୧୮ ମାର୍ଚ୍ଚ, ସୋମବାର: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ

ମେଷ: ଅଧିକ ଚିନ୍ତିତ ରହିବେ। ଫଳରେ ଯେକୌଣସି କଥା ଓ ବ୍ୟବହାର ଆପଣଙ୍କୁ କଷ୍ଟ ଦେଇପାରେ। ସମ୍ପତ୍ତି ଉପରେ ଚର୍ଚ୍ଚା କରନ୍ତୁ ନାହିଁ। ବୃଷ:  ଚିନ୍ତାଗ୍ରସ୍ତ ରହିବେ। ବ୍ୟବସାୟ ସମ୍ପର୍କିତ ମାମଲାରେ ଟିକେ ସତର୍କ ରୁହନ୍ତୁ। ଚାକିରି କ୍ଷେତ୍ରରେ ଥିବା ଚିନ୍ତା ଦୂର ହେବ। ମିଥୁନ: ଆର୍ଥିକ ସଙ୍କଟ ଦୂର ହେବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ। କର୍କଟ: ଆର୍ଥିକ ଲାଭ ମିଳିବ। ସୁସ୍ୱାଦୁ […]

rashi

rashi

Rajalaxmi Sahu
  • Published: Monday, 18 March 2019
  • Updated: 18 March 2019, 08:05 AM IST

Sports

Latest News

ମେଷ: ଅଧିକ ଚିନ୍ତିତ ରହିବେ। ଫଳରେ ଯେକୌଣସି କଥା ଓ ବ୍ୟବହାର ଆପଣଙ୍କୁ କଷ୍ଟ ଦେଇପାରେ। ସମ୍ପତ୍ତି ଉପରେ ଚର୍ଚ୍ଚା କରନ୍ତୁ ନାହିଁ।

ବୃଷ:  ଚିନ୍ତାଗ୍ରସ୍ତ ରହିବେ। ବ୍ୟବସାୟ ସମ୍ପର୍କିତ ମାମଲାରେ ଟିକେ ସତର୍କ ରୁହନ୍ତୁ। ଚାକିରି କ୍ଷେତ୍ରରେ ଥିବା ଚିନ୍ତା ଦୂର ହେବ।

ମିଥୁନ: ଆର୍ଥିକ ସଙ୍କଟ ଦୂର ହେବ। ପରିବାରରେ ଶାନ୍ତି ଓ ଆନନ୍ଦର ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିବ।

କର୍କଟ: ଆର୍ଥିକ ଲାଭ ମିଳିବ। ସୁସ୍ୱାଦୁ ଭୋଜନ ଖାଇବେ। ଶାରୀରିକ ଓ ମାନସିକ ସ୍ତରରେ ଆନନ୍ଦ ମିଳିବ। ଗାଡ଼ି ଚଲାଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ।

ସିଂହ: କୋର୍ଟ କଚେରୀ ମାମଲାରୁ ଦୂରରେ ରୁହନ୍ତୁ। ଖର୍ଚ୍ଚ ବଢ଼ିପାରେ। ତେଣୁ ଦେଖିଚାହିଁ ଖର୍ଚ୍ଚ କରନ୍ତୁ। ଆଜି କୌଣସି କ୍ଷେତ୍ରରେ ନିବେଶ କରନ୍ତୁ ନାହିଁ।

କନ୍ୟା: ବିଦେଶ ଯାତ୍ରା ଯୋଗ ରହିଛି। ଚାକିରି କ୍ଷେତ୍ରରେ ଥିବା ସମସ୍ୟା ଦୂର ହେବ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ତୁଳା: ସ୍ଥାନ ପରିବର୍ତ୍ତନର ଯୋଗ ରହିଛି। ଚାକିରି କରିଥିବା ବ୍ୟକ୍ତିଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି।

ବିଛା: ବୟସ୍କ ବ୍ୟକ୍ତିଙ୍କୁ ସମ୍ମାନ କରନ୍ତୁ। ବ୍ୟବସାୟିକ କ୍ଷେତ୍ରରେ ଥିବା ଲୋକଙ୍କର ଦୂର ସ୍ଥାନକୁ ଯାତ୍ରା ଯୋଗ ରହିଛି। ଆଜି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନ ନେଲେ ଭଲ।

ଧନୁ: ପରିବାରର ସଦସ୍ୟଙ୍କ ସହିତ କୌଣସି ସ୍ଥାନକୁ ଭ୍ରମଣ କରିପାରନ୍ତି। କୌଣସି ନୂଆ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ। ସ୍ୱାସ୍ଥ୍ୟପ୍ରତି ଧ୍ୟାନ ଦିଅନ୍ତୁ।

ମକର: ଧନଲାଭ ଯୋଗ ଅଛି। କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ଭଲ ରହିବ। ବିଦ୍ୟାର୍ଥୀମାନେ ପାଠପଢ଼ାରେ ଧ୍ୟାନ ଦିଅନ୍ତୁ।

କୁମ୍ଭ:  ଅଟକି ରହିଥିବା ଧନ ମିଳିବ। ପରିବାରରେ ଭଲ ବାତାବରଣ ରହିବ। ଚାକିରି ଓ ବ୍ୟବସାୟ କ୍ଷେତ୍ରରେ ସହଯୋଗୀଙ୍କଠୁ ସାହାଯ୍ୟ ମିଳିବ।

ମୀନ: ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ। ଗୁରୁଜନଙ୍କୁ ସମ୍ମାନ କରନ୍ତୁ। ପେଟରେ ଯନ୍ତ୍ରଣା ହୋଇପାରେ। ମନରେ ଭୟ ରହିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story