୧୮ ନଭେମ୍ବର, ଶୁକ୍ରବାର: ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇ ପାରନ୍ତି

ମେଷ: ଭବିଷ୍ୟତ ପାଇଁ ଯୋଜନା କରି ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇ ପାରନ୍ତି । ନିଜ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ । ଉଚ୍ଚାଧିକାରୀମାନଙ୍କ ସହିତ ସମ୍ପର୍କ ଖରାପ ହେବାକୁ ଦିଅନ୍ତୁ ନାହିଁ। ବୃଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଶରୀର ସୁସ୍ଥ ରହିବ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳ ହେବେ। ପ୍ରଶାସନିକ କାର୍ଯ୍ୟରେ  ଉନ୍ନତି ହେବାର ସମ୍ଭାବନା ଅଛି । ରାଜନୀତି ସହ ଜଡିତ ଲୋକଙ୍କ ଉପରେ ଅନେକ […]

RASI

RASI

Niharika Rout
  • Published: Friday, 18 November 2022
  • Updated: 18 November 2022, 07:30 AM IST

Sports

Latest News

ମେଷ: ଭବିଷ୍ୟତ ପାଇଁ ଯୋଜନା କରି ଅନାବଶ୍ୟକ ଖର୍ଚ୍ଚ ଉପରେ ଅଙ୍କୁଶ ଲଗାଇ ପାରନ୍ତି । ନିଜ କାର୍ଯ୍ୟ ପାଇଁ ଅନ୍ୟମାନଙ୍କ ଉପରେ ଅଧିକ ନିର୍ଭର କରନ୍ତୁ ନାହିଁ । ଉଚ୍ଚାଧିକାରୀମାନଙ୍କ ସହିତ ସମ୍ପର୍କ ଖରାପ ହେବାକୁ ଦିଅନ୍ତୁ ନାହିଁ।

ବୃଷ: ସ୍ୱାସ୍ଥ୍ୟ ସମସ୍ୟା ଦୂର ହୋଇ ଶରୀର ସୁସ୍ଥ ରହିବ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳ ହେବେ। ପ୍ରଶାସନିକ କାର୍ଯ୍ୟରେ  ଉନ୍ନତି ହେବାର ସମ୍ଭାବନା ଅଛି । ରାଜନୀତି ସହ ଜଡିତ ଲୋକଙ୍କ ଉପରେ ଅନେକ ଦାୟିତ୍ୱ ଆସିପାରେ

ମିଥୁନ: ପରିବାର ସଦସ୍ୟଙ୍କ ସହିତ ଖୁସିରେ ସମୟ ଅତିବାହିତ କରିବେ। ଅତୀତରେ ଆପଣ କରିଥିବା ଭଲ କାର୍ଯ୍ୟ  ପାଇଁ ପ୍ରଶଂସିତ ହେବେ । ଉତ୍ପାଦନ ସହିତ ଜଡିତ ବ୍ୟବସାୟ ବୃଦ୍ଧି ପାଇବା ସହ ଆର୍ଥିକ ସମସ୍ୟା ଦୂର ହୋଇଯିବ ।

କର୍କଟ: କର୍ମକ୍ଷେତ୍ରରେ ବରିଷ୍ଠ ବ୍ୟକ୍ତିଙ୍କ ସହ ସୁ-ସମ୍ପର୍କ ଫଳରେ ପ୍ରଶଂସା ପାଇବେ। ରାଜନୀତି କ୍ଷେତ୍ରରେ ଯୋଜନା ମୁତାବକ କାମ କଲେ କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଆଚାର ବ୍ୟବହାର, କଥାବାର୍ତ୍ତାରେ ନିୟନ୍ତ୍ରଣ ନ ରହିଲେ ଅନୁତାପ କରିପାରନ୍ତି ।

ସିଂହ: ସଭାସମିତି, ସାହିତ୍ୟ ଓ କଳାକ୍ଷେତ୍ରରେ ସମ୍ମାନ ପାଇବେ । ପ୍ରାଚୀନମାନଙ୍କ ମାର୍ଗଦର୍ଶନ ଜାରି ରଖିଲେ କର୍ମକ୍ଷେତ୍ରରେ ରାଜକୀୟ ସମ୍ମାନ ମିଳିବ । ଯେକୌଣସି ନୂତନ କାର୍ଯ୍ୟ କରିବେ କିମ୍ବା ଯୋଜନା ପ୍ରସ୍ତୁତ କରିବେ ତାହା ଭବିଷ୍ୟତ ପାଇଁ ଶୁଭଫଳ ଦେବ ।

କନ୍ୟା:  ଅନ୍ୟମାନଙ୍କ ସାହାଯ୍ୟ ସହଯୋଗ ପାଇ ସ୍ୱାର୍ଥ ସିଦ୍ଧିର ପଥକୁ ପ୍ରଶସ୍ତ କରିବେ। ସାମାଜିକ କାର୍ଯ୍ୟରେ ବିଜୟୀ ହେବେ ଓ କଠିନ ପରିଶ୍ରମ କରିବା ଦ୍ୱାରା ଯଶ, ମାନ ସମ୍ମାନ ମିଳିବ।  ନୂତନ ଓ ପୁରାତନ ଯୋଜନା ଫଳପ୍ରଦ ହେବା ସହଜ ସରଳ ହୋଇଯିବ।

ତୁଳା: ଶିକ୍ଷାକ୍ଷେତ୍ରରେ ବିଦ୍ୟାର୍ଥୀମାନେ ନିଜର ଉଦ୍ଦେଶ୍ୟକୁ ସଫଳ କରିବାରେ ସକ୍ଷମ ହେବେ। ରାଜନୀତି କ୍ଷେତ୍ରରେ ଆଦର୍ଶବାଦୀ ହୋଇ  ପ୍ରଶଂସିତ ହେବେ । ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାର ଯୋଜନା ପ୍ରସ୍ତୁତ କରିପାରନ୍ତି।

ବିଚ୍ଛା: ସାମାଜିକ କାର୍ଯ୍ୟରେ ବନ୍ଧୁମିତ୍ରଙ୍କଠାରୁ ବହୁତ ସାହାଯ୍ୟ ସହଯୋଗ ମିଳିବ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ହେବ ଓ ମାନସିକ ଶାନ୍ତି ଅନୁଭବ କରିବେ । ରାଜନୈତିକ କ୍ଷେତ୍ରରେ ଅତ୍ୟଧିକ କାର୍ଯ୍ୟ ଚାପ ଯୋଗୁ ଚିନ୍ତିତ ରହିପାରନ୍ତି।

ଧନୁ: ବ୍ୟବସାୟୀମାନଙ୍କର କାରବାର ବଢିବା ସହ ମନ ମୁତାବକ ଲାଭବାନ ହେବେ । ସ୍ୱାସ୍ଥ୍ୟହାନୀ ହେବା ସହ ସନ୍ତାନମାନଙ୍କ ଭବିଷ୍ୟତ ନେଇ ଚିନ୍ତିତ ରହିବେ । ରାସ୍ତାଘାଟରେ ଯଥେଷ୍ଟ ସତର୍କ ହୋଇ ଚଳିବା ଉଚିତ୍।

ମକର: ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ। ପରିବାରରେ ଆଶା କରୁଥିବା ଖବର ପାଇ ଖୁସି ହୋଇଯିବେ । ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

କୁମ୍ଭ: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ମନ ଭଲ ରହିବ। ଅଟକିଥିବା କାର୍ଯ୍ୟ ସହଜରେ ପୂରଣ କରିପାରିବେ ଓ ସାମାଜିକ ପ୍ରତିଷ୍ଠା, ମାନ ସମ୍ମାନ ବୃଦ୍ଧି ପାଇବ । ସମସ୍ୟା ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ।

ମୀନ: ପରିବାରରେ ସୁସ୍ଥ ବାତାବରଣ ଜାରି ରହିବ ଓ ଦାମ୍ପତ୍ୟ ସୁଖରେ ମଧୁରତା ଆସିବ। ରାଜନୀତି କ୍ଷେତ୍ରରେ ଇଛା ନ ଥିଲେ ମଧ୍ୟ କେତେକ କର୍ମ କରିବାକୁ ବାଧ୍ୟ ହେବେ। ଯାନବାହାନ ସମ୍ବନ୍ଧୀୟ ସମସ୍ୟା ଦେଖାଦେଇପାରେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story