Advertisment

୧୯ ଜାନୁଆରୀ, ବୁଧବାର: ମହିଳାମାନେ ଚିନ୍ତିତ ରହିବେ

ମେଷ: ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ମହିଳାମାନେ ଚିନ୍ତିତ ରହିବେ । ବୃଷ: ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇବେ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ । ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ନୂତନ ଆୟପନ୍ଥା ମିଳିବାର ସୁଯୋଗ ପାଇବେ । କର୍କଟ: କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ, ସେଥିପାଇଁ […]

author-image
Niharika Rout
ଅଦ୍ୟତନ ହୋଇଛି
୭ ଜାନୁଆରୀ, ଶୁକ୍ରବାର: ସହକର୍ମୀ ଈର୍ଷାନ୍ୱିତ ହେବେ

RASI

ମେଷ: ବିଭିନ୍ନ କାରଣରୁ ମାନସିକ ଅଶାନ୍ତି ଦେଖାଦେବ। ଶାରୀରିକ ଅସୁସ୍ଥତା ଅନୁଭବ କରିବେ । ମହିଳାମାନେ ଚିନ୍ତିତ ରହିବେ ।

Advertisment

ବୃଷ:ବ୍ୟବସାୟ ବାଣିଜ୍ୟରେ ଆଶାରୁ ଅଧିକ ଲାଭ ପାଇବେ । ନୂତନ ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି । ବିଭିନ୍ନ ସମସ୍ୟାର ସମାଧାନ ହୋଇଯିବ ।

ମିଥୁନ: କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ନୂତନ ଆୟପନ୍ଥା ମିଳିବାର ସୁଯୋଗ ପାଇବେ ।

Advertisment

କର୍କଟ:କର୍ମକ୍ଷେତ୍ରରେ ବାଦବିବାଦ ଦେଖାଦେଇପାରେ, ସେଥିପାଇଁ ମନ ଅଶାନ୍ତ ରହିବ । ପରିବାରରେ ଶାନ୍ତି ଦେଖାଦେବ ।ମହିଳାମାନେ ଧର୍ମ କାର୍ଯ୍ୟରେ ମନ ଦେବେ ।

ସିଂହ:ବ୍ୟବସାୟରେ ଲାଭବାନ ହେବେ । ନୂତନ ବାହାନ କ୍ରୟ କରିପାରନ୍ତି । ମହିଳାମାନେ ସୁଖି ହେବେ ।

କନ୍ୟା: କର୍ମକ୍ଷେତ୍ରରେ ଉନ୍ନତି ହେବ । ବ୍ୟବସାୟରେ ସଫଳତା ପାଇବେ । ଶାରିରୀକ ଅସୁସ୍ଥତା ଦୂର ହେବ।

ତୁଳା: କର୍ମକ୍ଷେତ୍ରରେ ମାନ ସମ୍ମାନ ପାଇବେ । ଅନେକ ସମସ୍ୟାର ସମାଧାନ ହୋଇଯିବ । ଆର୍ଥିକ ଅବସ୍ଥା ସ୍ୱଚ୍ଛଳ ରହିବ ।

ବିଛା:କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଇପାରେ, ସତର୍କ ରୁହନ୍ତୁ । ବାଦବିବାଦରେ ପଡିପାରନ୍ତି । ପାରିବାରିକ ଚିନ୍ତା ବୃଦ୍ଧି ପାଇବ ।

ଧନୁ:କର୍ମକ୍ଷେତ୍ରରେ ବାଦବିବାଦ ସୃଷ୍ଟି ହୋଇପାରେ । ଦୁର୍ଘଟଣାର ସମ୍ଭାବନା ଅଛି, ସାବଧାନ ରହିବେ । ପରିବାରରେ ଶାନ୍ତି ପାଇବେ ।

ମକର:ଆୟର ନୂତନ ପନ୍ଥା ମିଳିବ । କର୍ମକ୍ଷେତ୍ରରେ ପ୍ରଶଂସା ପାଇବେ । ପରିବାରରେ ସୁଖଶାନ୍ତିରେ ଦିନଟିକୁ ଅତିବାହିତ କରିବେ ।

କୁମ୍ଭ: କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମାଧାନ ହେବ।  ବନ୍ଧୁଙ୍କ ସହଯୋଗ ପ୍ରାପ୍ତ ହେବ । ଧର୍ମକାର୍ଯ୍ୟରେ ଯୋଗ ଦେବେ ।

ମୀନ:କର୍ମକ୍ଷେତ୍ରରେ ପଦୋନ୍ନତି ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ଲାଭବାନ ହେବେ । ନୂତନ ଦ୍ରବ୍ୟ କ୍ରୟ କରିପାରନ୍ତି ।