Advertisment

୧୮ ଅଗଷ୍ଟ, ବୁଧବାର: ଅର୍ଥଲାଭର ସୁଯୋଗ ଆସିବ

ମେଷ: ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ବିବାଦ ବୃଦ୍ଧି ପାଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ବୃଦ୍ଧି ପାଇବ ।  ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ । ବ୍ୟବସାୟରେ ସଫଳତା ପାଇବେ। ଶାରୀରିକ ଅସୁସ୍ଥତା ଦେଖାଦେବ । ମିଥୁନ: ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ଆଶା ଅଛି । ବ୍ୟବସାୟରେ ସଫଳତା ପାଇବେ। ମହିଳାମାନେ ପାରିବାରିକ ସୁଖ ପାଇବେ। କର୍କଟ: ଦୈନିକ ରୋଜଗାର ବୃଦ୍ଧି  ପାଇବ । ଚାକିରୀ କ୍ଷେତ୍ରରେ ଶୁଭଫଳ […]

୨୯ସେପ୍ଟେମ୍ବର, ବୁଧବାର: କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ

RASI

Advertisment

ମେଷ:ବ୍ୟବସାୟରେ ଲାଭ କ୍ଷତି ସମାନ ରହିବ । କର୍ମକ୍ଷେତ୍ରରେ ବିବାଦ ବୃଦ୍ଧି ପାଇପାରେ। ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସୁସମ୍ପର୍କ ବୃଦ୍ଧି ପାଇବ ।

Advertisment

 ବୃଷ: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ । ବ୍ୟବସାୟରେ ସଫଳତା ପାଇବେ। ଶାରୀରିକ ଅସୁସ୍ଥତା ଦେଖାଦେବ ।

ମିଥୁନ: ଚାକିରୀ କ୍ଷେତ୍ରରେ ପଦୋନ୍ନତି ହେବାର ଆଶା ଅଛି । ବ୍ୟବସାୟରେ ସଫଳତା ପାଇବେ। ମହିଳାମାନେ ପାରିବାରିକ ସୁଖ ପାଇବେ।

Advertisment

କର୍କଟ:ଦୈନିକ ରୋଜଗାର ବୃଦ୍ଧି  ପାଇବ । ଚାକିରୀ କ୍ଷେତ୍ରରେ ଶୁଭଫଳ ପାଇବେ । ନୂତନ ଭୂମି ଓ ବାହାନ କ୍ରୟର ସୁଯୋଗ ପାଇବେ ।

ସିଂହ:ବ୍ୟବସାୟରେ ଲାଭବାନ ହେବେ । ଶତ୍ରୁମାନେ ପରାଜିତ ହେବେ । କିନ୍ତୁ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ, କର୍ଣ୍ଣ ପୀଡା ଭୋଗିପାରନ୍ତି।

କନ୍ୟା: ନୂତନ କର୍ମସଂସ୍ଥାନ ମିଳିପାରେ। ଅର୍ଥଲାଭର ସୁଯୋଗ ଆସିବ । ଶାରୀରିକ ଅସୁସ୍ଥତା ଦେଖାଦେବ, ପେଟ ବ୍ୟଥା ହୋଇପାରେ।

ତୁଳା: ମାନସମ୍ମାନ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସଫଳତା ପାଇବେ।  କୌଣସି କାର୍ଯ୍ୟରେ ଅତ୍ୟଧିକ ବ୍ୟୟ ହୋଇପାରେ । ସେଥିପାଇଁ ମନ ଅଶାନ୍ତି ରହିବ ।

ବିଛା:କର୍ମକ୍ଷେତ୍ରରେ ବାଦବିବାଦ ଦେଖା ଦେଇପାରେ। ଶାରୀରିକ ଅସୁସ୍ଥତା ବୃଦ୍ଧି ପାଇବ । ଶତ୍ରୁମାନେ ହଇରାଣ କରିପାରନ୍ତି ।

ଧନୁ:ଚାକିରୀ କ୍ଷେତ୍ରରେ ପଦୋନ୍ନତିର ସୁଯୋଗ ଆସିବ। ବ୍ୟବସାୟରେ ସଫଳତା ପାଇବେ । ମହିଳାମାନେ ନୂତନ ଦ୍ରବ୍ୟ କ୍ରୟ କରିବେ ଏବଂ ଶାନ୍ତି ପାଇବେ ।

ମକର:କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ ଦ୍ୱାରା ମନ ଅଶାନ୍ତ ରହିବ । ଲାଭ କ୍ଷତି ସମାନ ରହିବ । ଶାରୀରିକ ଅସୁସ୍ଥତା ଦେଖା ଦେଇପାରେ।

କୁମ୍ଭ:ବ୍ୟବସାୟରେ ଲାଭ ପାଇବେ। ବନ୍ଧୁଙ୍କ ସହଯୋଗ ପାଇବେ। ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ମୀନ:ଅବରୋଧ ହୋଇ ରହିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ । ଅର୍ଥଲାଭର ସୁଯୋଗ ଆସିବ । ପାରିବାରିକ ସୁଖ ବୃଦ୍ଧି ପାଇବ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe