର୍ଚ୍ଚ ବଢ଼ିବ। ମାନ-ସମ୍ମାନ ମିଳିବ। ଉପହାର ମିଳିବ। ପରିବାରରେ ହସଖୁସିର ପରିବେଶ ରହିବ।

ମକର: କୌଣସି କଥାକୁ ନେଇ ଚିନ୍ତିତ ରହିବେ।  କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମୀଯୁଗଳଙ୍କ ମଧ୍ୟରେ ଝଗଡ଼ା ହୋଇପାରେ।

କୁମ୍ଭ: ଆର୍ଥିକ ସ୍ଥିତି ଭଲ ରହିବ। ସ୍ୱାସ୍ଥ୍ୟ ଭଲ ରହିବ। ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ବନ୍ଧୁଙ୍କ ସହ ମତାନ୍ତର ହୋଇପାରେ। ଧନହାନିର ଯୋଗ ରହିଛି। ପରିବାରରେ ହସଖୁସିର ବାତାରବଣ ରହିବ।

 

Related story