୧୮ ଅକ୍ଟୋବର,ସୋମବାର; ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ

ମେଷ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇବେ। ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ମହିଳାମାନେ ଚିନ୍ତିତ ରହିବେ। ବୃଷ: ବ୍ୟବସାୟରେ ଅଧିକ ଲାଭ ପାଇବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ହେବ। ନୂତନ ଆୟପନ୍ଥା ମିଳିବାର ସୁଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କର୍କଟ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ, ସେଥିପାଇଁ ମନ ଅଶାନ୍ତ ରହିବ। ପରିବାରରେ ଶାନ୍ତି ଦେଖାଦେବ। ମହିଳାମାନେ ଧର୍ମକାର୍ଯ୍ୟରେ ମନ ଦେବେ। ସିଂହ: […]

RASI

Tapaswini Nayak
  • Published: Monday, 18 October 2021
  • , Updated: 18 October 2021, 07:26 AM IST

ମେଷ: କର୍ମକ୍ଷେତ୍ରରେ କଠିନ ପରିଶ୍ରମ କରି ସଫଳତା ପାଇବେ। ଶାରିରୀକ ଅସୁସ୍ଥତା ଅନୁଭବ କରିବେ। ମହିଳାମାନେ ଚିନ୍ତିତ ରହିବେ।

ବୃଷ: ବ୍ୟବସାୟରେ ଅଧିକ ଲାଭ ପାଇବେ। ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ।

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ହେବ। ନୂତନ ଆୟପନ୍ଥା ମିଳିବାର ସୁଯୋଗ ପାଇବେ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି।

କର୍କଟ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ, ସେଥିପାଇଁ ମନ ଅଶାନ୍ତ ରହିବ। ପରିବାରରେ ଶାନ୍ତି ଦେଖାଦେବ। ମହିଳାମାନେ ଧର୍ମକାର୍ଯ୍ୟରେ ମନ ଦେବେ।

ସିଂହ: ବ୍ୟବସାୟରେ ଲାଭବାନ ହେବେ। ନୂତନ ବାହାନ କ୍ରୟ କରିପାରନ୍ତି। ମହିଳାମାନେ ସୁଖୀ ହେବେ।

କନ୍ୟା: ମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ଶାରିରୀକ ଅସୁସ୍ଥତା ଦୂର ହେବ। ବନ୍ଧୁଙ୍କ ସହ ସାକ୍ଷାତ ହେବ।

ତୁଳା: କର୍ମକ୍ଷେତ୍ରରେ ମାନ-ସମ୍ମାନ ପାଇବେ। ଅନେକ ସମସ୍ୟାର ସମାଧାନ ହୋଇଯିବ। ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ।

ବିଛା: କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ, ସତର୍କ ରୁହନ୍ତୁ। ବାଦବିବାଦରେ ପଡିପାରନ୍ତି। ପାରିବାରିକ ଚିନ୍ତା ବୃଦ୍ଧି ପାଇବ ।

ଧନୁ: ଯାତ୍ରା  କରନ୍ତୁ ନାହିଁ। ଦୁର୍ଘଟଣାର ସମ୍ଭାବନା ଅଛି, ସାବଧାନ ରହିବେ। ପରିବାରରେ ଶାନ୍ତି ପାଇବେ। କଥା ଉପରେ ନିୟନ୍ତ୍ରଣ ରଖନ୍ତୁ।

ମକର: ଆୟର ନୂତନ ପନ୍ଥା ମିଳିବ। କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ। ପରିବାରରେ ସୁଖଶାନ୍ତିରେ ଦିନଟିକୁ ଅତିବାହିତ କରିବେ।

କୁମ୍ଭ:  ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ। ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ। ଧର୍ମକାର୍ଯ୍ୟରେ ଯୋଗ ଦେବେ।

ମୀନ:  ପଦୋନ୍ନତି ହୋଇପାରେ। ପରିବାର ସଦସ୍ୟଙ୍କ ସହ ବାହାରକୁ ବୁଲିବାକୁ ଯାଇପାରନ୍ତି। ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି।

 

Related story