୧୯ ଜୁଲାଇ, ମଙ୍ଗଳବାର: ନୂତନ ଆୟପନ୍ଥା ମିଳିପାରେ

ମେଷ: ସରକାରୀ ସ୍ତରରେ ସମ୍ମାନିତ ହେବେ। ରୋଜଗାର କ୍ଷେତ୍ରରେ ଲାଭବାନ ହେବେ । ସାମନ୍ୟ ମାତ୍ରାରେ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି  ।  ବୃଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମାନସିକ ଅଶାନ୍ତି ଦେଖାଦେବ । ଗୁପ୍ତଶତୃମାନେ ହଣରାଣରେ ପକାଇ ପାରନ୍ତି, ସତର୍କ ରହିବେ।  ମିଥୁନ: କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ । ନୂତନ କାର୍ଯ୍ୟଭାର ହାତକୁ ନେବେ ।  ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ । କର୍କଟ: […]

RASI

RASI

Niharika Rout
  • Published: Tuesday, 19 July 2022
  • Updated: 19 July 2022, 08:02 AM IST

Sports

Latest News

ମେଷ: ସରକାରୀ ସ୍ତରରେ ସମ୍ମାନିତ ହେବେ। ରୋଜଗାର କ୍ଷେତ୍ରରେ ଲାଭବାନ ହେବେ । ସାମନ୍ୟ ମାତ୍ରାରେ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି  ।

 ବୃଷ: ବ୍ୟବସାୟ ବାଣିଜ୍ୟରେ ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ମାନସିକ ଅଶାନ୍ତି ଦେଖାଦେବ । ଗୁପ୍ତଶତୃମାନେ ହଣରାଣରେ ପକାଇ ପାରନ୍ତି, ସତର୍କ ରହିବେ।

 ମିଥୁନ: କର୍ମକ୍ଷେତ୍ରରେ ସାହାଯ୍ୟ ସହଯୋଗ ପାଇ ଆଗକୁ ବଢିବେ । ନୂତନ କାର୍ଯ୍ୟଭାର ହାତକୁ ନେବେ ।  ଶାରୀରିକ ଅସୁସ୍ଥତା ଦେଖାଦେଇ ପାରେ ।

କର୍କଟ: ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରି  ପ୍ରଂଶସିତ ହେବେ। ଅଟକି ରହିଥିବା କାର୍ଯ୍ୟକୁ ପୁନର୍ବାର ଆରମ୍ଭ କରିବେ। ଅର୍ଥପ୍ରାପ୍ତିର ଯୋଗ ରହିଛି ।

 ସିଂହ : କର୍ମକ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କଠାରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟଭାର ହାତକୁ ନେଇ ସମ୍ପୂର୍ଣ୍ଣ କରିବେ। ନୂତନ ଆୟପନ୍ଥା ମିଳିପାରେ, ଘାତଚନ୍ଦ୍ର ଯୋଗୁଁ ସତର୍କ ରୁହନ୍ତୁ ।

କନ୍ୟା : ବାକି ପଡିଥିବା ଅର୍ଥ ଆଦାୟ ହେବ । ସ୍ୱାସ୍ଥ୍ୟ ସମସ୍ୟାକୁ ନେଇ ଅର୍ଥ ବ୍ୟୟ ହେବ । ଅଧାରେ ଅଟକି ଥିବା କାର୍ଯ୍ୟ ପୂରଣ ହେବ ଓ ସୁସମ୍ବାଦ ପ୍ରାପ୍ତି ହେବ । ଘରକୁ ନୂଆ ବନ୍ଧୁଙ୍କର ଆଗମନ ହେବା ସହିତ ସୁସ୍ୱାଦୁ ଭୋଜନ କରିବେ ।

ତୁଳା : ପରିବାରରୁ ପୂର୍ଣ୍ଣ ସମର୍ଥନ ମିଳିବ ଓ  ଦାମ୍ପତ୍ୟ ଜୀବନ ସୁଖମୟ ହେବ। ନୂତନ କାର୍ଯ୍ୟ ନିମନ୍ତେ ଦୂର ସ୍ଥାନକୁ ଯାତ୍ରା କରିବେ ଏବଂ ନୂଆ ବନ୍ଧୁଙ୍କ ସହିତ ମିଳନ ହେବ । ବ୍ୟବସାୟୀମାନଙ୍କର ବାକି ପଡ଼ିଥିବା ଅର୍ଥ ଆଦାୟ ହେବାରୁ ମନ ଖୁସି ରହିବ ।

ବିଛା : ବହୁଦିନରୁ ଆଶା କରୁଥିବା କାର୍ଯ୍ୟକୁ ପୁରଣ କରିବାରୁ ମନ ଖୁସି ରହିବ। କର୍ମକ୍ଷେତ୍ରରେ ନିଜର ଲୋକ ଅସୁବିଧାରେ ପକାଇ ପାରନ୍ତି । ପାରିବାରିକ ସମସ୍ୟା ସମାଧାନ ହେବ ଓ ଅର୍ଥ ଲାଭ ହେବ।

ଧନୁ : ବହୁଦିନର କଥାକୁ ନେଇ ବନ୍ଧୁଙ୍କ ସହିତ ବାଦବିବାଦ ଦେଖାଯିବ, ସତର୍କ ରୁହନ୍ତୁ। ବ୍ୟବସାୟୀମାନେ ଲାଭ ପାଇବା ସହିତ ଘରକୁ ନୂଆ ଦ୍ରବ୍ୟ ଆଣିବେ । ସ୍ୱାସ୍ଥ୍ୟରେ ଅସୁସ୍ଥତା ଅନୁଭବ କରିବାରୁ ବ୍ୟସ୍ତ ବିବ୍ରତ ହେବେ।

ମକର : ମାଙ୍ଗଳିକ କାର୍ଯ୍ୟ କରିବା ପାଇଁ ବନ୍ଧୁ ସାହାଯ୍ୟ କରିବେ ବୋଲି ପ୍ରତିଶୃତି ଦେବେ । ପିଲାମାନଙ୍କର କାର୍ଯ୍ୟକଳାପ ଦେଖି ବାପାମା’ ଖୁସି ହେବେ ଓ ଭବିଷ୍ୟତ ପାଇଁ କିଛି ଯୋଜନା କରିବେ। ବହୁ ଦିନର ପୁରୁଣା ସାଙ୍ଗସାଥିଙ୍କ ସହ ଦେଖାହେବ ।

 କୁମ୍ଭ: ଅଯଥାରେ ବିବାଦ ଘେରରେ ପଡିବେ., ତେଣୁ ସତର୍କ ରୁହନ୍ତୁ। ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଚିନ୍ତିତ ରହିବେ । ଅନ୍ୟମାନଙ୍କ କଥାରେ ପଡନ୍ତୁ ନାହିଁ।

 ମୀନ: ଚାକିରିରେ ପଦୋନ୍ନତି ହୋଇପାରେ। ନୂତନ ବ୍ୟବସାୟ ବାଣିଜ୍ୟ ଆରମ୍ଭ କରି ପାରନ୍ତି । ପରିବାରରେ ଅଶାନ୍ତି ଦେଖାଦେଇପାରେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story