୧୮ ସେପ୍ଟେମ୍ବର, ମଙ୍ଗଳବାର: ଏହି ରାଶିର ବ୍ୟକ୍ତି ଧନହାନୀର ସମ୍ମୁଖୀନ ହୋଇପାରନ୍ତି

ମେଷ: ସ୍ୱାସ୍ଥ୍ୟ ଠିକ ରହିବ। ପିଲାମାନଙ୍କ ପକ୍ଷରୁ ଶୁଭ ଖବର ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ବୃଷ: କାମର ଚାପ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟାର ସମାଧାନ ହୋଇଯିବ। ମିଥୁନ: ପାରିବାରିକ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି। କର୍କଟ: ବ୍ୟବସାୟରେ ଲାଭବାନ ହେବେ। ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ଥତା ମଧ୍ୟରେ […]

Rasi-Fala-7

Rasi-Fala-7

Rakesh Mallick
  • Published: Tuesday, 18 September 2018
  • Updated: 18 September 2018, 02:17 AM IST

Sports

Latest News

ମେଷ: ସ୍ୱାସ୍ଥ୍ୟ ଠିକ ରହିବ। ପିଲାମାନଙ୍କ ପକ୍ଷରୁ ଶୁଭ ଖବର ପାଇବେ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।
ବୃଷ: କାମର ଚାପ ରହିବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ଗୁଡ଼ ଖାଇ ଘରୁ ବାହାରନ୍ତୁ, ସମସ୍ୟାର ସମାଧାନ ହୋଇଯିବ।
ମିଥୁନ: ପାରିବାରିକ ଜୀବନରେ ଲାଗି ରହିଥିବା ମତାନ୍ତର ଦୂର ହେବ। ପ୍ରିୟ ବ୍ୟକ୍ତିଙ୍କ ସହ ସାକ୍ଷାତ ହୋଇପାରେ। ହଠାତ୍‌ ଧନ ପ୍ରାପ୍ତିର ଯୋଗ ରହିଛି।
କର୍କଟ: ବ୍ୟବସାୟରେ ଲାଭବାନ ହେବେ। ଧନ ପ୍ରାପ୍ତିର ଯୋଗ ରହିଛି। ବ୍ୟସ୍ଥତା ମଧ୍ୟରେ ଦିନଟି କଟିବ।
ସିଂହ: ପିଲାମାନଙ୍କ ଭାଗ୍ୟରେ ଉନ୍ନତି ଘଟିବ। ଚାକିରିରେ ପଦୋନ୍ନତିର ଯୋଗ ରହିଛି। ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି।
କନ୍ୟା: ଖାଇବା, ପିଇବା ଉପରେ ନଜର ରଖନ୍ତୁ। ଧନହାନୀର ଯୋଗ ରହିଛି। ଲାଲ ରଙ୍ଗର ଫଳ ଦାନ କରନ୍ତୁ, ସମସ୍ୟା ଟଳିଯିବ।
ତୁଳା: ଚାକିରି ଓ ବ୍ୟବସାୟରେ ସଫଳତା ମିଳିବାର ଯୋଗ ରହିଛି। ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ। କୌଣସି ସ୍ଥାନକୁ ଯାତ୍ରା କରିପାରନ୍ତି।
ବିଛା: ଶିକ୍ଷା ଓ ପ୍ରତିଯୋଗିତା ମୂଳକ କ୍ଷେତ୍ରରେ ସଫଳତା ପାଇବେ। ନୂଆ କାମ ହାତକୁ ନେଇପାରନ୍ତି। ଘରେ ଶୁଭ କାମ ହେବ।
ଧନୁ: କ୍ୟାରିଅରରେ ସଫଳତା ମିଳିବାର ଯୋଗ ରହିଛି। ଅଟକି ରହିଥିବା କାମ ହୋଇଯିବ। ଉପହାର ଓ ମାନ-ସମ୍ମାନ ମିଳିବ।
ମକର: ମାନିକ ଅଶାନ୍ତିରେ ଦିନଟି କଟିବ। ବାଦ ବିବାଦରୁ ଦୂରେଇ ରୁହନ୍ତୁ। ନିଜ କଥା ପରେ ନିୟନ୍ତ୍ରଣ ରଖନ୍ତୁ।
କୁମ୍ଭ: ଋଣ ପରିଶୋଧର ସୁଯୋଗ ପାଇବେ। ଧନ ପ୍ରାପ୍ତିର ଯୋଗ ରହିଛି। ଦିନଟି ବ୍ୟସ୍ଥତା ମଧ୍ୟରେ କଟିବ।
ମୀନ: ପିଲାମାନଙ୍କ ସମସ୍ୟା ଦୂର ହେବ। ଧନ ପ୍ରାପ୍ତିର ଯୋଗ ରହିଛି। ବନ୍ଧୁ ପରିଜନଙ୍କ ପାଖରୁ ଭଲ ଖବର ପାଇବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story